Daily Archives

December 10, 2018

ଭାରତ ଆସିବେ ମଦ ସମ୍ରାଟ୍ ବିଜୟ ମାଲ୍ୟା ! ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ମଂଜୁରୀ ଦେଲେ ଲଣ୍ଡନ କୋର୍ଟ

କନକ ବ୍ୟରୋ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ସିବିଆଇ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କୋର୍ଟ ତରଫରୁ ତାଙ୍କୁ ମିଳିଛି ମଂଜୁରୀ । ଚିଫ ମାଜିଷ୍ଟ୍ରେଟ ଜଜ ଏମା ଏବର୍ଟନଟ ଏହି ରାୟ ଶୁଣାଇଛନ୍ତି । ଏହି…

ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ରଣହୁଙ୍କାର ! ଦେଶରୁ ମୂଳୋତ୍ପାଟନ ହେବ ବିଜେପି ସରକାର 

କନକ ବ୍ୟୁରୋ : ଆସନ୍ତାକାଲି  ଆସିବ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ  ମିଜୋରମ ବିଧାନସଭା ନିର୍ବାଚନର ଫଳାଫଳ ।  ଏଥର କିଏ ସରକାର ଗଢିବ, ସେନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି  । ଆଉ ଫଳାଫଳ ବାହାରିବାର ଠିକ କିଛି ଘଂଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ…

ସ୍ଲେଜିଂରେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ମାତ୍ ଦେଲେ ରିଷଭ ପନ୍ଥ ! ଷ୍ଟମ୍ପ୍ ମାଇକରେ କଏଦ ହେଲା ପ୍ରତ୍ୟେକ ବଲର କାହାଣୀ ।

ଚର୍ଚ୍ଚାରେ ରିଷଭ ପନ୍ଥଙ୍କ ୱିକେଟ୍ କିପିଂ । ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଜି ମାରିଛି ବିରାଟ ବାହିନୀ । କିନ୍ତୁ ଏହି ମ୍ୟାଚ ପରେ ଯୁବ ତାରକା ତଥା ଭାରତୀୟ ଦଳର ୱିକେଟ୍ ରକ୍ଷକ ରିଷଭ ପନ୍ଥ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି…

ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ମୋଦି ସରକାରଙ୍କ ସହ ମନୋମାଳିନ୍ୟ ନେଇ ଲାଗି ରହିଥିଲା ବିବାଦ

କନକ ବ୍ୟୁରୋ: ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର । ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ । ବ୍ୟକ୍ତିଗତ କାରଣ ଦର୍ଶାଇ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଉର୍ଜିତ ।  ତେବେ ଆରବିଆଇରେ କାମ କରିବା ମୋ ପାଇଁ ସମ୍ମାନର କଥା  ବୋଲି ଇସ୍ତଫା ଦେବା ପରେ କହିଛନ୍ତି ଉର୍ଜିତ ପଟେଲ…

ବିଜେଡି କହିଲା ମହିଳାଙ୍କୁ ନେଇ ମିଥ୍ୟା ତଥ୍ୟ ବାଣ୍ଟୁଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଶ୍ନ ଉଜ୍ଜ୍ୱଳା ଯୋଜନାରେ…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜୁ ମହିଳା ଜନତା ଦଳ । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ନେଇ ବିଜେଡ଼ି ମହିଳାନେତ୍ରୀଙ୍କ ଅଭିଯୋଗ । ରାଜ୍ୟରେ ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଏପରିକି କେନ୍ଦ୍ର ସରକାର ମାଗଣାରେ ମହିଳା ମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଇବା ମହାଦୁର୍ନୀତି ବୋଲି…

ମହଙ୍ଗା ହେଲା ଏସବିଆଇର ଗୃହଋଣ ! ଆଜିଠାରୁ ବର୍ଦ୍ଧିତ ଦର ଲାଗୁ

ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ବିଭିନ୍ନ ପ୍ରକାରର ଋଣ ମହଙ୍ଗା ହେବାର ସମ୍ଭାବନା ରହିଛି । କାରଣ ବ୍ୟାଙ୍କ ଆଜି ନିଜର ମାର୍ଜିନାଲ କଷ୍ଟବେସଡ ଲେଣ୍ଡିଂ ରେଟ (ଏମସିଏଲଆର)କୁ ୦.୦୫ ପ୍ରତିଶତ ବୃଦ୍ଧି କରିଛି  । ଆଜିଠାରୁ ଏହି ବର୍ଦ୍ଧିତ ହାର ଲାଗୁ ହେବ । ଷ୍ଟେଟ ବ୍ୟାଙ୍କ…