Daily Archives

January 4, 2019

ଗୋଟିଏ ମଞ୍ଚରେ ବସିବେନି ମୋଦି ଓ ନବୀନ ! ବାରିପଦା କାର୍ଯ୍ୟକ୍ରମରେ ସାମିଲ ହେବେନି ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ବାରିପଦା କାର୍ଯ୍ୟକ୍ରମରେ ସାମିଲ ହେବେନି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ପୁରୀ ଏସଏଚଜି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ…

ସୁପରହିଟ୍ ଶନିବାର: ବାରିପଦାରେ ମୋଦି, ପୁରୀରେ ନବୀନ । କିଏ କାହା ପାଇଁ କହିବ କଣ ?

କନକ ବ୍ୟୁରୋ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଗସ୍ତ । ତେବେ ଏହା ପୂର୍ବରୁ ରାଜ୍ୟ ରାଜନୀତିର ପାଣିପାଗ ଉଷୁମ ହେବାରେ ଲାଗିଛି । ଡିସେମ୍ବର ୨୪ ତାରିଖ ଖୋର୍ଦ୍ଧା ଜନସଭାରେ ଓଡ଼ିଶାରେ ଜଳସେଚନ ନେଇ ପ୍ରଧାନମନ୍ତ୍ରୀ ଯେଉଁ ତଥ୍ୟ ରଖିଥିଲେ, ଚିଠି ଲେଖି ତାକୁ କାଉଁଟର…

ଜଳସେଚନକୁ ନେଇ ଜଳିଲା ରାଜନୀତି ! ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ କାଉଣ୍ଟର କରି ଧର୍ମେନ୍ଦ୍ରଙ୍କ ଫେସବୁକ ପୋଷ୍ଟ

କନକ ବ୍ୟୁରୋ : ମୋଦିଙ୍କ ଗସ୍ତ ପୂର୍ବରୁ ଉଷ୍ମ ହେଲା ରାଜ୍ୟ ରାଜନୀତି । ଜଳସେଚନ ପ୍ରସଙ୍ଗରେ ମୋଦିଙ୍କୁ ଚିଠି ମାଧ୍ୟମରେ ନବୀନ କାଉଣ୍ଟର କରିବା ପରେ ଆଜି ଏହି ପ୍ରସଙ୍ଗରେ ନବୀନଙ୍କୁ ଫେସବୁକରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଳସେଚନର ବ୍ୟାପକ ଉନ୍ନତିର ମିଛ ଓ…

ସାଇକେଲ ଧକ୍କାରେ ଚେପା ହେଲା କାର୍ ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ୍

ଅନେକ ସମୟରେ ୟୁଟ୍ୟୁବରେ ବହୁ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳିଥାଏ। ସେହିପରି ଚୀନର ଏକ ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଚର୍ଚ୍ଚା ପାଲଟିବାରେ ଲାଗିଛି। ଭିଡିଓଟି ସେପରି ମଜାଦାର ନହେଲେ ବି ଅସାଧାରଣ। ଆପଣ ଅନେକ ସମୟରେ କାର୍ ମାଡ଼ରେ ବାଇସାଇକେଲ ଭାଙ୍ଗି ଯାଇଥିବା ପରି ଚିତ୍ର ଦେଖିଥିବେ।…

ପୋଡି ଯାଇଥିବା ବ୍ରେଡ୍ ଖାଇବାକୁ ପସନ୍ଦ କରୁଥିଲେ ତୁରନ୍ତ ଛାଡନ୍ତୁ ! ହୋଇପାରେ ଏହି ଭୟଙ୍କର ରୋଗ ।

ଆମମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଲି ବ୍ରେଡ୍‌ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ବ୍ରେଡକୁ ତାଓ୍ଵାରେ ସେକି ବା ମାଇକ୍ରୋଭନରେ ଗରମ କରି ଖାଆନ୍ତି। ହେଲେ ଆପଣ କ’ଣ ଜାଣନ୍ତି ପୋଡା ବ୍ରେଡ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ନିକଟରେ ପ୍ରକାଶ ପାଇଥିବା…

ଋଣ ଶୁଝି ନପାରିଲେ ଗ୍ରାହକଙ୍କୁ ହଇରାଣ କରିପାରିବେନି କୌଣସି ବି ବ୍ୟାଙ୍କ ! ଜାଣନ୍ତୁ ଆରବିଆଇ ତରଫରୁ ଋଣଧାରୀଙ୍କୁ…

ଯଦି ଆପଣ କୌଣସି ବ୍ୟାଙ୍କରୁ ଲୋନ ନେଇଛନ୍ତି ଏବଂ ତାକୁ ପରିଶୋଧ କରିବାକୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବା ଆଦୌ ଅନୁଚିତ । କାରଣ, ସରକାରଙ୍କ ତରଫରୁ ଋଣଧାରୀଙ୍କୁ ମଧ୍ୟ ଅନେକ ଅଧିକାର ପ୍ରଦାନ କରାଯାଇଛି । ଯାହାକି ଋଣଧାରୀଙ୍କର ସଂପତି ନିଲାମୀଠାରୁ ଆରମ୍ଭ କରି ନୋଟିସ…