Daily Archives

December 29, 2018

ଏଣିକି ଆଧାର କାର୍ଡ ହଜିଲେ ଆଉ ଚିନ୍ତା ନାହି ! କରନ୍ତୁ ଏହି ଗୋଟିଏ କାମ ସହଜରେ ମିଳିଯିବ ଆପଣଙ୍କ କାର୍ଡ ।

ଆଜି ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି । ମୋବାଇଲ୍ ସିମ୍ ଠାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା ଯାଏ ସବୁ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ରହିଛି । ଖାସକରି କୌଣସି ସରକାରୀ ଯୋଜନାର ଲାଭ ଉଠାଇବାକୁ ହେଲେ ଆଧାର କାର୍ଡର ବ୍ୟବହାର ବାଧ୍ୟତାମୁଳକ ହୋଇଥାଏ । ଯଦି…

ସାବଧାନ ଗାଡିଚାଳକ ! ଗାଡିରେ ଫ୍ୟାନ୍ସି ନମ୍ବର ପ୍ଲେଟ୍, ଉଚ୍ଚ ସ୍ୱର ଯୁକ୍ତ ହର୍ଣ୍ଣ ଲାଗିଥିଲେ ଦେବାକୁ ହେବ ମୋଟା…

ସାବଧାନ ଗାଡିଚାଳକ ! ଆପଣଙ୍କ ଗାଡିରେ ଲଗାଇଛନ୍ତି କି ଫ୍ୟାନ୍ସି ନମ୍ବର ପ୍ଲେଟ୍ କିମ୍ବା ଉଚ୍ଚ ସ୍ୱର ବା କର୍କଶ ଯୁକ୍ତ ହର୍ଣ୍ଣ । ତେବେ ତୁରନ୍ତ ଏହାକୁ କାଢି ନିଅନ୍ତୁ । ନହେଲେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବାଇକ ଚୋରି କିମ୍ବା…

ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ! କୋର୍ଟରେ ଉଠିଲା ଗାନ୍ଧି ପରିବାରର ନାଁ ! କଂଗ୍ରେସ କହିଲା ରାଜନୀତି କରୁଛି…

କନକ ବ୍ୟୁରୋ : କୋର୍ଟରେ ଗାନ୍ଧୀ ପରିବାରର ନାଁ ନେଇଛି ଇଡି । ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର୍ ଦୁର୍ନୀତି ଘଟଣାରେ ଜେରା ବେଳେ ଡିଲର ମଧ୍ୟସ୍ତି ମିଚେଲ୍ ଗାନ୍ଧୀ ପରିବାରର ନାଁ ନେଇଥିବା ନେଇ ପଟିଆଲା ହାଉସ୍ କୋର୍ଟକୁ ଜଣାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡ଼ିର କହିବା ମୁତାବକ, ଜେରା ବେଳେ…

ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ଭଳି ପୁରୀରେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରସ୍ତାବ ! ସେବାୟତଙ୍କ ମାର୍ଗ…

କନକ ବ୍ୟୁରୋ : ଅନେକ ବିବାଦୀୟ ଘଟଣା ଭିତରେ ଶ୍ରୀକ୍ଷେତ୍ରରୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପୁରୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବୀକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଢ଼ାଂଚାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା…

ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ ! ମିଲରଙ୍କ ଦେଖାନାହିଁ, ପ୍ରବଳ ଶୀତରେ ଜଗିରହିଛି ଚାଷୀ, ସେପଟେ ଚାନ୍ଦବାଲିରେ…

କନକ ବ୍ୟୁରୋ : ଧାନଗଦାରେ ଲାଗିଲା ନିଆଁ । ନିଆଁରେ ପୋଡି ପାଉଁଶ ହୋଇଗଲା କ୍ୱିଂଟାଲ କ୍ୱିଂଟାଲ ଧାନ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏପରି ଦୁଇ ଦୁଇଟି ଘଟଣା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ କ୍ରୟ କେନ୍ଦ୍ର ଗୁଡିକରେ କ୍ୱିଂଟାଲ କ୍ୱିଂଟାଲ ଧାନ ବସ୍ତା ଗଦା…

ସିଗାରେଟ ଠାରୁ ଲୋକଙ୍କୁ ଦୁରେଇ ରଖିବା ପାଇଁ ଅଭିନବ ପ୍ରୟାସ !  ଧୁମ୍ରପାନ ଛାଡିଲେ କର୍ମଚାରୀଙ୍କୁ କମ୍ପାନୀ ତରଫରୁ…

ସିଗାରେଟ ଏପରି ଏକ ଜିନିଷ ଯାହା ମନୁଷ୍ୟକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ । ସେଥିରେ ଥିବା ନିକୋଟିନର ମାତ୍ରା ଶରୀରକୁ ହାନି ପହଞ୍ଚାଇଥାଏ । ତେଣୁ ଏହାକୁ ରୋକିବା ପାଇଁ ଏକ ମାର୍କେଟିଂ କମ୍ପାନୀ ଅଫିସରେ ଧୁମ୍ରପାନ ରୋକିବା ପାଇଁ ଏକ ବଡ ପଦକ୍ଷକ ଗ୍ରହଣ କରିଛି । ତେବେ ଆସନ୍ତୁ ଜାଣିବା…