Daily Archives

January 6, 2019

ପିପିଲି ଘଟଣାରେ ଧର୍ମେନ୍ଦ୍ରଙ୍କ ସିବିଆଇ ତଦନ୍ତ ଦାବିକୁ ବିଜେଡିର କାଉଣ୍ଟର । ଦଳ କହିଲା, ସିବିଆଇର ବିଶ୍ୱସନୀୟତା ଉପରେ…

କନକ ବ୍ୟୁରୋ : ପିପିଲି ଘଟଣାରେ ଧର୍ମେନ୍ଦ୍ରଙ୍କ ସିବିଆଇ ତଦନ୍ତ ଦାବିକୁ କାଉଣ୍ଟର କରିଛି ବିଜେଡି । ପିପିଲି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଉପରେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ବିଜେଡି ପକ୍ଷରୁ ଜବାବ୍ ରଖାଯାଇଛି । ଏଥିରେ କୁହାଯାଇଛି-ଅପରାଧୀଙ୍କ ସହିତ ଧର୍ମେନ୍ଦ୍ରଙ୍କ କୋଳାକୋଳିକୁ…

ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ନୂଆ ମୋଡ ! ଥାନାରେ ଅଭିଯୋଗ କଲେ ନିକିତାଙ୍କ ବାପା, କହିଲେ, ଛାତ ଉପରୁ…

କନକ ବ୍ୟୁରୋ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । କଟକ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ଆଜି ନିକିତାଙ୍କ ମୃତ୍ୟୁ ନେଇ ତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ…

କଳଙ୍କିତ ହେଲା ଚର୍ଚ୍ଚିତ ଆଇଏଏସ ଚନ୍ଦ୍ରକଳାଙ୍କ କ୍ୟାରିୟର ! ଦୁର୍ନୀତି ଅଭିଯୋଗରେ ଛନ୍ଦି ହେଲେ ଚନ୍ଦ୍ରକଳା ।

ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳାଙ୍କ କ୍ୟାରିୟରରେ ଲାଗିଛି କଳଙ୍କ । ବେଆଇନ ବାଲି ଖନନକୁ ନେଇ ଚାଲିଥିବା ତଦନ୍ତରେ ସିବିଆଇ ଶନିବାର ଉତ୍ତରପ୍ରଦେଶର ୧୨ଟି ସ୍ଥାନରେ ଚଢାଉ କରିଥିଲା । ଏହି ମାମଲାରେ ଆଇଏଏସ ଅଧିକାରୀ ବି.…

ହସ୍ପିଟାଲରେ ଜନ୍ମ ନେଲା ଦୁଇ ମୁଣ୍ଡ ଥିବା ଶିଶୁ, ଦେଖିବା ପାଇଁ ଲୋକଙ୍କର ଲାଗିଲା ଭିଡ!

ଉତ୍ତରାଖଣ୍ଡର କାଶିପୁରରେ ଥିବା ଏକ ଡ଼ାକ୍ତରଖାନାରେ ଦୁଇ ମୁଣ୍ଡ ଥିବା ଗୋଟିଏ ଶିଶୁ ଜନ୍ମ ନେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଖବର ଜଣାପଡିବା ପରେ ଏହି ଦୁଇ ମୁଣ୍ଡିଆ ଶିଶୁକୁ ଦେଖିବା ପାଇଁ ଡ଼ାକ୍ତରଖାନାରେ ଲୋକମାନଙ୍କ ଭିଡ଼ ଜମିଥିଲା । ଦୁଇ ମୁଣ୍ଡ ଥିବା ଶିଶୁର ଓଠ ନଥିବା…

ନୂଆ ବର୍ଷରେ ବଡ ଯୋଜନା ! ଖବୁ ଶୀଘ୍ର ଦେଶର ୨ ହଜାର ରେଳ ଷ୍ଟେସନରେ ଉପଲବ୍ଧ ହେବା ମାଗଣା ୱାଇ-ଫାଇ ।

ଦେଶର ପ୍ରାୟ ୨ହଜାର ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦେବାକୁ ଯାଉଛି ଭାରତୀୟ ରେଳ ବିଭାଗ । ଏବେ ପର୍ଯ୍ୟନ୍ତ ୭୦୦ରୁ ଅଧିକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ମାଗଣା ଓ୍ଵାଇ-ଫାଇ ମିଳୁଥିବା ବେଳେ ଏବେ ଏହାର ସଂଖ୍ୟା ବଢ଼ାଇବାର ଯୋଜନା କରୁଛି ଭାରତୀୟ ରେଳ ବିଭାଗ…