Daily Archives

December 19, 2018

ଆଇପିଏଲର ସବୁଠୁ ଦାମୀ ଖେଳାଳି ବରୁଣ ଚକ୍ରବର୍ତ୍ତୀ ! ଜାଣନ୍ତୁ କାହିଁକି ଏତେ ଦାମ ଦେଇ ଏହି ଅଜଣା ଅଶୁଣା କ୍ରିକେଟରଙ୍କୁ…

କନକ ବ୍ୟୁରୋ : ୨୦୧୯ ଆଇପିଏଲ ମୁକାବିଲା ପାଇଁ ସମସ୍ତ ୮ ଦଳ ସେମାନଙ୍କ ଖେଳାଳି ତାଲିକା ପ୍ରସ୍ତୁତ କରିସାରିଲେଣି । ଗତକାଲି ଜୟପୁରରେ ହୋଇଥିବା ନିଲାମ ପ୍ରକିୟାରେ ନିଜ ନିଜ ଦଳ ପାଇଁ ଖେଳାଳି କିଣିଛନ୍ତି ପ୍ରତି ଫ୍ରାଂଜାଇଜ୍ । ଅନେକ ବରଷ୍ଠ ଖେଳାଳି ନିଜ ନିଲାମ ନେଇ ସନ୍ଦିହାନ ଥିବା ବେଳେ…

‘ମେରା ଭାରତ ମହାନ୍’ । ୬ ବର୍ଷ ପରେ ପାକିସ୍ତାନ ଜେଲରୁ ପୁଅ ଫେରିବା ପରେ ଏମିତି କିଛି କହିଲେ ହମିଦ ଅନସାରୀଙ୍କ ମା’ ।

କନକ ବ୍ୟୁରୋ : ପ୍ରେମ ପାଇଁ ପାକିସ୍ତାନରେ ବନ୍ଦୀ ଭାବେ ଜୀବନ ବିତାଇଥିବା ଯୁବକ ହମିଦ ଅନସାରି ଫେରିଛନ୍ତି ଭାରତକୁ । ଦୀର୍ଘ ୬ ବର୍ଷ ତଳେ ଅନଲାଇନରେ ପରିଚୟ ହୋଇଥିବା ବାନ୍ଧବୀକୁ ଭେଟିବା ପାଇଁ ସୀମା ଆରପାରିକୁ ଚାଲିଯାଇଥିଲେ । ଅବଶ୍ୟ ତାଙ୍କର ଭୁଲ ଥିଲା ସେ ସାଙ୍ଗରେ ନେଇଥିଲେ ଏକ ନକଲି…

ବାରିପଦା ବଡ ମେଡିକାଲରେ ବଡ ବିବାଦ ! ରୋଗୀକୁ ଏକ୍ସପାଏରୀ ସାଲାଇନ୍ ଦିଆଯାଇଥିବା ଅଭିଯୋଗ । 

କନକ ବ୍ୟୁରୋ: ବାରିପଦା ମର୍ମୁ ମେଡିକାଲ କଲେଜରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ୍ସପାଏରୀ ଡେଟ୍ ପୁରିଯାଇଥିବା ସାଲାଇନ୍ ଲଗାଇବାରୁ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଯାହାଫଳରେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ମୁର୍ମୁ ମେଡିକାଲ କଲେଜରୁ କଟକ ବଡ ମେଡିକାଲକୁ…

୨୦୧୯ ନିର୍ବାଚନ … ଚାଷୀ ଭାଇ ପାର କରେଗା ? 

କନକ ବ୍ୟୁରୋ : କୃଷି ଋଣ ଛାଡ଼ ନେଇ ରାଜନୈତିକ ପ୍ରତିଯୋଗିତା ଭିତରେ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ଼ ଇସାରା କରିଛନ୍ତି । ଓଡ଼ିଶାରେ କୃଷି ଋଣ ଛାଡ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ଋଣ ଛାଡ଼ ପ୍ରସଙ୍ଗରେ ଅନୁଧ୍ୟାନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉତର ଏବେ…

ଛତିଶଗଡରେ କଂଗ୍ରେସ ସରକାରଙ୍କ ବୋନସ ବୃଦ୍ଧି ବେଆଇନ୍ ! କେନ୍ଦ୍ର ନିକଟରେ ଫେରାଦ ହେବେ ଓଡିଶା ସରକାର ।

କନକ ବ୍ୟୁରୋ : ଛତିଶଗଡ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ରୁ ୨୫୦୦ଟଙ୍କାକୁ ବୃଦ୍ଧି କରିବା ପରେ ନୂଆ ବିବାଦ ଆରମ୍ଭ ହୋଇଛି । ବୋନସ ଭାବେ ଛତିଶଗଡ ସରକାର ୭୫୦ ଟଙ୍କା ବୃଦ୍ଧି କରିବାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟ ସରକାର ନିଜ ଇଚ୍ଛାରେ ବୋନସ ବଢାଇପାରିବେ ନାହିଁ ବୋଲି ଯୋଗାଣ…

ବର୍ଷ ଯାକର ପରିଶ୍ରମରେ ପଶିଗଲା ପାଣି ! ବୁଡିଗଲା ଧାନ କ୍ଷେତ ଓ କପା କିଆରି, ଚାଷୀ ମୁଣ୍ଡରେ ଚଡକ ।

କନକ ବ୍ୟୁରୋ : ପେଥାଇ ଧୋଇଦେଲା ଫସଲ । ବାତ୍ୟା ପେଥାଇ ପ୍ରଭାବରେ ମାଟିରେ ମିଶିଯାଇଛି ଫସଲ । କଳାହାଣ୍ଡିରେ କପା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧର୍ମଗଡରେ ପାଣିରେ ଭାସିଯାଇଛି ଧାନଫସଲ । ବରଗଡ ଜିଲ୍ଲାରେ ଧାନ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମ୍ବଲପୁରରେ ବି ପଡିଛି ବାତ୍ୟା ପେଥାଇର…