Daily Archives

December 13, 2018

ରୋଜଭ୍ୟାଲି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସିଖବର! ୨ ଲକ୍ଷ ୩୮ ହଜାରରୁ ଅଧିକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ…

କନକ ବ୍ୟୁରୋ : ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ ଖବର । ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ବଡ ରାୟ । ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାକୁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଚିଟପଣ୍ଡ ଅଦାଲତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ…

ଅନଲାଇନ ଔଷଧ ବିକ୍ରି ଉପରେ ଲାଗିଲା ରୋକ : ଦିଲ୍ଲୀ ହାଇକୋର୍ଟ ଲଗାଇଲେ କଟକଣା, ସାରା ଦେଶରେ ଲାଗୁ ହେବ ନିୟମ

ଅନଲାଇନ ଔଷଧ ବିକ୍ରି ଉପରେ ଲାଗିଲା ରୋକ । ଦିଲ୍ଲୀ ହାଇକୋର୍ଟ ଅନଲାଇନ ଔଷଧ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏକ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଡର୍ମାଟୋଲୋଜିଷ୍ଟ ଜହିର ଅହମ୍ମଦଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ,…

ହକି ବିଶ୍ୱକପ୍  ଖେଳ ସୂଚୀରେ ପରିବର୍ତ୍ତନ : ୪.୪୫ ପରିବେର୍ତ୍ତ ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ନେଦରଲ୍ୟାଣ୍ଡ…

ହକି ବିଶ୍ୱକପ୍ ଖେଳ ସୂଚୀରେ ହେଲା ପରିବର୍ତ୍ତନ । ୪.୪୫ ପରିବେର୍ତ୍ତ ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ନେଦରଲ୍ୟାଣ୍ଡ ମହାମୁକାବିଲା ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଭାରତ ଗୁରୁବାର ଖେଳିବ ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ ମ୍ୟାଚ୍। ସେମିଫାଇନାଲ୍ ଆଶାରେ ଥିବା ଭାରତୀୟ ଦଳ ଆଗରେ ଏବେ ୩ ଥର…

ଟିମ ଇଣ୍ଡିଆର ହକି ଅଧିନାୟକଙ୍କୁ ହକି ଇଣ୍ଡିଆ ସିଇଓଙ୍କ ଦୁର୍ବ୍ୟବହାର ଘଟଣା : ଟୁର୍ଣ୍ଣାମେଂଟ ପରେ ଘଟଣାର ତଦନ୍ତ ନେଇ…

କନକ ବ୍ୟୁରୋ : ଭୁବନେଶ୍ୱରରେ ବିଶ୍ୱକପ ହକି ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ ମନପ୍ରୀତଙ୍କ ସହ ୪ଜଣ ଖେଳାଳିଙ୍କୁ ଅଶୋଭନୀୟ ଆଚରଣ ଘଟଣାର ତଦନ୍ତ ହେବ ବୋଲି ଜଣାପଡିଛି । କଳିଙ୍ଗ ଷ୍ଟାଡିୟମ ଭିତରେ ଟିମ୍ ଇଣ୍ଡିଆର ଅଧିନାୟକ ମନପ୍ରୀତ ସିଂଙ୍କୁ ହକି ଇଣ୍ଡିଆର ସିଇଓ ଏଲେନା ନରମନ୍ ଅସଦାଚରଣ କରିଥିବା…

ଆପଣ ଜାଣନ୍ତି କି ଚଟାଣ ଉପରେ ବସି ଖାଇବାର ଫାଇଦା କ’ଣ ?

ବଦଳୁଛି ସମୟ, ବଦଳୁଛି ମଣିଷ । ଆଧୁନିକ ଯୁଗ ସହ ତାଳ ଦେଇ ବଢିଚାଲିଛି ମଣିଷ । ତେବେ ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇ ଆସିଲାଣି । ଘରେ ଘରେ ଏବେ ଡାଇନିଂ ସେଟ୍। ଏମିତି ଖୁବ୍ କମ୍ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ । ତେବେ କଣ ଆପଣ…

କଅଁଳ ବୟସରେ କର୍କଟ ରୋଗ ! ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ ମୋନାଲିସା 

କନକ ବ୍ୟୁରୋ : ଖେଳକୁଦ କରିବା ବୟସରେ ଶଯ୍ୟାଶାୟୀ ଜୀବନ କାଟୁଛି କୁନି ଝିଅ ମୋନାଲିସା  । କ୍ୟାନସର ରୋଗରେ ପିଡିତ ହେବା ପରେ ମୋନାଲିସା ଓଠରୁ ହଜିଯାଇଛି ହସ । ମୁଣ୍ଡରେ ଟ୍ୟୁମର ପରେ ସେହି ସ୍ଥାନରେ କ୍ୟାନସରର ସଂକ୍ରମଣ । ଭୁବନେଶ୍ୱର ବଡଗଡ଼ ଅଂଚଳର ମୋନାଲିସାଙ୍କ ଚିକିତ୍ସା ପାଇଁ ଏବେ ଆବଶ୍ୟକ…