Daily Archives

December 26, 2018

ବିଜେଡିର ବଡ ସୋ’କୁ ଟାର୍ଗେଟ୍ ! ଜବାବ ମାଗୁଛି ଓଡିଶା କହି ଗେରୁଆ ରଥ ଗଡାଇବ ବିଜେପି, ସେପଟେ କଳା ଦିବସ ପାଳିଲା…

କନକ ବ୍ୟୁରୋ : ବିଜେଡିର ପ୍ରତିଷ୍ଠା ଦିବସରେ ଆଜି ଆକ୍ରମଣାତ୍ମକ ଢଙ୍ଗରେ ଦଳର ସୁପ୍ରିମୋ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି । ମୋଦି ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଛନ୍ତି ନବୀନ । ସେପଟେ ସମାନ୍ତରାଳ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ଜନଜାଗରଣ ପାଇଁ ଆଜିଠୁ ଗଡିଛି ବିଜେପି ରଥ । ‘ଜବାବ…

ବିଜେପିକୁ ନବୀନଙ୍କ କଡ଼ା କଥା ! କହିଲେ,ଦରକାର ନାହିଁ ସ୍ୱତନ୍ତ୍ର ପାହ୍ୟ, କେନ୍ଦ୍ର ଦେଉ ଆର୍ଥିକ ସ୍ୱାଧିନତା, ଓଡ଼ିଶା…

କନକ ବ୍ୟୁରୋ : ସ୍ୱତନ୍ତ୍ର ମାନ୍ୟତା ପାଇଁ ଦାବି କରୁଥିବା ଓଡିଶା ସରକାର ଆଜି ହଠାତ୍ ଏହି ପ୍ରସଙ୍ଗରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଜେଡିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ କଥାକୁ ଉଦ୍ଧାର କରି କହିଛନ୍ତି, ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା…

ଗଡକରୀଙ୍କ ବୟାନ ବଢାଇଲା ବିବାଦ ! ରାମଦେବ କହିଲେ କୁହାଯାଇପାରିବନି ୨୦୧୯ରେ କିଏ ହେବ ପ୍ରଧାନମନ୍ତ୍ରୀ । ବଦଳୁଛି କି…

କନକ ବ୍ୟୁରୋ : ୫ ରାଜ୍ୟରେ ପରାଜୟ ପରେ ବିଜେପିରେ ତେଜୁଛି ଅସନ୍ତୋଷ । ବିଜେପିର ବିଫଳତାକୁ ନେଇ ପରୋକ୍ଷରେ ମୋଦି-ଶାହାଙ୍କ ଯୋଡ଼ିଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗଡକରୀ । କହିଛନ୍ତି- ବିଫଳତାକୁ ସ୍ୱୀକାର କରନ୍ତୁ ଶୀର୍ଷ ନେତୃତ୍ୱ । ଏପଟେ ମୋଦିଙ୍କ ପାଇଁ…

ନୂଆବର୍ଷରେ ନୂଆ ଧମାକା କରିବ ଜିଓ! ବଡ ସ୍କ୍ରିନ ଥିବା ସ୍ମାର୍ଟଫୋନ ଆଣିବାକୁ ଯୋଜନା କରୁଛି କମ୍ପାନି

ଶସ୍ତା ଡାଟା ଓ ଶସ୍ତା ମୋବାଇଲ ଫୋନ୍ ଆଣି ଟେଲିକମ ଜଗତରେ ଝଡ ସୃଷ୍ଟି କରିଥିବା ଜିଓ ଏବେ ନୂଆବର୍ଷରେ ଆଉ ଏକ ଧମାକା କରିବାକୁ ଯାଉଛି । ସହଯୋଗୀ କମ୍ପାନି ସହ ମିଶି ଜିଓ ଖୁବଶୀଘ୍ର ବଡ ସ୍କ୍ରିନ ଥିବା ଶସ୍ତା ସ୍ମାର୍ଟଫୋନ ଆଣିବାକୁ ଯୋଜନା କରୁଛି । କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ…

ଆପଣଙ୍କ ନୂଆ ମୋବାଇଲରେ ହେବ ବଡ ପରିବର୍ତ୍ତନ ! ୨୦୧୯ରୁ ଗାଏବ ହୋଇଯିବ ଏହି ଜରୁରୀ ପାର୍ଟ ।

ପାଖାପାଖି ସମସ୍ତ ମୋବାଇଲ ଫୋନରେ ୩.୫ଏମଏମର ହେଡଫୋନ ଜ୍ୟାକ୍ ରହିଥାଏ । ଆଉ ଏହା ମାଧ୍ୟମରେ ଆପଣ ଆପଣଙ୍କ ଫୋନରେ କୌଣସି ବି ସାଧାରଣ ହେଡଫୋନ୍ କନେକ୍ଟ କରିପାରନ୍ତି । ଏହି ଫିଚର ସେହିମାନଙ୍କ ପାଇଁ ଅଧିକ ଫାଇଦା ବୋଲି କୁହାଯାଇଥାଏ, ଯେଉଁମାନେ ଗୋଟିଏ ହେଡ୍ ଫୋନକୁ ଅଲଗା ଅଲଗା ସ୍ମାର୍ଟଫୋନରେ…

ଦିନେ ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିଲେ, ଏବେ ଛେଳି ଚରାଇ ପରିବାର ଚଳାଉଛନ୍ତି ହାସ୍ୟ ଅଭିନେତା…

କନକ ବ୍ୟୁରୋ : ରାତିର ରଙ୍ଗୀନ ଆଲୋକରେ ମୁହଁରେ ରଙ୍ଗମାଖି ଅନ୍ୟ ମୁହଁରେ ହସ ଫୁଟାଉଥିବା ଯାତ୍ରା ହାସ୍ୟ ଅଭିନେତାର ଭିତରେ ଯେ, କେତେ ଦୁଃଖ ଅଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ଆମେ କହୁଛୁ ଯାତ୍ରା ଜଗତର ଆଗଧାଡିର ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ କଥା । ଅତି ଦୁଃଖ…