Monthly Archives

December 2018

ପିଏଫ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା: ଇପିଏଫଓରେ ୩ଟି ବଡ ପରିବର୍ତ୍ତନ ଆଣିଲେ ସରକାର

ବିଶେଷ କରି ଘରୋଇ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀମାନଙ୍କ ଦରମାରୁ ପ୍ରତି ମାସ ୧୨ ପ୍ରତିଶତ ଅର୍ଥରାଶି ପିଏଫ ବାବଦକୁ କାଟି ରଖିଥାନ୍ତି କଂପାନୀ ବା ସଂସ୍ଥା । ଆଉ ଏହି ଟଙ୍କାକୁ କର୍ମଚାରୀଙ୍କ ପିଏଫ ଫଣ୍ଡ ତଥା ପିଏଫ୍ ଆକାଉଂଟରେ ଜମା କରିଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି…

କନ୍ୟା ସନ୍ତାନର ବାପା ହେଲେ ରୋହିତ ଶର୍ମା, ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେନି ହିଟମ୍ୟାନ୍ ।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ ହିଟମ୍ୟାନ୍ ରୋହିତ ଶର୍ମା । ୩ ଜାନୁଆରୀରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଶେଷ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳି ନ ପାରନ୍ତି ରୋହିତ । କାରଣ ରୋହିତ ଏକ କନ୍ୟା ସନ୍ତାନର ବାପା ହେବା ପରେ ଭାରତକୁ ଫେରି ଆସିଛନ୍ତି । ରୋହିତ…

ସୈନିକ ବେଶରେ ସୀମାରେ ପ୍ରବେଶ କରୁଥିଲେ ଆତଙ୍କବାଦୀ ! ଗୋଡାଇ ଗୋଡାଇ ନିପାତ କଲା ଭାରତୀୟ ସେନା ।

ନୂଆ ବର୍ଷର ଠିକ୍ ଗୋଟିଏ ଦିନ ପୂର୍ବରୁ ସୀମାରେ ଦେଖିବାକୁ ମିଳିଛି ଭାରତୀୟ ସେନାର କଡା କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ ବର୍ଡର ଆକ୍ସନ ଟିମର ଏକ ବଡ ଚକ୍ରାନ୍ତର ପର୍ଦ୍ଦାଫାସ କରିଛି ସେନା । ବୋର୍ଡର ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଭାରତ ସୀମା ଭିତରକୁ ପଶିଆସୁଥିବା ଦୁଇ ଜଣ…

ଭୁବନେଶ୍ୱରରୁ ଗିରଫ ହେଲା ଗୋଲଡେନ ଜ୍ୟୋତି : ୧୨ କୋଟି ଟଙ୍କା ଜାଲିଆତି ବେଳେ ଜ୍ୟୋତିରଂଜନ ବେହେରାକୁ ଗିରଫ କଲା…

କନକ ବ୍ୟୁରୋ: ରାଜଧାନୀରୁ ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୁଲିସ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହେରା ଓରଫ ଗୋଲଡେନ୍ ବାବା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୋଲଡେନ୍ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର…

ରାଜ୍ୟସଭାରେ ଅଟକିଛି ତିନି ତଲାକର ଭାଗ୍ୟ । ଟ୍ରିପଲ ତଲାକ ବିଲକୁ ନେଇ ରାଜ୍ୟସଭା ଅଚଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ…

କନକ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ଅଟକିଛି ତିନି ତଲାକର ଭାଗ୍ୟ । ତିନି ତଲାକ ବିଲ ନେଇ ରାଜ୍ୟସଭାରେ ହଙ୍ଗାମା ପରେ ଗୃହ ମୁଲତବୀ ହୋଇଛି । ବିରୋଧୀ ବାରମ୍ବାର ହଟ୍ଟଗୋଳ କରିଥିଲେ ଫଳରେ ଜାନୁୟାରୀ ୨ଯାଏଁ ଗୃହକାର୍ଯ୍ୟ ସ୍ଥଗିତ କରାଯାଇଛି । ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବାର ଥିଲା…

ଯଦି ଗ୍ରାହକଙ୍କ ଅଜାଣତରେ ତାଙ୍କ ଖାତାରୁ ଗାଏବ ହୋଇଯାଏ ଟଙ୍କା, ତେବେ ଦାୟୀ ରହିବ ବ୍ୟାଙ୍କ । ଏହି ଉପାୟରେ ଫେରି ପାଇବେ…

ଏଟିଏମରୁ ଅର୍ଥ କାରବାର ଏବଂ ଅନଲାଇନ ବ୍ୟାଙ୍କିଂ ଜରିଆରେ ଖାତାଧାରକଙ୍କ ସହ ଘଟୁଥିବା କୌଣସି ବି ପ୍ରକାରର ଠକେଇରୁ ବଂଚିବା ପାଇଁ ୩ ବାଇ ସେଭେନ ଡେଜର ନିୟମ ବହୁତ ଉପକାରୀ ପ୍ରମାଣିତ ହୋଇଥାଏ । ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ସୁବିଧା ବ୍ୟାଙ୍କ ଖାତା ଧାରକଙ୍କୁ ଦିଆଯାଇଛି । ଯାହା…