ପୁଣି କୋଟିଆରେ ପଶିଲା ଆନ୍ଧ୍ର ! ଲୋକଙ୍କୁ ବାଂଟିଲା ବାର୍ଦ୍ଧକ୍ୟ ଭତା ଓ କମ୍ବଳ, ମାଗଣାରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା ।
କନକ ବ୍ୟୁରୋ : କୋଟିଆକୁ ନେଇ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଥିବା ବେଳେ ପୁଣି କୋଟିଆରେ ପଶିଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । କୋଟିଆ ଅଧିବାସୀଙ୍କୁ ଆପଣାର କରିବାକୁ ଉଦ୍ୟମ କରୁଛନ୍ତି ଚନ୍ଦ୍ର ବାବୁ ନାଇଡୁ ସରକାର । ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ତଳ ଓ…