Daily Archives

January 9, 2019

ରାଜନୀତିରେ ସବର୍ଣ୍ଣ ସଂରକ୍ଷଣ ବିଲ୍ । ରାଜ୍ୟସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍କୁ ନେଇ ସରଗରମ ବିତର୍କ ।

କନକ ବ୍ୟୁରୋ: ସବର୍ଣ୍ଣ ସଂରକ୍ଷଣ ବିଲ୍କୁ ନେଇ ରାଜ୍ୟ ସଭାରେ ସରଗରମ ବିତର୍କ । ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି । ବିଜେଡି ଏହି ବିଲ୍କୁ ସମର୍ଥନ କରିଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ…

ରାହୁଲ ଗାନ୍ଧୀଙ୍କ ଦମ୍ଭୋକ୍ତି ! ଉତ୍ତରପ୍ରଦେଶରେ ମଜଭୁତ ଅଛି ଦଳର ସଂଗଠନ, ଏକାକି ଲଢିବା ପାଇଁ ଦେଲେ ସଙ୍କେତ,  କହିଲେ,…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଖିଲେଶ ଓ ମାୟାବତୀଙ୍କ ମଧ୍ୟରେ ନୂଆ ସମୀକରଣ ହେଉଥିବା ବେଳେ ବଡ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଉତ୍ତରପ୍ରଦେଶରେ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରିବାର ଭୁଲ କେହି କରନ୍ତୁ ନାହିଁ ଏବଂ ଆବଶ୍ୟକ ପଡିଲେ କଂଗ୍ରେସ ଏକାଠି ଲଢିବ ବୋଲି କହିଛନ୍ତି ରାହୁଲ…

କାଳିଆ ଯୋଜନା : ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିବାକୁ ଅଭିଯୋଗ କରିପାରିବେ ଚାଷୀ, ଜାଣନ୍ତୁ ରେର୍ଡ ଫର୍ମରେ କିଭଳି…

କନକ ବ୍ୟୁରୋ : କାଳିଆ ଯୋଜନାକୁ ନେଇ ସାରା ରାଜ୍ୟରେ ଚାଷୀ ମନରେ ଏକ ଦ୍ୱନ୍ଦାତ୍ମକ ସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ କାଳିଆ ଯୋଜନାରେ ସାମିଲ ହେବାକୁ ଆବେଦନ ପାଇଁ ଚାଷୀ ମାନଙ୍କୁ ସବୁଜ ଫର୍ମ ମିଳୁନାହିଁ ଅନ୍ୟପଟେ କାଳିଆ ଫର୍ମକୁ ନେଇ କିଛି ଲୋକ ବ୍ୟବସାୟ ଆରମ୍ଭ କରିଛନ୍ତି । ଅଥାର୍ତ…

ମହିଳାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ! ବିସିସିଆଇ ଜାରି କଲା କାରଣ ଦର୍ଶାଅ…

କନକ ବ୍ୟୁରୋ : ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରି ବଢିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଡୁଆ । ଏକ ଘରୋଇ ଚ୍ୟାନେଲର ଟକ୍ ସୋରେ ଯୋଗଦେଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ହାର୍ଦ୍ଦିକ ଓ ସୋରେ ତାଙ୍କ ସହ ସାମିଲ ଥିବା କେଏଲ ରାହୁଲଙ୍କୁ ବିସିସିଆଇ…

ମୋଦି: ଓଡ଼ିଶା ଆସିବେ ଖାଇବେ କ’ଣ ? ମେନ୍ୟୁରେ ଓଡ଼ିଆ ଖେଚୁଡ଼ି ସାଙ୍ଗକୁ ଗୁଜୁରାଟୀ ତରକାରୀ ।

କନକ ବ୍ୟୁରୋ: ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ…

‘କାଳିଆ’ ଯୋଜନାକୁ ପ୍ରଶଂସା କଲେ ଅର୍ଥ କମିଶନ ! ଉନ୍ନତ ଯୋଜନା ବୋଲି କହିବା ସହ ତଳ ସ୍ତରରେ କାର୍ଯ୍ୟକାରୀ କରିବାକୁ…

କନକ ବ୍ୟୁରୋ : ରାଜ୍ୟର ବିକାଶ ନେଇ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅର୍ଥ କମିସନ୍ ନନ୍ଦକିଶୋର ସିଂହ । କାଳିଆ ଯୋଜନାକୁ ପ୍ରଶଂସା କରିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଅର୍ଥ କମିସନ । ରାଜ୍ୟରେ ସ୍ଥିର ସରକାର ଯୋଗୁଁ ଗରିବି କମିଛି ବୋଲି ସେ…