Daily Archives

December 17, 2018

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ପୃଥ୍ୱୀ ସ’ ! ଦଳରେ ସାମିଲ ହେଲେ ମୟଙ୍କ ଅଗ୍ରୱାଲ୍ ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ଟିମ୍ ଇଣ୍ଡିଆର ଯୁବ ତାରକା ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସ’ । ଆହତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଥିଲେ । ବର୍ତ୍ତମାନ ଜଣାପଡ଼ିଛି କି ପୃଥ୍ଵୀ ସ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ…

ଦେଶରେ ବଢ଼ିଛି ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ! ରାଜନାଥ ସିଂ କହିଲେ,ଦେଶରେ ମାଓ ଉପଦ୍ରୁତ ଜିଲ୍ଲା ସଂଖ୍ୟା ୯୦ରୁ…

କନକ ବ୍ୟୁରୋ : ବିଗତ ଚାରି ବର୍ଷ ମଧ୍ୟରେ ଦେଶରେ ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାର ସଂଖ୍ୟା ୯୦ରୁ ହ୍ରାସ ପାଇ ୧୨ରେ ପହଞ୍ଚିଛି । ଉତ୍ତର-ପୂର୍ବାଞ୍ଚଳରେ ଉଗ୍ରବାଦ ସ୍ଥିତିରେ ୮୦ % ଉନ୍ନତି ହୋଇଛି । ପାକିସ୍ତାନ ପକ୍ଷରୁ…

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ! ଶକ୍ତି ପ୍ରଦର୍ଶନ କଲେ ବିରୋଧୀ ।

କନକ ବ୍ୟୁରୋ : ପୁଣି ଥରେ ଶକ୍ତି ପ୍ରଦର୍ଶନ କଲା ବିିଜେପି ବିରୋଧୀ ମହାମେଂଟ । ଆଜି ୩ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଠି ହୋଇଛନ୍ତି ବିରୋଧୀ । ସେପଟେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ରାଜନୀତିରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ…

ମୃତ୍ୟୁଶଯ୍ୟାରେ ମା’ର ଯନ୍ତ୍ରଣା ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ ପୁଅ ! ବାର୍ଦ୍ଧକ୍ୟ ଭୟରେ କଲେ ଆତ୍ମହତ୍ୟା 

କନକ ବ୍ୟୁରୋ : ଅନ୍ତିମ ଶଯ୍ୟାରେ ମାଆଙ୍କ ଯନ୍ତ୍ରଣା ଦେଖିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ଫାର୍ମାସୀ କଲେଜର ଲ୍ୟାବ ଆସିଷ୍ଟାଂଟ୍ । ନିଜ ଫେସବୁକ୍ ଆକାଉଂଟରେ ସୁଇସାଇଡ୍ ନୋଟ୍ ଅପଲୋପ କରିବା ପରେ ଜୀବନ ହାରିଛନ୍ତି ଗୋଷାଇଁ ନୂଆଗାଁର ଅଜିତ ।ସୁଇସାଇଡ଼୍ ନୋର୍ଟରେ ଲଖିଛନ୍ତି…

ମାଳଦ୍ୱୀପକୁ ସାହାଯ୍ୟ କରିବ ଭାରତ ! ଆର୍ଥିକ ବିକାଶ ପାଇଁ ୧.୪ ବିଲିୟନ ଡଲାର ସହାୟତା ଘୋଷଣା କଲେ ମୋଦି ସରକାର

କନକ ବ୍ୟୁରୋ : ଭାରତ ସବୁବେଳେ କ୍ଷୁଦ୍ର ଦ୍ୱୀପ ଦେଶ ମାଳଦ୍ୱୀପର ବିପଦର ବନ୍ଧୁ ହୋଇ ରହିଆସିଛି । ମାଳଦ୍ୱୀପ ଏବେ ଋଣ ସଂକଟରେ ପଡିଥିବାରୁ ଭାରତ ପ୍ରାୟ ୧.୪ ବିଲିୟନ ଡଲାରର ସହାୟତା ଘୋଷଣା କରିଛି  । ମାଳଦ୍ୱୀପର ନୂଆ ରାଷ୍ଟ୍ରପତି  ଇବ୍ରାହିମ ମହମ୍ମଦ ସୋଲି ଏବେ ଭାରତ ଗ୍ରସ୍ତରେ ଥିବାବେଳେ…

୨୦୧୯ ପ୍ରତିଯୋଗିତା ପାଇଁ ରାଜନୀତିରେ ନୂଆ ପ୍ରୟୋଗ : ସୁରଟରେ ନବୀନ ପଟ୍ଟନାୟକ, ଭୁବନେଶ୍ୱରରେ ଗୁଜରାଟ୍ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଗୁଜୁରାଟର ସୁରଟରେ ମୁଖ୍ୟମନ୍ତ୍ରୀ । ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆୟୋଜିତ ଓଡ଼ିଶା ମହୋତ୍ସବରେ ସାମିଲ ହୋଇଛନ୍ତି ନବୀନ । ସୁରଟରେ ରହୁଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଆଉ କିଛି ସମୟ ପରେ ସମ୍ବୋଧିତ କରିବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ…