Daily Archives

January 10, 2019

ନୂଆବର୍ଷରେ ହ୍ୱାଟ୍ସଆପର ନୂଆ ଫିଚର ! ଏଣିକି ବିନା ଅନୁମତିରେ କେହି ପଢି ପାରିବେନି ଆପଣଙ୍କ ହ୍ୱାଟ୍ସଆପ ଚାଟ୍ ।

ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଜିଂ ଆପ୍ ମଧ୍ୟରୁ ହ୍ୱାଟ୍ସଆପ ପ୍ରମୁଖ ଭୂମିକା ଗ୍ରହଣ କରିଛି । ହ୍ୱାଟ୍ସଆପ ବ୍ୟବହାର ଦ୍ୱାରା କେବଳ ସମ୍ପର୍କିୟମାନେ ନିଜ ସହ ଯୋଡି ହୋଇ ରହିଥାନ୍ତି ତା ନୁହେଁ, ଏହା ଦ୍ୱାରା ଅଫିସ ଏବଂ ଅନ୍ୟାନ୍ୟ କର୍ମକ୍ଷେତ୍ରରେ ମଧ୍ୟ ବେସ ସହାୟତା…

ଚା’ ବିକ୍ରି କରି ୨୩ଟି ଦେଶ ବୁଲି ସାରିଲେଣି ଭାରତୀୟ ଦମ୍ପତି ! ଟ୍ୱିଟ୍ କରି ଆନନ୍ଦ ମହିନ୍ଦ୍ରା କହିଲେ, ଦେଶର ସବୁଠୁ…

ବଡ ବଡ ମଲ୍ଟି ନ୍ୟାସନାଲ କମ୍ପାନିରେ ଚାକିରି କରି ମଧ୍ୟ ଲୋକେ ବିଦେଶ ବୁଲି ପାରୁନଥିବା ବେଳେ ସାମାନ୍ୟ ଚା’ ଦୋକାନ କରି ୨୩ଟି ଦେଶ ବୁଲିଛନ୍ତି ଭାରତୀୟ ଦମ୍ପତି । କେରଳର କୋଚ୍ଚିରେ ରହୁଥିବା ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା ଏବେ ପର୍ଯ୍ୟନ୍ତ ୨୩ଟି ଦେଶ ବୁଲି ସାରିଥିବା ଜଣାପଡ଼ିଛି । ଖାସ୍…

୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ନୂଆ ଦାୟିତ୍ୱ ! ବସୁନ୍ଧରା, ଶିବରାଜ ଓ ରମଣଙ୍କୁ ଦଳର ଉପାଧ୍ୟକ୍ଷ ପଦରେ…

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଭାରତୀୟ ଜନତା ପାର୍ଟିରେ ନୂତନ ଦାୟିତ୍ୱ ମିଳିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଏହି ୩ ବରିଷ୍ଠ…

ରାହୁଲଙ୍କୁ ଶୀଲା ଭରସା ! ୮୦ ବର୍ଷୀୟ ଶୀଲାଙ୍କୁ ଦିଲ୍ଲୀ କଂଗ୍ରେସର ଦାୟିତ୍ୱ, ଦିଲ୍ଲୀରେ କଂଗ୍ରେସର ଡ଼ଙ୍ଗା ପାରି କରିବେ…

କନକ ବ୍ୟୁରୋ: ପୁଣୀ ଶିଲାଙ୍କ ହାତରେ ଦିଲ୍ଲୀ ଦରବାର ଦେଲା କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ହାତରେ ପୁଣି ଥରେ ପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସୂଚନା ମୁତାବକ ଅଜୟ ମାକେନଙ୍କ ଇସ୍ତଫା ପରେ ଅନୁଭବୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବଲିଉଡର ୟଙ୍ଗ ଜେନେରେସନ !  ସୋସିଆଲ ମିଡିଆରେ ଭାଇରାଲ ହେଲା ମୋଦିଙ୍କ ସହ ସେଲ୍ଫି 

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବଲିଉଡର ୟଙ୍ଗ ଜେନେରେସନ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଫଟୋରେ ମୋଦିଙ୍କ ଓ ବଲିଉଡର ଅନ୍ୟ କଳାକାରମାନଙ୍କୁ ଏକାଠି ଦେଖିବାକୁ ମିଳିଛି । ରଣବୀର ସିଂହ,ରଣବୀର କପୁର,ଆଲିଆ ଭଟ୍ଟ,ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର,…