Daily Archives

December 16, 2018

ବେଲଜିୟମ୍ ହାତରେ ବିଶ୍ୱକପ୍ ଟାଇଟଲ୍ ! ସଡନ୍ ଡେଥରେ ନେଦରଲାଣ୍ଡକୁ ମାତ୍ ଦେଇ କଳିଙ୍ଗରେ ଇତିହାସ ରଚିଲା ବେଲଜିୟମ୍ । 

କନକ ବ୍ୟୁରୋ : ବିଶ୍ୱ ବିଜେତା ବନିଲା ବେଲଜିୟମ୍ । ପୁରୁଷ ହକି ବିଶ୍ୱକପ ୨୦୧୮ ଟାଇଟଲ୍ ହାସଲ କଲା ବେଲଜିୟମ୍ । ରୋମାଞ୍ଚକର ଫାଇନାଲ ଫାଇଟରେ ନେଦରଲାଣ୍ଡକୁ ମାତ୍ ଦେଇ ଇତିହାସ ରଚିଲା ବେଲଜିୟମ୍ । ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ ଫାଇନାଲ ମ୍ୟାଚରେ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁରଟ୍ ଗସ୍ତ ! ଓଡିଆ ମହୋତ୍ସବରେ ହେବେ ସାମିଲ, ଏପଟେ ଗସ୍ତକୁ ନେଇ ବଢିଲା ରାଜନୀତି ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ୍ ଗସ୍ତ ପୂର୍ବରୁ ସରଗରମ୍ ହୋଇଛି ଓଡ଼ିଶା ରାଜନୀତି । ସୁରଟରେ ଅନୁଷ୍ଠିତ ଓଡ଼ିଶା ମହୋତ୍ସବରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯୋଗ ଦେଉଥିବା ବେଳେ ନିର୍ବାଚନ ପୂର୍ବରୁ କେମିତି ମନେ ପଡ଼ିଲା ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ରାଜନୀତିର…

ଭୟ ବଢାଉଛି ବାତ୍ୟା ‘ପେଥାଇ’ ! ବିଲରେ ଧାନ, ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ : ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ଉପକୂଳରେ ସ୍ଥଳଭାଗକୁ ଛୁଇଁବ । ହେଲେ ଏହାର ପ୍ରଭାବରେ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଆଉ ଏହି ବର୍ଷାରେ ଚାଷୀ ମନରେ ଛନକା ପଶିଛି । ବର୍ଷଯାକର ପରିଶ୍ରମ ଯେପରି ବର୍ଷାରେ ବୁଡିନଯାଏ, ସେଥିପାଇଁ ଅମଳ ଫସଲକୁ ସାଇତି ରଖିବାରେ ଲାଗିପଡିଛି…

ଓଡିଶା ପାଇଁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ । ମୋଦିଙ୍କ ପରେ ଆସୁଛନ୍ତି ଅମିତ ଶାହା, ପ୍ରତିଷ୍ଠା ଦିବସରେ ବଳ ଦେଖାଇବା…

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳକୁ ଶକ୍ତ ଧକ୍କା ଲାଗିବା ପରେ ବିଜେପି ଫୋକସରେ ଓଡିଶା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ବିଶାଳ ଜନସମାବେଶ କରୁଥିବା ବେଳେ ଫେବୃୟାରୀ ୨ରେ ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ…

ଆନ୍ଧ୍ର ମୁହାଁ ବାତ୍ୟା, ଓଡ଼ିଶାରେ ବର୍ଷା ! ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ ବାତ୍ୟା ‘ପେଥାଇ’ ।

କନକ ବ୍ୟୁରୋ : ତିତଲି ପରେ ଆଉ ଏକ ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ମୁହାଁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଷ୍ଟର୍ମ ଆସନ୍ତା ୬ଘଂଟା ଭିତରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି । ଏହା ଆସନ୍ତାକାଲି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ…

ମିଶନ୍ ୨୦୧୯ ! ଧର୍ମେନ୍ଦ୍ରଙ୍କ ଜନ ସମ୍ପର୍କ ପଦଯାତ୍ରା, ସେପଟେ ଅପରାଜିତାଙ୍କ ଜନ ପରାମର୍ଶ ପଦଯାତ୍ରା, କାହାକୁ ମିଳିବ…

କନକ ବ୍ୟୁରୋ: ଗତ ଡିସେମ୍ବର ୧୧ ତାରିଖରେ ଆସିଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ବିଜେପିକୁ ଲାଗିଛି ବଡ଼ ଝଟକା । କାରଣ ବିଜେପି ଶାସିତ ୩ ରାଜ୍ୟରୁ ପଦ୍ମ ପାଖୁଡ଼ା ଖସିଲା ଭଳି ଗାଦି ଛଡ଼ାଇ ନେଇଛି କଂଗ୍ରେସ । ସେଥିପାଇଁ ଏବେ ଓଡ଼ିଶା ଉପରେ ବେଶ୍ ଫୋକସ କରୁଛି ବିଜେପି । ଯେଉଁଥି ପାଇଁ…