Daily Archives

December 12, 2018

ବ୍ଲକରେ ଅଟକିଛି ସାମାଜିକ କଲ୍ୟାଣ ଯୋଜନାରେ ଆସିଥିବା ୧୭ କୋଟି ଟଙ୍କା । ଭତା ନପାଇ ନିରାସ ହେଉଛନ୍ତି ବାଲେଶ୍ୱରର…

କନକ ବ୍ୟୁରୋ : ସରକାରୀ ଟଙ୍କା ଆସୁଛି ହେଲେ ହିତାଧିକାରୀଙ୍କ କାମରେ ଆସୁନି । ପରିଣତ ବୟସରେ ବୁଢା ମଣିଷଟିଏ ଭତା ଗଣ୍ଡାଏ ପାଇଁ ଅପେକ୍ଷା କରିଥିବା ବେଳେ ବ୍ଲକ ଅଫିସରେ ପଡି ରହିଛି ସମାଜିକ କଲ୍ୟାଣ ଯୋଜନାରେ ଆସିଥିବା ଅର୍ଥ । ଆଉ ଭୋଟର ପରିଚୟ ପତ୍ରରେ ବୟସ ହୋଇନଥିବା ଦର୍ଶାଇ ବ୍ଲକ ପ୍ରଶାସନ…

ହଦଗଡର ହୃଦୟଥରା କାହାଣୀ : ଅତି ବିପଜ୍ଜନକ ଭାବେ ହୁଲି ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଦୁଇଟି ଗାଁର ମଣିଷ

କନକ ବ୍ୟୁରୋ : ୮ କିଲୋମିଟର ଜଳ ଯାତ୍ରା ପରେ ପଡିବ ପଂଚାୟତ । ଗାଁକୁ ରାସ୍ତା ନଥିବାରୁ ହୁଲି ଡଙ୍ଗାରେ ୪୨ ବର୍ଷ ହେବ ଡ୍ୟାମ୍ ପାର ହେଉଛନ୍ତି ଦୁଇଟି ଗାଁର ମଣିଷ । ଗମନା ଗମନ ସୁବିଧା ନଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟାନ୍ୟ…

ଆରବିଆଇ ଗଭର୍ଣ୍ଣର ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ୱାମୀ

କନକ ବ୍ୟୁରୋ : ଆଇବିଆଇ ଗଭର୍ଣ୍ଣର ବଦଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ଶ୍ରା ସ୍ୱାମୀ କହିଛନ୍ତି ଯେ, ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ଗଭର୍ଣ୍ଣର କରିବା ଭଲ କଥା । ଏହାସହ ସେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ,ସେ…

ବରଫର ଧଳା ଚାଦରରେ ଘୋଡାଇ ହୋଇଛି ଜମ୍ମୁକଶ୍ମୀର : ତୁଷାରପାତ ଯୋଗୁଁ ରାସ୍ତାଘାଟ ଜାମ୍, ମଜା ନେଉଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ବରଫର ଧଳା ଚାଦର ତଳେ ଜମ୍ମୁକଶ୍ମୀର । ଗତ ୪୮ଘଂଟା ଧରି ରାଜ୍ୟରେ ପ୍ରବଳ ତୁଷାରପାତ ଜାରି ରହିଥିବା ବେଳେ ରାସ୍ତାଘାଟ ଠାରୁ ନେଇ ସବୁ ସ୍ଥାନରେ କେବଳ ବରଫକୁ ଦେଖିବାକୁ ମିଳିଛି । ଆଉ ଏଥିଯୋଗୁଁ ସହର ବହୁ ସୁନ୍ଦର ଦେଖାଯାଉଛି ।  ରାଜୌରୀର ପୀର ପଞ୍ଜଲ ରେଞ୍ଜରେ ତୁଷାରପାତ ଯୋଗୁଁ…

ଅଳ୍ପ ସମୟରେ ସଫା ହୋଇଯିବ ଡ୍ରେନ୍ ! ସଫେଇ କାମରେ ନିୟୋଜିତ ହେବେ ରୋବଟ୍

ବର୍ତ୍ତମାନ ସମୟରେ ବିଜ୍ଞାନ ଚରମ ସୀମାରେ ପହଞ୍ଚିଛି କହିଲେ ଅତ୍ୟୁକ୍ତ ହେବନାହିଁ । ଆଜିକାଲି ବିକାଶଶୀଳ ଦେଶ ଗୁଡ଼ିକ ବିଭିନ୍ନ କାମକୁ ଶୀଘ୍ର କରିବା ପାଇଁ ରୋବଟ୍ ମୁତୟନ କରିଛନ୍ତି । ଯଦ୍ୱାରା ଅଳ୍ପ ସମୟରେ କାମ ହେବା ସହ କର୍ମଚାରୀ ମଧ୍ୟ କମ୍ ମୁତୟନ କରିବା ପାଇଁ ପଡ଼ୁଛି । ଆଉ ଖୁବ୍ ସହଜରେ…

ଦୁନିଆର ସବୁଠାରୁ ଛୋଟ ଗାଈ, ଓଜନ ମାତ୍ର ୪.୫ କେଜି । ସୋସିଆଲ ମିଡିଆରେ ହେଲା ଭାଇରାଲ

ଆମେରିକାର ମିସିସିପିରେ ବିଶ୍ୱର କ୍ଷୁଦ୍ରତମ ଗାଈ ଦେଖିବାକୁ ମିଳିଛି। ଏହି ଗାଈର ଓଜନ ପାଳିତ ବିରାଡିର ଓଜନଠାରୁ ବି କମ୍। ମିଳିଥିବା ସୂଚନା ଅନୁଯାୟୀ ଏହି ଗାଈର କଲେଜ୍ ଅଫ୍ ଭେଟରନାରିକୁ ଅଣାଯାଇଛି। ଗାଈର ମାଲିକ ଯେତେବେଳେ ଏତେ କମ୍ ଓଜନ ଦେଖିଲା,ସେତେବେଳେ ସେ ହତଚକିତ ହେଲା। ଏଣୁ ସେ…