Daily Archives

December 13, 2018

ହକି ଇଣ୍ଡିଆର ସିଇଓ ଭାରତୀୟ ହକି ଖେଳାଳିଙ୍କୁ ଗାଳି କରିଥିଲେ କି ? ବିଶ୍ୱକପ ପରେ ହେବ ଘଟଣାର ତଦନ୍ତ

କନକ ବ୍ୟୁରୋ : ଭୁବନେଶ୍ୱରରେ ବିଶ୍ୱକପ ହକି ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ ମନପ୍ରୀତଙ୍କ ସହ ୪ଜଣ ଖେଳାଳିଙ୍କୁ ଅଶୋଭନୀୟ ଆଚରଣ ଘଟଣାର ତଦନ୍ତ ହେବ । କଳିଙ୍ଗ ଷ୍ଟାଡିୟମ ଭିତରେ ଟିମ୍ ଇଣ୍ଡିଆର ଅଧିନାୟକ ମନପ୍ରୀତ ସିଂଙ୍କୁ ହକି ଇଣ୍ଡିଆର ସିଇଓ ଏଲେନା ନରମନ୍ ର୍ଦୁବ୍ୟବହାର କରିଥିବା ନେଇ…

କଂଗ୍ରେସରେ ବଢିଲା ଶ୍ରୀକାନ୍ତ କନ୍ଦଳ!କହିଲେ, କରିନାହାନ୍ତି ବିଶୃଙ୍ଖଳା, ସୋସିଆଲ ମିଡିଆରେ ରଖିଲେ ସଫେଇ

କନକ ବ୍ୟୁରୋ : ଶ୍ରୀକାନ୍ତ ଜେନାଙ୍କୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି । ଆଜି ଶ୍ରୀକାନ୍ତ ସୋସିଆଲ ମିଡିଆରେ ଏକ ବୟାନ ଦେଇ କହିଛନ୍ତି ମୁଁ ଖଣି ଚୋରି କରିନି । କିମ୍ବା ପଇସା ଦେଇଥିବାରୁ ହାଇକୋର୍ଟ ତାତ୍ସଲ୍ୟ କରିନାହାନ୍ତି । ଏଆଇସିସି ଜବାବ ମାଗିଲେ ମୁଁ ଦେବି ବୋଲି…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ନେଲେ କେସିଆର ।

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଟିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ । ଜନମଙ୍ଗଳକାରୀ ଯୋଜନାକୁ ପାଥେୟ କରି ନିର୍ବାଚନ ଲଢ଼ିଥିବା କେସିଆର ବିଧାନସଭା ନିର୍ବାଚନରେ ଦଳ ବହୁମତ ସହ ସରକାର ଗଢ଼ିଛନ୍ତି । ତେବେ ଟିଆରଏସ୍ ମୁଖ୍ୟଙ୍କ ଏହି…

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କିଏ ସମ୍ଭାଳିବେ କଂଗ୍ରେସ କମାଣ! ରାହୁଲ ଖୋଲିବେ ରାଜ 

କନକ ବ୍ୟୁରୋ : ହାତକୁ କ୍ଷମତା ଆସିଲା, ହେଲେ ଗାଦି ପାଇଁ ଅଙ୍କ ଛିଣ୍ଡୁନି । ଜୟପୁରରୁ ଦିଲ୍ଲୀ, ଦିଲ୍ଲୀରୁ ଭୋପାଳ, ଲଗାତର ଦୁଇ ଦିନ ହେଲା ଚାଲିଛି କଂଗ୍ରେସର କସରତ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆଶାୟୀଙ୍କୁ ଡାକି ଘନଘନ ବୈଠକ କରିଛନ୍ତି । ଏସବୁ ଭିତରେ ନିଜର ପ୍ରିୟ ନେତାଙ୍କୁ…

ରାଜ୍ୟରେ ପୁଣି ଫେରିଲା ବାର୍ଡ-ଫ୍ଲୁ ! ପୁରୀରେ କାଉ, କୁକୁଡା ନମୁନାରେ ଆସିଲା ପଜିଟିଭ ରିପୋର୍ଟ, କାଲିଠୁ କୁକୁଡା ମରା…

କନକ ବ୍ୟୁରୋ : ପୁଣି ଫେରିଲା ବାର୍ଡ-ଫ୍ଲୁ । ପୁରୀ କୃଷ୍ଣପ୍ରସାଦ ଅଂଚଳରୁ ସଂଗ୍ରହ ହୋଇଥିବା ନମୂନାରେ ବାର୍ଡ-ଫ୍ଲୁ ପଜିଟିଭ୍ ଆସିବା ପରେ ଆରମ୍ଭ ହୋଇଛି ତନାଘନା । କୃଷ୍ଣପ୍ରସାଦ ଓ ଆଖପାଖ ଅଂଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଉପରେ କଟକଣା ଲଗାଇବା ସହ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବନ୍ଦ…

ସେମିଫାଇନାଲରେ ବେଲଜିୟମ ! ରୋମାଞ୍ଚକର ମୁକାବିଲାରେ ଜର୍ମାନୀକୁ ୨-୧ରେ ଦେଲା ମାତ

କନକ ବ୍ୟୁରୋ :  ହକି ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଲା ବେଲଜିୟମ । କ୍ୱାଟର ଫାଇନାଲର ରୋମାଞ୍ଚକର ମୁକାବିଲାରେ ଜର୍ମାନୀକୁ ୨-୧ ଗୋଲରେ ମାତ୍ ଦେଇ ସେମିଫାଇନାଲରେ ପହଞ୍ଚିଛି ବେଲଜିୟମ । ପ୍ରଥମାର୍ଦ୍ଧରୁ ଉଭୟ ଜର୍ମାନୀ ଓ ବେଲଜିୟମ ଜଗି ରଖି ଖେଳୁଥିଲେ ମଧ୍ୟ ଶେଷ ଆଡକୁ ଜର୍ମାନୀ ଗୋଲ…