Daily Archives

December 11, 2018

ଏସଟିଏଫ ହାତରେ ହାତୀଦାନ୍ତ ଚୋରାଚାଲାଣ ର‌୍ୟାକେଟ, ୬ ଅଭିଯୁକ୍ତ ଗିରଫ 

କନକ ବ୍ୟୁରୋ : ଆଳୁ ଖୋଳଖୋଳୁ ମହାଦେବ ବାହାରିଲା ଭଳି ବଜ୍ରକାପ୍ତାର ତଦନ୍ତ କରୁକରୁ କ୍ରାଇବ୍ରାଂଚର ଏସଟିଏଫ ହାତରେ ଲାଗିଛି ହାତୀଦାନ୍ତ ଚୋରାଚାଲାଣର ର‌୍ୟାକେଟ । ୫୦୦ଗ୍ରାମର ହାତୀଦାନ୍ତ ଜବତ ହୋଇଥିବା ବେଳେ ୬ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଛନ୍ତି ଏସଟିଏଫ । ର‌୍ୟାକେଟର ମାଷ୍ଟରମାଇଣ୍ଡ…

ଗାଈ ଥିଲା ମୁଦ୍ଦା, ଫଳାଫଳ ଆସିଲା ଗୋବର! ସୋସିଆଲ ମିଡିଆରେ ବିଜେପିକୁ ମଜାଳିଆ ଅନ୍ଦାଜରେ ସମାଲୋଚନା କଲେ ୟୁଜର୍ସ,…

୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେପିକୁ ଦେଇଛି କଡା ଝଟକା । ଟ୍ରେଣ୍ଡ ଅନୁଯାୟୀ ସେମିଫାଇନାଲ-୨୦୧୮ରେ ୫-୦ରେ ପଛୁଆ ରହିଛି ବିଜେପି । ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସର ସରକାର ଗଢିବା ପ୍ରାୟତଃ ସ୍ଥିର ହୋଇସାରିଥିବା ବେଳେ ମଧ୍ୟପ୍ରଦେଶରେ ଏବେ ଯାଏଁ କାହାକୁ ମ୍ୟାଜିକ ନମ୍ବର ମିଳିନଥିଲେ…

ସେମିଫାଇନାଲରେ ଧରାଶାୟୀ ହେଲେ ମୋଦି, ବାଜି ମାରିନେଲେ ରାହୁଲ ।

କନକ ବ୍ୟୁରୋ: ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି । କାରଣ ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆ କରିବା ପାଇଁ ଅଣ୍ଟା ଭିଡ଼ିଥିଲା ବିଜେପି । ସଫଳତା ମଧ୍ୟ ବିଜେପି ହାତକୁ ଖୁବ୍ ଶୀଘ୍ର ମିଳୁଥିଲା । ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ୫ଟି…

ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ, ଶକ୍ତ ଝଟକା ଦେଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଦେଶରେ ଧୀରେ ଧୀରେ ବିଜେପି ପତିଆରା ହରାଇବା ପାଇଁ ବସିଛି । ମୋଦିଙ୍କ ଲୋକପ୍ରିୟତା ସତ୍ୱେ ବିଧାନସଭା ନିର୍ବାଚନରେ ବିଜେପି ସତ୍ତାରୂଢ଼ ରାଜ୍ୟ ଗୁଡ଼ିକ ଯାଇଛି କଂଗ୍ରେସ ହାତକୁ । ବିଗତ ସାଢ଼େ ୪ ବର୍ଷ ଧରି ଶାସନରେ ଥିବା ବିଜେପି, କଂଗ୍ରେସ ମୁକ୍ତ ଭାରତ ପାଇଁ ନାରା ଦେଇଆସୁଥିଲା ।…

୫୮ ବର୍ଷ ପରେ ଦିଲ୍ଲୀର ରାସ୍ତାରେ ଦୌଡିବ ଟ୍ରାମ୍ : ଏହି ଯୋଜନାକୁ ସରକାରଙ୍କ ସବୁଜ ସଙ୍କେତ

ଦେଶର ରାଜଧାନୀ ଦିଲ୍ଲୀର ସଡକରେ ୫୮ ବର୍ଷ ପରେ ପୁଣି ଥରେ ଟ୍ରାମ୍ ଚାଲିବ । ଦିଲ୍ଲୀର କେଜ୍ରିୱାଲ ସରକାର ଟ୍ରାମ୍ ଚଲାଇବାର ଏହି ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି । ଦିଳ୍ଲୀର ରାସ୍ତାରେ ଅତି ଶୀଘ୍ର ଇଲେକ୍ଟ୍ରିକ୍ ଟ୍ରାମ୍ ଚଲାଇବାର ଘୋଷଣା ହୋଇଯାଇଛି । ପୁନଃନିର୍ମାଣ ପ୍ରକଳ୍ପ ଅଧିନରେ…

ତେଲେଙ୍ଗାନାରେ କମିନି ଟିଆରଏସର ଦବଦବା । ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କେସିଆର ।

କନକ ବ୍ୟୁରୋ: ତେଲେଙ୍ଗାନାରେ ପୁଣି ଟିଆରଏସ୍ ର ଦବଦବା । ତେଲେଙ୍ଗାନାରେ ଏବେବି ସବୁଠାରୁ ଅଧିକ ଲୋକପ୍ରିୟ ନେତା ହେଉଛନ୍ତି କେସିଆର । ଏହି ନିର୍ବାଚନରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେଲେଙ୍ଗାନର କେ.ଚନ୍ଦ୍ର ଶେଖର ରାଓ ଗାଜୱେଲ ବିଧାନସଭା ଆସନରୁ ୫୦ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ…