Daily Archives

December 12, 2018

୫ଟି ରାଜ୍ୟରେ ବିଜେପିର ଖରାପ ପ୍ରଦର୍ଶନ ନେଇ ମୁହଁ ଖୋଲିଲେ ଅପରାଜିତା ! କହିଲେ, ଏହା ପରାଜୟ ନୁହେଁ ପରିବର୍ତ୍ତନର ଏକ…

କନକ ବ୍ୟୁରୋ : ୫ଟି ରାଜ୍ୟର ହୋଇଥିବା ନିର୍ବାଚନରେ ମାତ ଖାଇଛି ବିଜେପି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିର ପରାଜୟର କାରଣ ଖୋଜା ଯାଉଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଦଳରେ ସଜ ସଜ ମିଶିଥିବା ଅପରାଜିତା ଷଡଙ୍ଗୀ । ୩ଟି ବିଜେପି ଶାସିତ ରାଜ୍ୟରେ ଦଳ ପରାସ୍ତ ହୋଇଥିଲେ…

ବହୁ ଚର୍ଚ୍ଚିତ ସେଲ୍ଟର ହୋମ୍ ନିର୍ଯାତନା ଘଟଣା । ଖାରଜ ହେଲା ଡାର୍ଟି ଡାଡିଙ୍କ ଜାମିନ୍ । 

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସେଲ୍ଟର ହୋମ ଯୌନନିର୍ଯାତନା ମାମଲା । ସେଲଟର୍ ହୋମ୍ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ ଆବେଦନକୁ ବୁଧବାର କୋର୍ଟ ଖାରଜ କରି ଦେଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ଗଢ଼ିଉଠିଥିବା ଏହି ସେଲ୍ଟର ହୋମ…

ରାହୁଲଙ୍କ ହାତରେ ଶ୍ରୀକାନ୍ତଙ୍କ ଭାଗ୍ୟ ! କଂଗ୍ରେସ ଶିବିରରେ ସରିଯିବ କି ଶ୍ରୀକାନ୍ତଙ୍କ ସମୟ ?

କନକ ବ୍ୟୁରୋ : ଶ୍ରୀକାନ୍ତଙ୍କୁ ନେଇ କଂଗ୍ରେସ ଶିବିରରେ ଜୋରଦାର ଆଲୋଚନା । ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିସ କରିଛନ୍ତି ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି । ଆଜି ରାଜ୍ୟ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳା କମିଟିର ବୈଠକ ଅନୁଷ୍ଠିତ…

ଉପାନ୍ତକୁ ବଳିଗଲା ଉପକୂଳ ! କେନ୍ଦ୍ରାପଡା ରାଜନଗରରେ କ୍ୱାକଙ୍କ ଭରସାରେ ଚିକିତ୍ସା

କନକ ବ୍ୟୁରୋ : ବଣ ପାହାଡ ଘେରା ଉପାନ୍ତକୁ ବଳି ଗଲା ଉପକୂଳର ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥା । କେନ୍ଦ୍ରାପଡା ରାଜନଗରରେ କ୍ୱାକଙ୍କ ଭରସାରେ ଚାଲିଛି ଚିକିତ୍ସା । ପ୍ରଶାସନ ଅଧିକାରୀଙ୍କ ସଲାସୁତରାରେ କ୍ୱାକ୍ ମାନେ ଦୋକାନ ଖୋଲି ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ । ଦେଶୀ କ୍ୱାକ୍…

ନୂଆ ବର୍ଷରେ କଡ଼ ଲେଉଟାଇବ ରାଜ୍ୟ ରାଜନୀତି, କ’ଣ ହେବ କ୍ୟାମ୍ପ ଖୋଜୁଥିବା ଦୁଇ ନେତାଙ୍କ ନିଷ୍ପତି ?

କନକ ବ୍ୟୁରୋ: ନିକଟରେ ବିଜେପିକୁ ବାଏ ବାଏ କହିଥିବା ବିଜୟ-ଦିଲୀପଙ୍କୁ ନେଇ ଆରମ୍ଭ ହୋଇଛି ଆଉ ଏକ ଚର୍ଚ୍ଚା । କାରଣ ଆସନ୍ତା ନୂଆ ବର୍ଷରେ ଉଭୟ ବିଜୟ ଓ ଦିଲୀପ ନେବେ ବଡ଼ ନିଷ୍ପତି ବୋଲି କହିଛନ୍ତି ଖୋଦ୍ ବରିଷ୍ଠ ନେତା ବିଜୟ ମହାପାତ୍ର । ଆଉ ବିଜୟଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଉଷ୍ମ…

ସମ୍ବଲପୁର ଜିଲ୍ଲାରେ ରାସ୍ତା ଉପରେ ଧାନ ମଣ୍ଡି ! କଟନି ଛଟନିଙ୍କୁ ନେଇ ସମ୍ବଲପୁର ଜିଲ୍ଲାରେ ବଢୁଛି ଚାଷୀ ଅସନ୍ତୋଷ

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଧାନ କିଣା ଚାଲିଥିବା ବେଳେ ଧାନ ମଣ୍ଡି ଚାଲିଛି ରାସ୍ତା ଉପରେ । ତାଲବ ପଂଚାୟତର ଧାନ ମଣ୍ଡିକୁ ଦେଖିଲେ ଜିଲ୍ଲାର ଧାନ ମଣ୍ଡି ଅବସ୍ଥା ବେଶ ବାରି ହେଉଛି । ରାସ୍ତା ଉପରେ ମଣ୍ଡି ଚାଲିଥିବା ବେଳେ ଚାଲିଛି କଟନି ଛଟନି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି…