Daily Archives

December 23, 2018

କିଏ ମାରିଲା ନେହାଙ୍କୁ ଗୁଳି ? ବାଲେଶ୍ୱରରେ ଚାଂଚଲ୍ୟ, ପ୍ରେମିକ ସହ ଫେରାର ହୋଇ ଘରକୁ ଫେରିବା ପରେ ଗୁଳି ମାରିଦେଲେ…

କନକ ବ୍ୟୁରୋ : ବାଲେଶ୍ୱରରେ ଜଣେ ୧୪ ବର୍ଷର ନାବାଳିକାର ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଛି । ନାବାଳିକା ଜଣକ ୮ ଦିନ ତଳେ ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କ ସହ ଚାଲିଯାଇଥିଲେ । ଗତକାଲି ସେ ଘରକୁ ଫେରିଥିବା ବେଳେ କାଲି ରାତିରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନାବାଳିକାର…

ଖୋଲୁନି ମଣ୍ଡି । ଧାନ କିଭଳି ବିକିବେ ଚାଷୀ ?

କନକ ବ୍ୟୁରୋ : ଚଳିତ ବର୍ଷ ଚକଡା ଚଡକ ପରେ ଦାଉ ସାଧିଥିଲା ଅଦିନିଆ ବର୍ଷା । ଏବେ ଚାଷୀ ବଂଚାଇ ରଖିଥିବା କିଛି ଧାନ ବିକିବା ପାଇଁ ମଣ୍ଡିର ଦେଖା ନାହିଁ । ଯାହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ । ଗୋଟିଏ ପଟେ କମ୍ ଦାମରେ ଧାନ କ୍ରୟ କରି ବେପାରୀ ମାଲାମାଲ ହେଉଥିବାବେଳେ କିଛି ଅଂଚଳରେ…

କେସିଆରଙ୍କୁ ପସନ୍ଦ ଆସିଲା ନବୀନଙ୍କ ‘କାଳିଆ’ ଯୋଜନା ! ନବୀନଙ୍କ ୧୮ ବର୍ଷର ଶାସନ ଓ ନେତୃତ୍ୱକୁ କଲେ ଭୁରି ଭୁରି…

କନକ ବ୍ୟୁରୋ : ଦେଶର ରୋଲ ମଡେଲ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନବୀନଙ୍କୁ ଭେଟିବା ପରେ ନବୀନଙ୍କ ସରକାରଙ୍କ କାମକୁ ପ୍ରଂଶସାରେ ପୋତି ପକାଇଛନ୍ତି । ଦେଶର ବଡ ନେତାଙ୍କ ତାଲିକାରେ ନବୀନଙ୍କ…

ସୁନାମିର ଭୟଙ୍କର ଚିତ୍ର ! ଇଣ୍ଡୋନେସିଆରେ ମାଡି ଆସିଲା ସମୁଦ, ୨୨୨ଜଣଙ୍କ ମୃତ୍ୟୁ, ୭ଶହରୁ ଅଧିକ ନିଖୋଜ ।

କନକ ବ୍ୟୁରୋ : ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ସୁନାମୀ ବଡ ଧରଣର ବିପର୍ଯ୍ୟୟ ଘଟାଇଛି । ସୁନାମୀରେ ଏଯାଏଁ ୨୨୨ ଜଣ ପ୍ରାଣ ହରାଇଥିବା ବେଳେ ୭ଶହରୁ ଅଧିକ ନିଖୋଜ ଅଛନ୍ତି । ଶତାଧିକ ଆହତ ହୋଇଛନ୍ତି । ରାସ୍ତାଘାଟ, ଘରଦ୍ୱାର, ଗାଡି-ମୋଟର ଓ ବଡ ବଡ ଗଛକୁ ଧୋଇନେଇଛି ସୁନାମୀ । ଆଗ୍ନେୟ ଉଦଗୀରଣ ପରେ…

ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ପରେ ମୋଦିଙ୍କ ଫୋକସରେ ଓଡ଼ିଶା ! କାଲି ଆସିବେ ପ୍ରଧାନମନ୍ତ୍ରୀ, କ’ଣ…

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ  । ମୋଦିଙ୍କ ଏହି ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର । ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ…

ଜରିମାନା ଭାବେ ଜନତା ଠାରୁ କେତେ ଟଙ୍କା ଆଦାୟ କରିଛି ବ୍ୟାଙ୍କ ? ପଢ଼ନ୍ତୁ ରିପୋର୍ଟ

ସରକାରୀ ବ୍ୟାଙ୍କ କେବଳ ଗତ ସାଢ଼େ ୩ବର୍ଷରେ ୧୦ ହଜାର କୋଟି ଟଙ୍କା ଜନତା ଠାରୁ ନେଇଛନ୍ତି । ଏହି ଟଙ୍କା ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ନରଖିବା ଓ ଏଟିଏମରୁ ଟଙ୍କା ଉଠାଣ ଉପରେ ଲାଗୁଥିବା ଚାର୍ଜ ଜରିଆରେ ନିଆଯାଇଛି । ସରକାର ଏହି ସୂଚନା ସଂସଦରେ ଦିଆଯାଇଥିବା ତଥ୍ୟରେ କହିଛନ୍ତି ।…