Daily Archives

January 4, 2019

ରାହୁଲଙ୍କ ଆଖି ମରା ପାର୍ଟ-୨ ! ସଂସଦରେ ପୁଣିଥରେ ଆଖି ମାରିଲେ ରାହୁଲ, ହେଲେ କାହାକୁ?

ଆଖଁ ମାରେ ୱ ଲଡକି ଆଖେଁ ମାର । ବଲିଉଡର ଏହି ଲୋକପ୍ରିୟ ଗୀତଟି ଏବେ ଯୁବବର୍ଗଙ୍କ ବେଶ ପସନ୍ଦ ପାଲଟିଛି । ସମସ୍ତଙ୍କ ମୁହଁରେ ଏବେ ଏହି ଗୀତ ।  ଆଉ ଏହି ଟ୍ରେଣ୍ଡରୁ  ରାହୁଲ ବା ବାଦ୍ ପଡନ୍ତେ କିପରି । ଆମେ କହୁଛୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଥା । ସାମ୍ନାକୁ ଆସିଛି ରାହୁଲଙ୍କ…

ମହାନଦୀ ମହାବିପତ୍ତି ! ସେଦିନ ରାତିରେ ହୋଇଥିଲା କଣ, କିଭଳି ବୁଡିଥିଲା ଡଙ୍ଗା । କନକ ନ୍ୟୁଜ ସାମ୍ନାରେ ପୂରା କାହାଣୀ…

କନକ ବ୍ୟୁରୋ : ମହାନଦୀରେ ଡଙ୍ଗା ବୁଡି ଘଟଣା ନୂଆ ବର୍ଷ ଆରମ୍ଭରେ ସାରା ରାଜ୍ୟକୁ ସ୍ତବ୍ଧ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୪୦ ଘଂଟା ପରେ ନିଖୋଜ ଶିଶୁର ମୃତଦେହକୁ ଉଦ୍ଧାର କରିଛି ରେସକ୍ୟୁ ଟିମ୍ । ସେପଟେ ମୃତକଙ୍କ ଏକକାଳୀନ ଚିତା ଜଳିବା ପରିବେଶକୁ ଶୋକାକୁଳ କରିଛି …

ଖାରବେଳ କଷିଲେ ମେଣ୍ଟ ଗଣିତ ! ଦାମ, ବୈଜୟନ୍ତ ଓ ବ୍ରଜଙ୍କୁ ନେଇ ହେବ ସମୀକରଣ, ବିକଳ୍ପ ମୋର୍ଚ୍ଚାର ଚେହେରା କିଏ ?

କନକ ବ୍ୟୁରୋ : ବିଜେଡି ବିରୋଧରେ ମହାମେଂଟ ଗଠନ ନେଇ ଆଜି ସଙ୍କେତ ଦେଇଛନ୍ତି ଖାରବେଳ ସ୍ୱାଇଁ । ଏହି ମହାମେଂଟର ରୂପରେଖ ୧୫ ଦିନ ଭିତରେ ସ୍ପଷ୍ଟ ହେବ ଏବଂ ଏଥିପାଇଁ କଥାବାର୍ତା ଚାଲିଛି ବୋଲି କହିଛନ୍ତି ଉତ୍କଳ ଭାରତର ସଭାପତି । ସେ କହିଛନ୍ତି, ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା,…

ସେଲ୍ଫି ବେବୋଙ୍କ ମୃତ୍ୟୁକୁ ବଢ଼ୁଛି ରହସ୍ୟ । ସାମନାକୁ ଆସିଲା ସିମରନଙ୍କ ଶେଷ ଭଏସ୍ ମେସେଜ୍

କନକ ବ୍ୟୁରୋ: ସେଲଫି ବେବୋ ସିମରନ ମୃତ୍ୟୁ ରହସ୍ୟ ଘନେଇବାରେ ଲାଗିଛି । ଏବେ ସାମନାକୁ ଆସିଛି ଏକ ଭଏସ ମେସେଜ । ଯେଉଁଥିରେ ସୀମରନ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । ଏବେ ଏହି ଅଡିଓ କ୍ଲିପ୍କୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ସୀମରନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ…

ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ରାଫେଲ ଜବାବ । କହିଲେ ଯାହାକୁ ୧୦ ବର୍ଷ ଧରି ଝୁଲାଇ ରଖିଥିଲା ୟୁପିଏ ସରକାର, ତାକୁ…

କନକ ବ୍ୟୁରୋ: ରାଫେଲ ଲଢୁଆ ବିମାନ ଡିଲକୁ ନେଇ ସରଗରମ ପାର୍ଲାମେଂଟ୍ । ଲୋକସଭାରେ ଆଜି ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଗୃହରେ ମନ୍ତ୍ରୀ କହିଛନ୍ତି, ଯେଉଁ ଚୁକ୍ତିକୁ କଂଗ୍ରେସ ସରକାର ୧୦ବର୍ଷ ଧରି ଝୁଲାଇ ରଖିଥିଲା ସେହି ଚୁକ୍ତିକୁ ମାତ୍ର ୧୪ ମାସରେ ପୂରଣ…