ନୂଆବର୍ଷରେ ଭାରତ ପାଇଁ ଆସିବ ଭଲ ଖବର! ଟଙ୍କା ଫେରିପାଇବ ଶକ୍ତି, କମିପାରେ ତେଲଦର । ଜାଣନ୍ତୁ ଏହା ପଛର କାରଣ
କନକ ବ୍ୟୁରୋ : ନୂଆବର୍ଷରେ ଭାରତୀୟ ଅର୍ଥନୀତି ପାଇଁ ଆସିପାରେ ଭଲ ଖବର । ତଳକୁ ତଳକୁ ଖସିଚାଲିଥିବା ଭାରତୀୟ ମୁଦ୍ରା ପୁଣି ଫେରିପାଇବ ଶକ୍ତି । ସେହିପରି ତେଲ ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପରେ ଅର୍ଥନୀତିଜ୍ଞ ଏହା କହିଛନ୍ତି ।…