Monthly Archives

January 2019

୨୦୧୯ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସହ ଖେଳିବ ଟିମ୍ ଇଣ୍ଡିଆ ।

ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଓ ୱେଲସ୍‌ରେ ମେ’ମାସ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଏବଂ…

ସାହାରା ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ ! ଫେବୃଆରୀ ୨୮ସୁଦ୍ଧା ହାଜର ହେବାକୁ ସୁବ୍ରତ ରାୟଙ୍କୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : ସାହାରା ମୁଖ୍ୟଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ  । ଫେବୃଆରୀ ୨୮ ତାରିଖ ସୁଦ୍ଧା ହାଜର ହେବା ପାଇଁ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ  । ବାରମ୍ବାର ସମୟ ଦେବା ପରେ ବି ସାହାରା କମ୍ପାନୀ ୨୫ ହଜାର କୋଟି ଟଙ୍କା ଦାଖଲ କରିପାରିନଥିବା…

କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା ! ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ  କେଜ୍ରିିୱାଲ, କହିଲେ ବିକାଶ…

କନକ ବ୍ୟୁରୋ : ଓଡି଼ଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଆହ୍ୱାନ । ଦିଲ୍ଲୀ ଆସ, ବିକାଶ ଦେଖ । ମୋଦି, ରାହୁଲ ଓ ଶାହାଙ୍କ ପରେ ଓଡିଶାରେ କେଜରିୱାଲ ସୋ । ୧୯ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି ବିଶାଳ ଜନସଭା । ଦିଲ୍ଲୀ…

କମିବ ଏଲପିଜି ଦର ! କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ରହିବ ରନ୍ଧନଗ୍ୟାସର ମୂଲ୍ୟ ।

ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ଦର ହ୍ରାସ ଏବଂ ଆମେରିକୀୟ ଡଲାର ଏବଂ ଟଙ୍କା ବିନିମୟ ଦର ଦୃଢ ହୋଇଥିବା କାରଣରୁ ୧ ଫେବୃୟାରୀ ୨୦୧୯ ସୁଦ୍ଧା ଭୁବନେଶ୍ୱରରେ ଅଣ-ରିହାତି ଏଲପିଜି ଦର ସିଲିଣ୍ଡର ପିଛା ଟ.୩୦.୫୦ ହ୍ରାସ ଘଟିବାର ଅନୁମାନ କରାଯାଉଛି । ତଦନୁସାରେ, ଘରୋଇ ଏଲପିଜିର ଉପଭୋକ୍ତାଙ୍କ…

ନିର୍ବାଚନ ମାହୋଲରେ ବଦଳିନି ମୁଡ୍ ! ଓଡ଼ିଶାର ମତ ନେଲା ଇଣ୍ଡିଆ ଟୁଡ଼େ, ଲୋକପ୍ରିୟତା ଶୀର୍ଷରେ ବିଜେଡି ଓ ନବୀନ ।

କନକ ବ୍ୟୁରୋ: ଏବେ ବି ଓଡ଼ିଶାରେ ନବୀନ ଆଗରେ ରହିଛନ୍ତି ଆଉ ବଢ଼ିଛି ବିଜେଡିର ଲୋପ୍ରିୟତା । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ସେପ୍ଟେମ୍ବର ମାସରେ ବିଜେଡିର ଲୋକପ୍ରିୟତା ୪୪% ଥିବାବେଳେ ଚଳିତ ମାସରେ ଏହା ୪୯%କୁ ଛୁଇଁଛି । ଯାହା…

ବେରୋଜକାରୀଙ୍କ ସଂଖ୍ୟାରେ ଭାରତର ରେକର୍ଡ ! ବିଗତ ୪୬ବର୍ଷରେ ବଢ଼ିଛି ୬.୧% ବେକାରୀ ହାର, ଟ୍ୱିଟ୍ କରି ମୋଦିଙ୍କୁ…

କନକ ବ୍ୟୁରୋ : ଦେଶରେ ବଢିଛି ବେକାରୀ । ଏନଏସଏସଓର ରିପୋର୍ଟ ଅନୁସାରେ ବିଗତ ୪୫ ବର୍ଷ ଭିତରେ ଦେଶରେ ବେକାରୀ ହାର, ଶୀର୍ଷ ସ୍ଥାନରେ ପହଂଚିଛି । ୧୯୭୨-୭୩ ପରଠାରୁ ବେକାରୀ ଅଭିବୃଦ୍ଧି ହାରରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ସେପଟେ ମୋଦି ସରକାରଙ୍କ ୫ ବର୍ଷର ଶାସନ ପରେ ଦେଶରେ ନିଯୁକ୍ତିକୁ…