Daily Archives

December 11, 2018

ଅନଲାଇନରେ ଆସୁଛି ଅଇଁଠା ଖାଦ୍ୟ ! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି Zomato ବୟଙ୍କ କାରନାମାର ଭିଡ଼ିଓ ।

କନକ ବ୍ୟୁରୋ: ବର୍ତ୍ତମାନ ହାତ ପାହାନ୍ତାରେ ସମସ୍ତ ଜିନିଷ ମିଳୁଥିଲେ ବି ଏହା କେତେ ସ୍ୱାସ୍ଥ୍ୟକର ଏବଂ କେତେ ସୁରକ୍ଷିତ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଇଥାଏ । ଆଉ ଏହି ସମୟରେ ‘ଜୋମାଟୋ’ ଫୁଡ୍ ଡ଼େଲିଭରି କମ୍ପାନୀ ବୟଙ୍କ କାରାନାମା ସୋସିଆଲ ମିଡ଼ିଆରେ ଭାଇରାଲ ହେବାସହ ଏହାକୁ ନେଇଥ…

ରାଜସ୍ଥାନ ମରୁଭୂମିରେ ଝାଉଁଳି ପଡିଲା ପଦ୍ମ, ୫ ବର୍ଷ ପରେ ହାତ ଟେକିଲା କଂଗ୍ରେସ !

କନକ ବ୍ୟୁରୋ : ରାଜସ୍ଥାନରେ ବୁଥ୍ ବାହୁଡ଼ା ମତ କରିଥିବା ପୂର୍ବାନୁମାନ ଭଳି କଂଗ୍ରେସକୁ ସଫଳତା ମିଳିନାହିଁ ସତ, କିନ୍ତୁ ସରକାର ଗଢ଼ିବା ପାଇଁ ଯେତିକି ସଂଖ୍ୟା ଆବଶ୍ୟକ, ତାର ପାଖାପାଖି ପହଁଚିଛି କଂଗ୍ରେସ । ୨୦୦ ଆସନରୁ ୧୯୯ ଆସନରେ ଭୋଟ ପଡିଥିବା ବେଳେ କଂଗ୍ରେସ ଖାତାକୁ ଯାଉଛି ୧୦୦ରୁ ଅଧିକ…

ବିଜେପିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା, ଏବେ ଦେଶରେ ପରିବର୍ତ୍ତନର ସ୍ୱର ଉଠିଛି : ରାହୁଲ

କନକ ବ୍ୟୁରୋ: ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍ । କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କୁ ଦେଲେ ଶୁଭେଚ୍ଛା । କଂଗ୍ରେସର ବିପୁଳ ବିଜୟ ନେଇ ରାହୁଲ କହିଛନ୍ତି ଯେ ଏହି ବିଜୟ ଆମର ଦାୟିତ୍ୱ ବଢ଼ାଇଛି । ୩ଟି ରାଜ୍ୟରେ ଏବେ ପରିବର୍ତ୍ତନର…

ପୁରୁଷ ହକି ବିଶ୍ୱକପ୍: ୫-୦ରେ ବେଲଜିୟମ୍ ଠାରୁ ପରାଜିତ ହୋଇ ଘର ବାହୁଡ଼ିଲା ପାକିସ୍ତାନ ।

କନକ ବ୍ୟୁରୋ: ହକି ବିଶ୍ୱକପ ଟାଇଟେଲ ଦୌଡ଼ରୁ ବିଦା ହେଲା ପାକିସ୍ତାନ । ୫-୦ ଗୋଲ ଦେଇ ପାକିସ୍ତାନକୁ ଚିତ୍ ପଟାଙ୍ଗ କଲା ବେଲଜିୟମ୍ ଟିମ୍ । କଳିଙ୍ଗ ଷ୍ଟାଡିୟମରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୨୭ତମ ମ୍ୟାଚରେ ମଙ୍ଗଳବାର ବେଲଜିୟମ୍ ୫-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି…

କଂଗ୍ରେସକୁ ସଂଜୀବନୀ ଦେଲା ୫ଟି ରାଜ୍ୟର ଜନାଦେଶ ! ବିଜେପିକୁ ଲାଗିଲା ବଡ଼ ଝଟକା

କନକ ବ୍ୟୁରୋ : ୫ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ସଂଜୀବନୀ ସଦୃଶ ହୋଇଛି । ନେତୃତ୍ୱକୁ ନେଇ ପ୍ରଶ୍ନ ଏବଂ ମୋଦିଙ୍କ ବିରୋଧରେ ଲଢେଇ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରୁନଥିବା କଂଗ୍ରେସକୁ ହଠାତ୍ ଏହି ଫଳାଫଳ ଶକ୍ତି ଦେଇଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ହାତରୁ…

କେଉଁ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରାହୁଲଙ୍କ ଚିନ୍ତା ବଢାଇବ ରାଜସ୍ଥାନ ଓ ମଧ୍ୟପ୍ରଦେଶ, ତେଲେଙ୍ଗାନାରେ…

କନକ ବ୍ୟୁରୋ : ୫ଟି ରାଜ୍ୟର ଫଳାଫଳ ଆସିବା ପରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟୀ ଦଳ । ଆଉ ଏହାରି ଭିତରେ ଜୋର ଧରିଛି ଚର୍ଚା, କାହା ହାତରେ ରହିବ ରାଜ୍ୟର ଦାୟିତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ? ରାଜସ୍ଥାନ ବସୁନ୍ଧରା ରାଜେ ସରକାରକୁ ହଟାଇ ରାଜସ୍ଥାନରେ କ୍ଷମତାକୁ ଫେରିଥିବା…