Daily Archives

December 10, 2018

ହକି ବିଶ୍ୱକପ୍ ୨୦୧୮ ! ଇଂଲଣ୍ଡ ଓ ଫ୍ରାନ୍ସ ହାସଲ କଲେ କ୍ୱାର୍ଟର ଫାଇନାଲ ଟିକେଟ୍ ।

କନକ ବ୍ୟୁରୋ : ଲିଗ୍ ମ୍ୟାଚ୍ ପରେ ଆଜିଠୁ ଆରମ୍ଭ ହୋଇଛି କ୍ରସଓଭର । ବିଶ୍ୱକପ ହକିର ପ୍ରଥମ କ୍ରସଓଭର ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅନ୍ୟ ଏକ କ୍ରସଓଭର ମ୍ୟାଚରେ ଫ୍ରାନ୍ସ ଚୀନକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲକୁ ପ୍ରବେଶ…

ଲୋକାୟୁକ୍ତ ଗଠନ ପାଇଁ ସିଲେକ୍ସନ୍ କମିଟିର ଦ୍ୱିତୀୟ ବୈଠକ ! ମାସକରେ ୬ ଜଣିଆ ଲୋକାୟୁକ୍ତ ପାଇଁ ନାଁ ସୁପାରିସ୍ କରିବ…

କନକ ବ୍ୟୁରୋ : ଓଡ଼ିଶାରେ ଲୋକାୟୁକ୍ତ ଗଠନ ନେଇ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ୭-ଜଣିଆ ସର୍ଚ୍ଚ କମିଟି ନାମକୁ ଆଜି ଅନୁମୋଦନ ଦେଇଛି ସର୍ବୋଚ୍ଚ କ୍ଷମତା ସଂପନ୍ନ “ସିଲେକ୍ସନ କମିଟି” । ସର୍ଚ୍ଚ କମିଟି ମାସକ ମଧ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ଅନ୍ୟ ୫ଜଣ ସଦସ୍ୟଙ୍କ ନାମ ସୁପାରିଶ କରିବାକୁ…

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ ! ଆଗାମୀ ସମୟରେ କନ୍ଦମୂଳରୁ ପ୍ରସ୍ତୁତ ହେବ ଚିପ୍ସ ଓ ଅଟା

କନକ ବ୍ୟୁରୋ : ସୁଇଟ୍ ପଟାଟୋ ବା କନ୍ଦମୂଳ ଚାଷ ପାଇଁ ରାଜ୍ୟ କୃଷି ବିଭାଗ, ପେରୁର ଇଂଟରନେସନାଲ୍ ପଟାଟୋ ସେଂଟର (ସିଆଇପି) ସହ ବୁଝାମଣା ସ୍ୱାକ୍ଷର କରିଛି । ଓଡ଼ିଶାର କେନ୍ଦୁଝର, ଗଜପତି, ଅନୁଗୁଳ ଓ ରାୟଗଡ଼ା ଜିଲ୍ଲାକୁ କମଳାରଂଗର କନ୍ଦମୂଳ ଚାଷ ସଂପ୍ରସାରିତ କରିବାକୁ ୩ ବର୍ଷ ମଧ୍ୟରେ ୮.୪୬…

ବିଦେଶରେ କମାଲ କଲେ ୩ ଓଡ଼ିଆ ଶିଶୁ ମଡ଼େଲ୍ !

କନକ ବ୍ୟୁରୋ : ପୁଣି ଥରେ ବିଶ୍ୱ ଦରବାରରେ ଗୌରାବାନ୍ୱିତ ହେଲା ଓଡ଼ିଶା । ବିଦେଶରେ ଦେଖିବାକୁ ମିଳିଛି ଓଡ଼ିଆ ଶିଶୁ ମଡ଼େଲଙ୍କ ଜଲୱା । ଅନ୍ୟ ଦେଶର ପ୍ରତିଦ୍ୱନ୍ଦୀଙ୍କୁ ହରାଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ଓଡ଼ିଶାର ୩ ଶିଶୁ । ସାଉଥ ଆଫ୍ରିକାରେ ଓଡିଶା ଶିଶୁ ମଡେଲଙ୍କ କମାଲ । ସାଉଥ…

ପାକିସ୍ତାନକୁ ପୁଣି ଆମେରିକାର ଝଟକା ! ଆମେରିକୀୟ ରାଷ୍ଟ୍ରଦୂତ କହିଲେ, ପାକକୁ ଦିଆନଯାଉ କୌଣସି ବି ସହାୟତା

କନକ ବ୍ୟୁରୋ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକାର ଝଟକା । ଆତଙ୍କବାଦ ମୁକାବିଲା ସହାୟତା ପାଇଁ ପାକିସ୍ତାନକୁ ଆମେରିକା ଗୋଟିଏ ଡଲାର ବି ସହାୟତା ଯୋଗଇବା ଉଚିତ ନୁହଁ । ଏହା କହିଛନ୍ତି ଆମେରିକୀୟ ରାଷ୍ଟ୍ରଦୂତ ନିକି ହ୍ୟାଲି । ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ…

କୋଣାର୍କର ସୁରକ୍ଷା ପ୍ରସଙ୍ଗକୁ ବାଏଁ ବାଏଁ ଉଡାଇଦେଲେ କେନ୍ଦ୍ରମନ୍ତ୍ରୀ ! ଉଚ୍ଚସ୍ତରୀୟ ବୈଠକ ପରେ ମନ୍ଦିର ସୁରକ୍ଷିତ…

କନକ ବ୍ୟୁରୋ : କୋଣାର୍କର ସୁରକ୍ଷା ନେଇ ଉଠିଥିବା ଆଶଙ୍କାକୁ ବାଏଁ ବାଏଁ କରି ଉଡାଇଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୋଣାର୍କର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ । ତେବେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥିରେ…