Daily Archives

December 14, 2018

ଆପଣ କାହାକୁ ଚେକ୍ ଦେଉଛନ୍ତି କି? ତେବେ ନିଜ ପେନରେ ହିଁ ପୂରଣ କରନ୍ତୁ,ନଚେତ୍ ହୋଇପାରନ୍ତି ଠକେଇର ଶିକାର

କନକ ବ୍ୟୁରୋ : ଆପଣ କାହାକୁ ଚେକ୍ ଦେଉଛନ୍ତି କି? ଯଦି ହଁ ତେବେ ଚେକକୁ ସମ୍ପୂର୍ଣ୍ଣ ଭାବେ ନିଜ ପେନ୍ରେ ହିଁ ପୂରଣ କରନ୍ତୁ । ନଚେତ୍ ଆପଣ ଠକେଇର ଶିକାର ହୋଇପାରନ୍ତି । ଏପରିକି ଆପଣଙ୍କ ବ୍ୟାଙ୍କ ଆକାଉଁଟରୁ ଶୂନ ହୋଇପାରେ । ମ୍ୟାଜିକ ପେନ୍ ସହାୟତାରେ ଅଭିନବ ଉପାୟରେ ଠକେଇ କରୁଥିବା ଏକ…

ଫିଟ୍ ହୋଇ ଜଗା ଡ୍ରମ ସହ ଖେଳୁଛି, ମାଆ କୋଳରେ ଅଛି ବଳିଆ । ଦିଲ୍ଲୀ ଏମ୍ସରେ ଅନୁଧ୍ୟାନ କଲେ ରାଜ୍ୟ ସରକାରଙ୍କ ଟିମ୍

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗାବଳିଆଙ୍କୁ ଆଜି ଓଡିଶା ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳି ଭେଟିଛନ୍ତି । ଜଗା-ବଳିଆଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରତିନିଧି ଦଳ । ଜଗାର ସ୍ୱାସ୍ଥ୍ୟବସ୍ଥା ଖୁବ୍ ଭଲ ଥିବାବେଳେ ବଳିଆର…

୧୦୨ ବର୍ଷ ହୋଇଥିଲେ ସୁଦ୍ଧା ‘ସ୍କାଏଡାଇଭ୍’ କରି ସମସ୍ତଙ୍କୁ ଚକିତ କଲେ ବୃଦ୍ଧା । ଭାଇରାଲ ହେଲା ଭିଡିଓ

ଶହେ ବର୍ଷ ଅତିକ୍ରମ କରିସାରିଥିବା ବୃଦ୍ଧା କଲେ ସାହସିକତାର କାମ । ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ । ଏହି ବୟସ୍କା ମହିଳା ଜଣକ ଶତକ ପାର୍ କରି ସାରିବା ପରେ ବି ରବିବାର ଦକ୍ଷିଣ ଅଷ୍ଟ୍ରେଲିଆର ଲଙ୍ଗହର୍ଣ୍ଣ କ୍ରିକରେ ଆକାଶମାର୍ଗରେ ‘ସ୍କାଏଡାଇଭ୍’ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି…

ପିଏଫ ଖାତାଧାରୀଙ୍କ ପାଇଁ ବଡ ଖବର: ଏଣିକି ଚାକିରି ଚାଲିଗଲେ କିମ୍ବା ପରିବର୍ତ୍ତନ କଲେ ମାସକ ଭିତରେ ଉଠାଇପାରିବେ ଏତିକି…

ସୂଚନା ମୁତାବକ, ରିଟାୟରମେଂଟ ଫଣ୍ଡ ବଡି ପକ୍ଷରୁ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓ ପକ୍ଷରୁ ଇପିଏଫଓର ସଦସ୍ୟମାନଙ୍କ ସହ ଜଡିତ ଏକ ଆଶ୍ୱସ୍ତିକର ନିଷ୍ପତି ନିଆଯାଇଛି । ଯାହା ଦ୍ୱାରା ଏବେ ଚାକିରି ଚାଲିଯିବା ପରିସ୍ଥିତିରେ ଇପିଏଫଓ ସଦସ୍ୟ ନିଜର ପିଏଫ ଆକାଉଂଟରେ ଜମା ୭୫ ପ୍ରତିଶତ…

ପ୍ରଚାର ପ୍ରିୟ ପ୍ରଧାନମନ୍ତ୍ରୀ, ଭାବମୂର୍ତ୍ତି ପାଇଁ ଖର୍ଚ୍ଚ କରିଛନ୍ତି ୫ ହଜାର ୨୦୦କୋଟି ।

କନକ ବ୍ୟୁରୋ: ପ୍ରଚାର ମାନିଆ ମୋଦି ସରକାର ।  ୨୦୧୪ରୁ ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୫ ହଜାର ୨୦୦ କୋଟି । ଏନେଇ ଲୋକସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି କେନ୍ଦ୍ର ସୁଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ବିଜ୍ଞାପନ ବାବଦରେ ବିଜେପି ସରକାର ଗତ ୨୦୧୪ରୁ…

ଭାରତ ଫେରିବେ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ଯୁବକ : ୬ବର୍ଷ ପୂର୍ବେ ପ୍ରେମିକାକୁ ପାକିସ୍ତାନ ଭେଟିବାକୁ ଯାଇ ଜେଲ…

ପାକିସ୍ତାନର ଏକ ଶୀର୍ଷ ଅଦାଲତ ପାକିସ୍ତାନରେ କଏଦ ଥିବା ଜଣେ ଭାରତୀୟ ଯୁବକଙ୍କୁ ଭାରତ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଡିସେମ୍ବରରେ ୩ବର୍ଷ ଜେଲ୍ ଦଣ୍ଡ ପୁରା କରିବାକୁ ଯାଉଥିବା ଭାରତୀୟ ଯୁବକ ହାମିଦ ନିହାଲ ଅନ୍ସାରୀଙ୍କୁ ଭାରତ ପଠାଇବାର ଔପଚାରିକତା ପୁରା କରିବା ପାଇଁ…