Daily Archives

January 3, 2019

ସାହସୀ ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାବାସି । କହିଲେ, ଦୁଇ ଭଉଣୀ ହେଉଛନ୍ତି ରାଜ୍ୟର ପ୍ରକୃତ ନାୟିକା

କନକ ବ୍ୟୁରୋ : ସାହାସୀ ଝିଅଙ୍କୁ ସାବାସି ଦେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡାରେ ଡଙ୍ଗାବୁଡି ଘଟଣାରେ ୪୫ ଜଣଙ୍କ ପାଇଁ ଦେବକନ୍ୟା ପାଲଟିଥିବା ଦୁଇ ଭଉଣୀଙ୍କ ଅଦ୍ୟମ ସାହସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାବାସି ଦେଇଛନ୍ତି । ଅକାତକାତ ପାଣିରେ ଅଦମ୍ୟ ସାହସିକତା ଦେଖାଇ ୪୫ ଜଣ ଲୋକଙ୍କ…

ଗର୍ଭରୁ ଶଶ୍ମାନ, ଏକାଠି ଏକାଠି । ଗୋଟିଏ ଜୁଇରେ ଜଳିଲା ମା’ ଓ ପୁଅର ମୃତଦେହ

କନକ ବ୍ୟୁରୋ : ବୋଧେ, ମା’ର ପଣତ କାନି ଛାଡି ପାରିଲାନି ୭ ବର୍ଷର କୁନି ପୁଅ । ମା’କୁ ସେମିତି ଜାବୁଡି ଧରିଥିଲା, ଯେମିତି ବାଧାବିଘ୍ନ ବେଳେ ମା’ ତା’ ଆଡକୁ ହାତ ବଢ଼ାଇ ଦେଉଥିଲା । କିଏ କହିପାରିବ ସେ ମା’କୁ ପାଣିରେ ବୁଡିବାକୁ ଦେବାକୁ ଚାହୁଁନଥିଲା, କି ମା’କୁ ଏକାଛାଡିବାକୁ ଚାହୁଁ ନଥିଲା ।…

ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କ୍ ! ସୋସିଆଲ ମିଡିଆରେ ବୁଲୁଛି ନେତା ଓ ମନ୍ତ୍ରୀଙ୍କ ସହ ଫଟୋ

କନକ ବ୍ୟୁରୋ : ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କକୁ ନେଇ ଚର୍ଚ୍ଚା । କିଛି ନେତାଙ୍କ ସହ ଗୋଲଡେନ ବାବାଙ୍କ ଫଟୋ ଭାଇରାଲ ହେବା ପରେ ପ୍ରେସମିଟ କରି ଗୋଲଡେନ୍ ବାବା ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ସେପଟେ ଛାତ୍ର ବିଜେଡି କହିଛି ଏହା ଗୁଜବ, ସତସାହସ ଅଛି ତ ତଥ୍ୟ…

ଆଉ ଛପା ହେବନି ୨ହଜାର ଟଙ୍କିଆ ନୋଟ ! ଜାଣନ୍ତୁ କଣ ରହିଛି ଏହାର କାରଣ ।

ବନ୍ଦ ହେଲା ୨ହଜାର ଟଙ୍କିଆ ନୋଟ ଛପା । ଭାରତ ସରକାର ଧିରେ ଧିରେ ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାର ନିଷ୍ପତି ଗ୍ରହଣ କରିଛନ୍ତି । ଗତ ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରିକରଣ ଘୋଷଣା କରିବା ପରେ ନୂଆକରି ୨ହାଜାର ଟଙ୍କିଆ ନୋଟର ପ୍ରଚଳନ କରିଥିଲେ । ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି…

ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହଜନକ ଅବସ୍ଥାରେ ବ୍ରିଜ ତଳୁ ମିଳିଲା ଆଲବମ ଅଭିନେତ୍ରୀଙ୍କ ମୃତଦେହ, ମୁଣ୍ଡ ଛେଚି ହତ୍ୟା…

କନକ ବ୍ୟୁରୋ : ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହେଲା ସମ୍ବଲପୁରୀ ଆଲବମ ଅଭିନେତ୍ରୀଙ୍କ ମୃତଦେହ । ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସିମରନ ମରିଆ । ଘର- ଝାରସୁଗୁଡା ଜିଲ୍ଲା ଭୁଲିଆଟିରା ଅଂଚଳରେ । ପୂର୍ବ ଝଗଡାକୁ କେନ୍ଦ୍ର କରି ସିମରନଙ୍କୁ…

ଓଡ଼ିଶା ଆସିବେ ଅମିତ ଶାହା ! ଜାନୁଆରୀ ୧୮ରେ କଟକରେ କରିବେ ସମାବେଶ । 

କନକ ବ୍ୟୁରୋ: ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ରାଜ୍ୟରେ ଥିବା ବିଭିନ୍ନ ଶକ୍ତି କେନ୍ଦ୍ରଗୁଡିକରେ ଯୋଗ ଦେବା ସହ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ । ମାତ୍ର କେଉଁ ଜାଗାରେ ସମ୍ମିଳନୀର…