Daily Archives

December 28, 2018

ସିନେମାରେ ଭିଲେନ୍ ସୋନିଆ ! ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ ମିନିଷ୍ଟରକୁ ନେଇ ବଢିଲା ବିବାଦ, ଫିଲ୍ମ ଚଲାଇ ଦେବନାହିଁ…

କନକ ବ୍ୟୁରୋ : ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ତେଜୁଛି ବିବାଦ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ନିର୍ମିତ ବହୁ ଚର୍ଚ୍ଚିତ ଫିଲ୍ମ-ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’କୁ ନେଇ ଏବେ ଅଡୁଆ ବଢ଼ିବାରେ ଲାଗିଛି । ରିଲିଜ୍ ପୂର୍ବରୁ ଯଦି ସ୍ପେଶାଲ ସ୍କ୍ରିନିଂ କରାଯାଇନଥାଏ, ତେବେ…

ମେଘାଳୟରେ ୩୭୦ ଫୁଟ୍ ତଳେ କୋଇଲା ଖଣିରେ ୧୫ ଦିନ ହେଲା ଫସିରହିଛନ୍ତି ଶ୍ରମିକ ! ଉଦ୍ଧାର ପାଇଁ ସହାୟତାର ହାତ ବଢାଇଲା…

କନକ ବ୍ୟୁରୋ : ମେଘାଳୟରେ କୋଇଲାଖଣି ଭିତରେ ଫଶି ଯାଇଥିବା ୧୫ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢେଇଛି ଓଡିଶା । ଆଜି ଓଡିଶା ଅଗ୍ନିଶମ ବାହିନୀର ବଛା ବଛା ୨୦ଜଣ ଯବାନ ଉଦ୍ଧାରକାର୍ଯ୍ୟରେ ସାମିଲ ହେବା ପାଇଁ ମେଘାଳୟ ଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମେଘାଳୟରେ…

ପଦଯାତ୍ରୀ ସାବଧାନ ! ପାଦେ ପାଦେ ରହିଛି ଦୁର୍ଘଟଣାର ବିପଦ, ଚଳିତବର୍ଷ ୪,୨୭୦ଜଣଙ୍କ ସଡକ ଦୁର୍ଘଟଣାରେ ହୋଇଛି ମୃତ୍ୟୁ ।

ପଦଯାତ୍ରୀ ସାବଧାନ ! ସଡକ ଦୁର୍ଘଟଣା ସାଜିଛି ମୃତ୍ୟୁର ଦୂତ । ଆପଣ ଚାଲି ଚାଲି ଯାଉଛନ୍ତି କି? ତେବେ ସାବଧାନ, କାହିଁକି ନା ପାଦେ ପାଦେ ରହିଛି ବିପଦ । ଓଡିଶାରେ ବଢୁଛି ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା । ଆଉ ସରକାରଙ୍କ ହିସାବ କହୁଛି, ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କର ଦୁର୍ଘଟଣାରେ…

ଶ୍ରୀମନ୍ଦିର ଇତିହାସରେ ପ୍ରଥମ ! ୧୩ ଘଣ୍ଟା ଧରି ମହାପ୍ରଭୁଙ୍କ ନୀତିକାନ୍ତି ଠପ୍, ବାହାରେ ବିକଳ ହୋଇ କାନ୍ଦିଲେ ଭକ୍ତ ।

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ଇତିହାସରେ ଯାହା ଘଟିଛି, ପୂର୍ବରୁ ଏପରି ପ୍ରାୟ ଦେଖିବାକୁ ମିଳିନଥିଲା । ପାଖାପାଖି ୧୩ ଘଂଟା ଧରି ନୀତିକାନ୍ତି ବନ୍ଦ ହୋଇପଡିଥିଲା, ଉପାସରେ ରହିଥିଲେ ଶ୍ରୀଜିଉ । ସାଧାରଣ ଦର୍ଶନରୁ ବଂଚିତ ହୋଇଥିଲେ ହଜାର ହଜାର ଭକ୍ତ । ସାଢ଼େ ୪ଟା ପର୍ଯ୍ୟନ୍ତ ସବୁ ନୀତି…

୨୦୧୯ ପାଇଁ ଛତିଶଗଡ଼ ଫର୍ମୁଲା ଆପଣେଇବ ଓଡିଶା କଂଗ୍ରେସ ! ଜାନୁଆରୀ ୯ରୁ ଆରମ୍ଭ ହେବ ପ୍ରଚାର ଅଭିଯାନ, ଜୋନକୁ ଦିଆଯିବ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସର ବଡ଼ ଯୋଜନା । ଠିକ୍ ଛତିଶଗଡ଼ର ବିଜୟ ଫର୍ମୁଲାକୁ ଆପଣାଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୯ ତାରିଖରୁ ଦଳ ହାଇପ୍ରୋଫାଇଲ୍ କ୍ୟାମ୍ପେନ୍ ଆରମ୍ଭ କରୁଥିବା ବେଳେ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଅଂଟା ଭିଡିଛି ।…

ସାବଧାନ ଗାଡିଚାଳକ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଏଣିକି ଗାଡିରେ କର୍କଶ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଇଲେ ଦଣ୍ଡିତ ହେବେ…

ଆଜିକାଲି ଅଧିକାଂଶ ଯୁବପିଢି ନିଜର ବାଇକ ସାଇଲେନ୍ସର ବଦଳାଇ ଏକ ଅଧିକ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଛନ୍ତି । କିନ୍ତୁ ଏଣିକି ଏହା କରିବା ଆଉ ସମ୍ଭବ ହେବ ନାହିଁ । କେନ୍ଦ୍ର ସରକାର ଏଥିଲାଗି ବାରଣ କରିଛନ୍ତି । ସଡ଼କଗୁଡ଼ିକରେ ଶବ୍ଦ ପ୍ରଦୂଷଣ କମାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।…