Daily Archives

December 16, 2018

ଚେନ୍ନାଇରେ ମୋଦିଙ୍କ ବିରୋଧରେ ମହାମେଳି ! ସୋନିଆଙ୍କ ନେତୃତ୍ୱରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏକାଠି ହେଉଛନ୍ତି ବିରୋଧୀ ଦଳ । ମହାଗଠବନ୍ଧନ ନାଁରେ କଂଗ୍ରେସ ଓ ତାହାର ସହଯୋଗୀ ଦଳମାନେ ଏକାଠି ହେଉଛନ୍ତି । ବିଭିନ୍ନ ସମାରୋହ ବାହାନାରେ ବିରୋଧୀ ଦଳମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଆଜି ଚେନ୍ନାଇରେ ପୂର୍ବତନ ଡିଏମକେ ମୁଖ୍ୟ…

ସଚିନ୍ ଆସିଲେ ମ୍ୟାଚ୍ ଦେଖିଲେ, ସଲମାନ ଆସିଲେ ସେଲଫି ନେଲେ! ଜାଣନ୍ତୁ ଏହି ଦୁଇ ସୁପରଷ୍ଟାରଙ୍କୁ ଓଡିଶା ଆଣିବା ପଛରେ…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଏକାଠି ହୋଇଛନ୍ତି କ୍ରିକେଟ ଓ ରାଜନୀତି ଜଗତର ଦୁଇ ବେତାଜ ବାଦଶାହା ।  କ୍ରିକେଟ ଜଗତର ସୁପରଷ୍ଟାର ସଚିନ୍ ତେନ୍ଦୁଲକର ଓ ଓଡିଶା ରାଜନୀତିର ସୁପରଷ୍ଟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ପାଇଛନ୍ତି ଦର୍ଶକ । ହକି ବିଶ୍ୱକପର…

୨୦୧୯ରେ ପୁଣି କିମିଆ କରିବ ହକି ! ‘କଳିଙ୍ଗ’ରେ ହେବ ଅଲିମ୍ପିକ୍ସ କ୍ୱାଲିଫାୟର !

କନକ ବ୍ୟୁରୋ : ଦେଶ ବିଦେଶରେ ଓଡିଶାର ସଂସ୍କୃତି ଏବଂ ଐତିହ ବଖାଣିଲା ହକି । ଓଡିଶାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଭଳି ବଡ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏହା ସଫଳତାର ସହ ଶେଷ ହୋଇଛି । ତେବେ ହକିକୁ ନେଇ ଓଡିଶାବାସୀଙ୍କ ପାଇଁ ଆସିଛି ଆଉ ଏକ ଖୁସିର ଖବର । ଭୁବନେଶ୍ୱର କଳିଙ୍ଗ…

କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ! ଧୁମଧାମରେ ଶେଷ ହେଲା ହକି ବିଶ୍ୱକପ୍ ୨୦୧୮, ବିଶ୍ୱବିଜୟୀ ବନିଲା ବେଲଜିୟମ୍ ।

କନକ ବ୍ୟୁରୋ : ଧୁମଧାମରେ ଶେଷ ହୋଇଛି ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ । ୧୬ଟି ଦଳକୁ ପଛରେ ପକାଇ ବିଶ୍ୱବିଜେତା ବନିଛି ବେଲଜିୟମ୍ । ସେହିପରି ରନର୍ସ ଅପ୍ ଟ୍ରଫି ହାସଲ କରିଛି ନେଦରଲାଣ୍ଡ । ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ହାତେଇଛି ଟିମ୍ ଅଷ୍ଟ୍ରେଲିଆ । ଫାଇନାଲ ଫାଇଟରେ ହେଲା…

ଚମତ୍କାର ଷ୍ଟାଡିୟମ, ରୋମାଞ୍ଚକର ମ୍ୟାଚ୍! ପଡିଆରେ ସେଲଫି ନେଲେ, ନବୀନଙ୍କ ସହ ବସି ମ୍ୟାଚ୍ ଉପଭୋଗ କଲେ ସଚିନ…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ସଚିନଙ୍କ ସେଲଫି । ହକି ବିଶ୍ୱକପର ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିବାକୁ ଥିବା ସଚିନ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ସହ ସେଲଫି ନେବାକୁ ଭୁଲିନାହାନ୍ତି । ଏପରିକି ଏହି ସେଲଫିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପକାଇବାକୁ ଭୁଲି…