Daily Archives

January 2, 2019

କାହିଁକି ବୁଡିଲା ଡଙ୍ଗା ? ବୃଦ୍ଧ କହିଲେ, ଡଙ୍ଗାବୁଡି ପଛର ପୂରା କାହାଣୀ ।

କନକ ବ୍ୟୁରୋ : କେନ୍ଦ୍ରାପଡା ମହାକାଳପଡା ନିପାଣିଆରେ ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାଛଡା ଅଗ୍ନିଶମ ବିଭାଗ ଓ ଏସଆରସିକୁ ମଧ୍ୟ…

ନୂଆବର୍ଷ ଆରମ୍ଭରୁ କେନ୍ଦ୍ରାପଡାରେ ଅଘଟଣା ! ଡଙ୍ଗାବୁଡି ୧ ମୃତ, ୬ ନିଖୋଜ, ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ଠାରେ ବୁଧବାର ସନ୍ଧ୍ୟାରେ ଡଙ୍ଗାବୁଡ଼ି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଡଙ୍ଗାବୁଡ଼ି ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହି ଭଳି ଏହି ଘଟଣାରେ ୬…

ରାଫେଲ ପ୍ରସଙ୍ଗରେ ସଂସଦରେ ପ୍ରବଳ ହଟ୍ଟଗୋଳ । ମୋଦିଙ୍କୁ ରାହୁଲଙ୍କ ସିଧା ଆକ୍ରମଣ, କହିଲେ, ସଂସଦରେ ମୁକାବିଲା କରିବାକୁ…

କନକ ବ୍ୟୁରୋ : ସଂସଦରେ ଚାଲିଲା ରାଫେଲ ଯୁଦ୍ଧ । ରାଫେଲ୍ ଡିଲ୍ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଲୋକସଭାରେ ମୋଦିଙ୍କୁ ରାହୁଲ, ରାଫେଲର ମୂଲ୍ୟ, ପ୍ରକ୍ରିୟା ଏବଂ ପୃଷ୍ଠପୋଷକ ନେଇ ପ୍ରଶ୍ନ କରିଛନ୍ତି । ଏପରିକି ସଂସଦକୁ ମୁକାବିଲା କରିବାକୁ…

୨୦୧୯ର ପ୍ରଥମ ଟେଷ୍ଟ ! ସିଡନୀରେ କାଲି ହେବ ମହାଲଢେଇ, ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ…

୨୦୧୯ର ପ୍ରଥମ ଲଢେଇ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜର ଆସନ୍ତାକାଲି ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ ଆଗୁଆ ରହିଥିବାରୁ ଭାରତର ମନୋବଳ ଦୃଢ ରହିଛି । ସେପଟେ ଶେଷ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜକୁ ଡ୍ର ରଖିବା…

ଦିଲ୍ଲୀ ସମାବେଶ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ଦୁଇ କ୍ୟାବିନେଟ ମନ୍ତ୍ରୀ !

କନକ ବ୍ୟୁରୋ : ନୂଆବର୍ଷରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ହୋଇପାରେ ନବକଳେବର ।୨୦୧୯ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ହୋଇପାରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଦୁଇ ବିବାଦୀୟ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବା ନେଇ ଚର୍ଚ୍ଚା…