Daily Archives

January 4, 2019

ଶୀତରାତିରେ କୋଳରେ ବସି ଥରୁଥିଲା ଛୁଆ ! ଟ୍ରେନରେ ବସିବା ପାଇଁ କେହି ସିଟଟିଏ ମଧ୍ୟ ଦେଲେ ନାହିଁ ,ଭାଇରାଲ୍ ହେଲା…

ଏହି ଶୀତଋତୁରେ ଯେଉଁ ଭଳି ହାଡଭଙ୍ଗା ଶୀତ ହେଉଛି ସେଥିରେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ଯେ କେତେ କଷ୍ଟକର ତାହା ସମସ୍ତେ ଜାଣିଥିବେ । ତେବେ ଏଭଳି ସମୟରେ ଯାତ୍ରାକାଳୀନ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଜଣେ ମା’ ତା ଛୁଆକୁ ଧରି ଟ୍ରେନ୍…

ଓଡିଶା ପୁଲିସ୍ କବଜାରେ ବିଦେଶୀ ଲୁଟେରା! ଡାକ୍ତରଙ୍କୁ ୧୮ ଲକ୍ଷ ଟଙ୍କାର ଚୂନ ଲଗାଇ ଖସି ପଳାଉଥିବା ବେଳେ ନାଇଜେରିଆ…

କନକ ବ୍ୟୁରୋ: ନାଇଜେରିଆ ଠକକୁ ଗିରଫ କଲା ଅନୁଗୁଳ ପୋଲିସ । ନାଇଜେରିଆର ଏହି ଠକର ନାଁ ହେଉଛି ନିକୋଲାସ । କଟକ ଶିଶୁ ଭବନର ଡାକ୍ତର ମଙ୍ଗଳ ମୁର୍ମୁଙ୍କୁ ଡାକ୍ତରୀ ଉପକରଣ ଯୋଗାଇଦେବା ନାଁରେ ଅର୍ଥ ହଡପ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅର୍ଥ ହଡପ ନେଇ ଡାକ୍ତର ମୁର୍ମୁ ଥାନାରେ…

ଖୁଚୁରା ଅଚଳ ଏକ ଗୁଜବ ! ଟଙ୍କିକିଆ କଏନ୍ ନନେଲେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଟଙ୍କିକିଆ କଏନ ଅଚଳ ହୋଇ ପଡିଛି । ଟଙ୍କିକିଆ କଏନକୁ ଏବେ ଦେଖିବା ମାତ୍ରେ ବ୍ୟାଙ୍କ ନେଉନାହାନ୍ତି କହି ନାକ ଟେକୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଗ୍ରାହକ କହୁଛନ୍ତି ବ୍ୟବସାୟୀ ନେଉନାହାନ୍ତି, ବ୍ୟବସାୟୀ କହୁଛନ୍ତି ଗ୍ରାହକ ନେଉ ନାହାନ୍ତି । ଏଭଳି ସ୍ଥିତିରେ କଏନ ଅଚଳ…

ମୋଦିଙ୍କ ବାୟୋପିକରେ ଅଭିନୟ କରିବେନି ପରେସ ରାୱଲ ! ଜାଣନ୍ତୁ କିଏ ଆସିବେ ମୋଦିଙ୍କ ଚରିତ୍ରରେ…

ବଲିଉଡର ବଡ ପରଦାରେ ଖୁବ ଶିଘ୍ର ଦେଖିବାକୁ ମିଳିବ ମୋଦିଙ୍କ ବାୟୋପିକ । ଏଥିରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ ସୁପରଷ୍ଟାର ବିବେକ ଓବରାୟ । ତେବେ ମୋଦିଙ୍କ ଜୀବନ କାହାଣୀ ଉପରେ ଏହି ସିନେମାଟି ଆଧାରିତ । ଏହି ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର ଯିଏକି ମେରିକମ୍, ସରବଜିତ…

ଦ୍ୱାଦଶ ପାସଙ୍କ ପାଇଁ ଖୁସି ଖବର ! ଏହି କ୍ଷେତ୍ରରେ ଚାକିରୀ ପାଇଁ ବାହାରିଲା ବିଜ୍ଞପ୍ତି ,୨୦ ହଜାରରୁ ଉଦ୍ଧ୍ୱର୍ ରହିଛି…

ବିହାର ପୋଲିସ୍ ସେଣ୍ଟ୍ରାଲ୍ ସିଲେକ୍ସନ୍ ବୋର୍ଡ ଅଫ୍ କନେଷ୍ଟବଳ (ସିଏସବିସି) ତରଫରୁ ୯୦୨ ଫରେଷ୍ଟ ଗାର୍ଡ ପଦ ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ www.csbc.bih.nic.in ରେ ଯାଇ ଜାନୁଆରୀ ୩୧ ତାରିଖ ୨୦୧୯ ପୂର୍ବରୁ ଆବେଦନ କରିପାରିବେ । ଯେଉଁ ଇଚ୍ଛୁକ…

ଏଣିକି ଅନଲାଇନ ସପିଂ ପାଇଁ ଦେବାକୁ ହେବ ଆଧାର ନମ୍ବର, ମାତ୍ର ୫ ହଜାର ଟଙ୍କାର କରିପାରିବେ ଜିନିଷ ଅର୍ଡର

ଖୁବ୍ ଶୀଘ୍ର ହିଁ ଆପଣଙ୍କୁ ଅନଲାଇନ ସାମଗ୍ରୀ ଅର୍ଡର ପାଇଁ ଆଧାର ନମ୍ବର ବି ଦେବାକୁ ହେବ ଏବଂ ପ୍ରତିଟି ଆଧାର ନମ୍ବର ଉପରେ ମାତ୍ର ୫ ହଜାର ଟଙ୍କାର ଜିନିଷ ହିଁ ଅର୍ଡର କରିପାରିବେ । ସୂଚନା ମୁତାବକ, କେନ୍ଦ୍ର ସରକାର ବିଦେଶରୁ ଆସୁଥିବା ସାମଗ୍ରୀକୁ ତଦନ୍ତ ପରିସରରେ ଆଣିବାକୁ ଯୋଜନା ପ୍ରସ୍ତୁତ…