Daily Archives

December 21, 2018

କୃଷି ଋଣ ଛାଡ ଠାରୁ କାହିଁକି ଭଲ ‘କାଳିଆ’ ଯୋଜନା ? ଜାଣନ୍ତୁ ଏହି ଯୋଜନାରେ ଚାଷୀଙ୍କୁ ଅଧିକ କଣ ମିଳିବ ଫାଇଦା

କନକ ବ୍ୟୁରୋ : କୃଷକଙ୍କ ପାଇଁ କାଳିଆ ସ୍କିମର ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନବୀନ ସରକାର । ଏହି ସ୍କିମରେ ଚାଷୀ ସ୍ୱତନ୍ତ୍ର ଆର୍ଥିକ ସହାୟତା ସହ ଜୀବନବୀମା ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପାଇପାରିବେ । ଆଉ ଚାଷୀଙ୍କ ପାଇଁ ଏହି କାଳିଆ ଯୋଜନା ମାଧ୍ୟମରେ…

କୃଷିଋଣ ଛାଡ କେବଳ ବିକଳ୍ପ ନୁହେଁ । ଦେଶକୁ ରାସ୍ତା ଦେଖାଇଲେ ନବୀନ, କିଭଳି ପ୍ରକୃତ ଚାଷୀ ପାଇପାରିବେ ଫାଇଦା?

ଦେଶକୁ ରାସ୍ତା ଦେଖାଇଲେ ନବୀନ ପଟ୍ଟନାୟକ । ଋଣଛାଡକୁ ନେଇ ଯେଉଁ ବାତାବରଣ ସାରା ଦେଶରେ ସୃଷ୍ଟି ହୋଇଛି, ତାରି ଭିତରେ ଭିନ୍ନ ଗୋଟିଏ ରାସ୍ତା ମୁଖ୍ୟମନ୍ତ୍ରୀ ବାହାର କରିଛନ୍ତି, ଯାହାର ଫାଇଦା ରାଜ୍ୟର ଚାଷୀ ପାଇବେ । ସିଧା ସିଧା କହିବାକୁ ଗଲେ ରାଜ୍ୟର ରାଜକୋଷ ଉପରେ ଆର୍ଥିକ ବୋଝ ପଡିବନି,…

ଚାଷୀଙ୍କ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା । କୃଷକଙ୍କ ପାଇଁ ‘କାଳିଆ’ ସ୍କିମ, ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା ।…

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା ।  ଚାଷୀଙ୍କ ପାଇଁ କାଳିଆ ସ୍କିମର ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ଚର୍ଚ୍ଚାରେ ମୋଦିଙ୍କ ଟ୍ୱିଟ୍ ! କହିଲେ, ମୁମ୍ବାଇ ରୁ ଦିଲ୍ଲୀ ଯାତ୍ରା ବେଳେ ଆକାଶ ମାର୍ଗରୁ ଦେଖନ୍ତୁ ଷ୍ଟାଚ୍ୟୁ ଅଫ…

ଗତ ଅକ୍ଟୋବର ମାସରେ ଲୋକାର୍ପିତ ହୋଇଥିବା ଷ୍ଟାଚ୍ୟୁ ଅଫ ୟୁନିଟି ପୃଥିବୀର ସର୍ବଶ୍ରେଷ୍ଠ ମୁର୍ତ୍ତି ଭାବରେ ଏବେ କ୍ଷାତି ଲାଭ କରିଛି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ମୁର୍ତ୍ତି ବିଶ୍ୱର ସବୁଠାରୁ ଉଚ୍ଚା ମୁର୍ତ୍ତି । ଏହି ଷ୍ଟାଚ୍ୟୁ ଅଫ ୟୁନିଟିକୁ ତିଆରି କରିବା ପାଇଁ ପ୍ରାୟ ୪୪ ମାସ ସମୟ…

ବ୍ୟାଙ୍କରେ ଗର୍ଜିଲା ବନ୍ଧୁକ! ଆକାଉଣ୍ଟ ଖୋଲିବା ନାଁରେ ବ୍ୟାଙ୍କରେ ପଶିଲେ, ମ୍ୟାନେଜରଙ୍କୁ ଗୁଳି କରି ଫେରାର ହୋଇଗଲେ

କନକ ବ୍ୟୁରୋ : ବ୍ୟାଙ୍କରେ ଗର୍ଜିଲା ବନ୍ଧୁକ । ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ । ଟିଟିଲାଗଡର ବିଜେପୁର ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଦୁଇ ଦୁର୍ବୃତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଛନ୍ତି । ବ୍ୟାଙ୍କରେ ଦୁଇ ମୁଖା ପିନ୍ଧା ଦୁର୍ବୃତ ପଶି ମ୍ୟାନେଜରଙ୍କ ଉପରକୁ ଗୁଳି କରିଛନ୍ତି ।…

ଚାଷ କରୁଛନ୍ତି ବିଧାୟିକା ! ଜମିରେ କୃଷକଙ୍କ ଭଳି କାମ କରି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ବିଧାୟିକା ।

ଆଜିକାଲି ସମୟରେ ସରକାରୀ ଚାକିରୀଟିଏ କରିଦେଲେ ଲୋକ ଯେଉଁଠି ନିଜକୁ ସର୍ବେସର୍ବା ଭାବୁଛନ୍ତି ଏଭଳି ସମୟରେ ଜଣେ ବିଧାୟିକା କ୍ଷେତରେ କାମ କରୁଥିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଘଟଣାଟି ହେଉଛି ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ବିଧାୟିକା ହେଉଛନ୍ତି ଦେବତୀ କର୍ମା । ଜନସାଧାରଣଙ୍କ…