Daily Archives

December 10, 2018

ଛାତ୍ର ଆନ୍ଦୋଳନ ଥମିଲା,ଜନ ଆନ୍ଦୋଳନ ତେଜିଲା । ଭିମସାର ନିର୍ଦ୍ଦେଶକଙ୍କ ବଦଳିର ପ୍ରତିବାଦରେ ବୁର୍ଲା ବନ୍ଦ, ଚକାଜାମ

କନକ ବ୍ୟୁରୋ: ବୁର୍ଲା ମେଡିକାଲରେ ଜୁନିୟର ଡକ୍ତର ଓ ନିର୍ଦ୍ଦେଶକଙ୍କ ବିବାଦ ବଢ଼ୁଥିବା ବେଳେ ଆଜି ବୁର୍ଲା ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବୁର୍ଲା ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ…

ଆପଣ କରୁଛନ୍ତି ଚାକିରି ପାଇଁ ଆବେଦନ ! ମାଲାମାଲ୍ ହେଉଛନ୍ତି ସରକାର ।

ବିଭିନ୍ନ ସରକାରୀ ଚାକିରି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥାଏ । ଆଉ ଏହି ଚାକିରି ପାଇଁ ଲକ୍ଷ ଲକ୍ଷ ଆଶାୟୀ ପ୍ରାର୍ଥୀ ଆବେଦନ କରିଥାନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଚାକିରି ପାଇଁ କରାଯାଉଥିବା ଆବେଦନ ଶୁଳ୍କରୁ ସରକାର କୋଟି କୋଟି ଟଙ୍କା ରୋଜଗାର…

ଓଡିଶା ଚାଷୀଙ୍କୁ ଲୁଟୁଛନ୍ତି ଅନ୍ତଃରାଜ୍ୟ ଲୁଟେରା ! ଚାଷୀଙ୍କଠାରୁ କମ୍ ଦରରେ ଧାନ କିଣି ନେଉଛନ୍ତି ଆନ୍ଧ୍ର ଓ…

କନକ ବ୍ୟୁରୋ: ଓଡିଶା ଚାଷୀଙ୍କୁ ଲୁଟୁଛନ୍ତି ଅନ୍ତଃରାଜ୍ୟ ଦଲାଲ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିନଥିବାରୁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଦଲାଲ ଚାଷୀଙ୍କୁ ଠାରୁ କମ୍ ଦରରେ ଧାନ କିଣି ନିଜ ରାଜ୍ୟକୁ ନେଇ ଯାଉଛନ୍ତି । ରାତାରାତି…

ନୂଆ ବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ଉପହାର ! ପେନସନ୍ ସ୍କିମରେ ହେଲା ବଡ଼ ପରିବର୍ତ୍ତନ

ନୂଆ ବର୍ଷ ର୍ବୂରୁ ମୋଦି ସରକାର ସାରା ଦେଶରେ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । ସରକାର ନ୍ୟାସନାଲ ପେନସନ୍ ସ୍କିମ୍ (ଏନପିଏସ୍)ରେ ନିଜ ଯୋଗଦାନ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଲଟୀ ସୋମବାର ଏହି ସ୍କିମରେ ପରିବର୍ତ୍ତନ କରିବା ପାଇଁ ଘୋଷଣା…

କୋଣାର୍କକୁ ନାହିଁ ବିପଦ: ଉଚ୍ଚ ସ୍ତରୀୟ ସମୀକ୍ଷା ପରେ ମନ୍ଦିର ସୁରକ୍ଷିତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା

କନକ ବ୍ୟୁରୋ: କୋଣାର୍କ ସୁରକ୍ଷା ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, କୋଣାର୍କ ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି । ସୂର୍ଯ୍ୟ ମନ୍ଦିର ଏବେ ସୁରକ୍ଷିତ ରହିଛି…

ପିଏଫ ଆକାଉଂଟରେ ରହିଛି କି ଏତିକି ଟଙ୍କା ? ତେବେ ସରକାର ପକ୍ଷରୁ ଆପଣଙ୍କୁ ମିଳିବ ୧.୨୪ କୋଟି

ଯଦି ଆପଣଙ୍କର ପ୍ରୋଭିଡେଂଟ ଫଣ୍ଡ ଆକାଉଂଟ୍ ୧୦ ବର୍ଷ ପୁରୁଣା ହୋଇଗଲାଣି ଆଉ ଏଥିରେ ପାଖାପାଖି ୫ ଲକ୍ଷ ଟଙ୍କା ବାଲାନ୍ସ ରହିଛି ତେବେ ଆପଣଙ୍କୁ ଚାକିରି ବଦଳାଇବା ଉପରେ କିମ୍ବା ଅନ୍ୟ କୌଣସି କାରଣରୁ  ଟଙ୍କା ଉଠାଇବା ଭଳି ଭୁଲ ନକରିବା ଉଚିତ । ଯଦି ଆପଣ ଆପଣଙ୍କର ପିଏଫ ଫଣ୍ଡରୁ ଟଙ୍କା ଉଠାଉ…