Daily Archives

January 5, 2019

ଆସିଲା ସେଲଫି ବେବୋଙ୍କ ପୋଷ୍ଟମର୍ଟମ ରିପୋର୍ଟ ! ମୁଣ୍ଡରେ ପଥର ମାଡ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ।

କନକ ବ୍ୟୁରୋ: ସେଲଫି ବେବୋ ସୀମରନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ମୁଣ୍ଡରେ ପଥର ମାଡ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ସିମରନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଥିବା ବୁର୍ଲା ପୁଲିସ ସୂଚନା ଦେଇଛି । ମୃତଦେହ…

ବଦଳିବ ଉତ୍ତରପ୍ରଦେଶ ରାଜନୀତିର ରଙ୍ଗ ! ଏକାଠି ଲଢିବେ ଅଖିଲେଶ ଓ ମାୟାବତୀ, ମହାମେଣ୍ଟରେ ସାମିଲ ହେବନି କଂଗ୍ରେସ ।

କନକ ବ୍ୟୁରୋ : ୟୁପିରେ ଲୋକସଭା ନିର୍ବାଚନ ଏକାଠି ଲଢିବେ ସପା ଓ ବସପା । ମୋଦିଙ୍କ ବିରୋଧରେ ଏକାଠି ଲଢିବେ ଅଖିଲେଶ ଓ ମାୟାବତୀ । ନୂଆଦିଲ୍ଲୀରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ବହୁଜନ ସମାଜପାର୍ଟି ସୁପ୍ରିମୋ ମାୟାବତୀଙ୍କ ମଧ୍ୟରେ ପ୍ରାୟ ୩ଘଂଟାଧରି ବୈଠକ ହୋଇଛି । ତେବେ…

ଶୀତରେ ଥରୁଛି ଉତ୍ତର ଭାରତ ! ମାଇନସ୍ ୧୮ ଡିଗ୍ରୀ ସେଲସିଅସକୁ ଖସିଲା କାର୍ଗିଲ ତାପମାତ୍ରା, ପର୍ଯ୍ୟଟକ ନେଉଛନ୍ତି ମଜା ।

କନକ ବ୍ୟୁରୋ : ଜାଡରେ ଥରୁଛି ଉତ୍ତର ଭାରତ । ଜାମ୍ମୁକାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବରଫପାତ ଜାରି ରହିଛି । କାରଗିଲ ସେକ୍ଟରରେ ତାପମାତ୍ରା ମାଇନସ ୧୮ଡିଗ୍ରୀ ପର୍ଯ୍ୟନ୍ତ ପହଂଚିଛି । ପ୍ରବଳ ବରଫପାତ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା…

ପ୍ରଳୟ ଆଣିଲା ପାବୁକ୍ ଝଡ଼ ! ଦକ୍ଷିଣ ଥାଇଲାଣ୍ଡର ପ୍ରମୁଖ ଦ୍ୱୀପରେ ପ୍ରାକୃତିକ ବିପର୍ଯ୍ୟୟ, ତୀବ୍ର ବେଗରେ ପବନ ସହ…

କନକ ବ୍ୟୁରୋ : ଥାଇଲାଣ୍ଡରେ ପାବୁକ୍ ପ୍ରଳୟ  । ସାମୁଦ୍ରିକ ଝଡ଼ ପାବୁକ୍ ଦକ୍ଷିଣ ଥାଇଲାଣ୍ଡ ଛୁଇଁଥିବା ବେଳେ ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିଛି  । ପାବୁକ୍ ପ୍ରଭାବରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗିରହିଛି  । ସେପଟେ ସମୁଦ୍ର ଅଶାନ୍ତ ରହିବା କାରଣରୁ…

ବିଜୟ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କଲେ କୋର୍ଟ ! ସମ୍ପତି ଜବତ୍ ନେଇ ଇଡ଼ି ପାଇଁ ବାଟ ପରିଷ୍କାର,…

କନକ ବ୍ୟୁରୋ : ମଦସମ୍ରାଟ ବିଜୟ ମାଲ୍ୟାଙ୍କୁ ଆଜି ପଳାତକ ଆର୍ଥିକ ଅପରାଧୀ ଘୋଷଣା କରା ଯାଇଛି । ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲ ଅଦାଲତ ଆଜି ଏହି ଘୋଷଣା କରିଛନ୍ତି । ଏହା ଫଳରେ ବିଜୟ ମାଲ୍ୟାଙ୍କ ସମ୍ପତି ଜବତ ହେବାର ପଥ ପରିଷ୍କାର ହୋଇଛି । ଏନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର…