Daily Archives

December 14, 2018

ମାଆକୁ ଓଳିଏ ଖାଇବାକୁ ଦେବାକୁ ନେଇ ପୁଅଙ୍କ ଭିତରେ କଳି । ଶୀତୁଆ ରାତିରେ ବୁଢୀ ମାଆକୁ ଘରୁ ପଦାକୁ ତଡିଦେଲା କୁଳାଙ୍ଗାର…

କନକ ବ୍ୟୁରୋ : ଶୀତୁଆ ରାତି । ଘର ଅଗଣାରେ ଭେଁ ଭେଁ ହୋଇ କାନ୍ଦୁଛି ମା’ଟିଏ । ଠିକ୍ ଛୋଟ ପିଲାଟିଏ ଭଳି । ଶୀତ-କାକରରେ ଦାଣ୍ଡରେ ପଡ଼ି ରହିଛି । ଆଖିରୁ ଧାର ଧାର ଲୁଅ ଗଡ଼ୁଛି । କାରଣ ଯେଉଁ ପିଲାଙ୍କୁ ଜନ୍ମ ଦେଇ ପାଳିପୋଷି ବଡ କରିଥିଲା ଏହି ମା’, ସେହି କୂଳର ନନ୍ଦନମାନେ ତାକୁ ଘର ବାହାରକୁ…

ସସପେନ୍ସ ବଢ଼ାଉଛି ଡିସେମ୍ବର ୨୬ । ନବ ଦାସଙ୍କ ଫର୍ମୁଲାରେ ପ୍ରକାଶ ବେହେରା, ସମର୍ଥକ ଯାହା ଚାହିଁବେ ତାହା ହିଁ କରିବୁ ।

କନକ ବ୍ୟୁରୋ: ନବ ଦାସଙ୍କ ଫର୍ମୁଲାରେ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ଏକଥା ଆମେ କହୁନୁ ଏଭଳି ଆଲୋଚନା ପ୍ରକାଶ ବେହେରାଙ୍କ ବୟାନ ପରେ ଜୋର ଧରିଛି । କାରଣ ଗତ କିଛିଦିନ ହେବ ସୋସିଆଲ ମିଡ଼ିଆରେ ସାଲେପୁରର ଏହି ଲୋକପ୍ରିୟ କଂଗ୍ରେସ ନେତା ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଛି…

ବିଜୟ ଆମର, ପରାଜୟ ତୁମର! ରାଫେଲ ପାଇଁ ବାହାରି ଆସିଲେ, କିନ୍ତୁ ନିର୍ବାଚନ ହାରିବା ବେଳେ ଦେଖା ମିଳିଲାନି ।

କନକ ବ୍ୟୁରୋ : ଜିତିଲେ ଆମେ, ହାରିଲେ ତୁମେ । ଜିତିଲେ ମୋଦି ହାୱା, ହାରିଲେ ସରକାର ବିରୋଧୀ ହାୱା । ଏଭଳି ଏକ କଥା ଏଥିପାଇଁ ଉଠୁଛି କାରଣ ବିଜେପି ଶାସିତ ୩ଟି ରାଜ୍ୟରେ ପଦ୍ମ ଝାଉଁଳି ପଡିବା ପରେ ଏବେ ବିଜେପି ଶିବିରରେ ଅସମ୍ଭବ ନୀରବତା ଖେଳିଯାଇଛି । ବିଜେପି ହାତରୁ ହିନ୍ଦୀ ହାର୍ଟଲାଇନ…

ଯାହାର ଟିକେଟ କଟିବ, ସେ ନିର୍ଣ୍ଣାୟକ ସାଜିବ । ୧୯ ସମରରେ ସ୍ୱାଧୀନ ପ୍ରାର୍ଥୀ ସଂକେତ ଦେବେ, କାହାର ହେବ ସରକାର ?

କନକ ବ୍ୟୁରୋ : ମଧ୍ୟପ୍ରଦେଶର ୧୦ଟି ଆସନରେ ଲଢେଇ ଏମିତି ଥିଲା, ଯାହା ଉଭୟ ବିଜେପି ଓ କଂଗ୍ରେସ କ୍ୟାମ୍ପର ରକ୍ତଚାପକୁ ବଢାଇ ଦେଇଥିଲା । ୧୦୦୦ରୁ କମ୍ ବ୍ୟବଧାନରେ ଏଠି ୭ ଜଣ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୩ଟି ଆସନରେ ବିଜେପି ପ୍ରାର୍ଥୀ ବାଜିମାତ କରିଥିଲେ । ଉଭୟ ରାଜନୈତିକ ଦଳ…

ବାହା ହେଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହେୱାଲ ! ସାଥୀ ଖେଳାଳି ପାରୁପଲ୍ଲୀ କାଶ୍ୟପଙ୍କୁ ବନାଇଲେ ଜୀବନସାଥୀ

ଏବେ ବିବାହର ଋତୁ ଚାଲିଛି। ଡିସେମ୍ବରରେ ବଲିଉଡ୍ କଳାକାର ଦୀପ୍-ବୀର, ପ୍ରିୟଙ୍କା-ନିକ୍ ଏବଂ ସେଲିବ୍ରିଟି ବ୍ୟବସାୟୀ ଇଶା ଅମ୍ବାନି-ଆନନ୍ଦଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଭାରତର ମହିଳା ବ୍ୟାଡମିଣ୍ଟନ୍ ଷ୍ଟାର ସାଇନା ନେହେଓ୍ଵାଲ। ସେ ଭାରତର ଷ୍ଟାର…