Daily Archives

December 9, 2018

କେରଳରେ ଉଦଘାଟିତ ହେଲା ନୂଆ ବିମାନ ବନ୍ଦର ! ୪ଟି ଆନ୍ତର୍ଜାତୀୟ ଏୟାରପୋର୍ଟଯୁକ୍ତ ପ୍ରଥମ ରାଜ୍ୟ

କେରଳରେ ଉଦଘାଟିତ ହେଲା ୪ର୍ଥ ଅନ୍ତର୍ଜାତୀୟ ବିମାନ ବନ୍ଦର । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜରନ୍ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଆଜି କନ୍ନୁରର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି । କନ୍ନୁର ବିମାନ ବନ୍ଦର ସହ କେଳର ଭାରତର ପ୍ରଥମ ଏପରି ରାଜ୍ୟ ଯେଉଁଠି ଅଛି ୪ ଟି…

ଛତିଶଗଡ ଏକଜିଟ ପୋଲ ସର୍ଭେ ରିପୋର୍ଟକୁ ନେଇ ଅଚିନ୍ତାରେ ରମଣ ସିଂ ! ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଗଲେ ରମଣ ।

ଏକଜିଟ ପୋଲ ସର୍ଭେ ରିପୋର୍ଟ ସମ୍ନାକୁ ଆସିବା ପରେ ରାଜନୀତିରେ ଛନକା ପସିଛି । କିନ୍ତୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଏନେଇ ବିଲକୁଲ ବେଫିକର ନଜର ଆସିଛନ୍ତି । ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ନେଇ ଅନ୍ୟ ରାଜ୍ୟର ନେତାମାନେ ଚିନ୍ତାରେ ଥିବା ବେଳେ ରମଣ ସିଂ ନିଜ ଭବନରେ ବେଶ୍ ଆରାମରେ…

ଧର୍ମସଭାରେ ମୋଦିଙ୍କୁ ଚେତାବନୀ ! ପ୍ରତିଶ୍ରୁତି ପୂରଣ କର, ନହେଲେ ସତ୍ତାକୁ ଆସିବାର ସ୍ୱପ୍ନ ପରିତ୍ୟାଗ କର

କନକ ବ୍ୟୁରୋ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦାବିରେ ଦିଲ୍ଲୀରେ ଏକାଠି ହୋଇଛନ୍ତି ଲକ୍ଷାଧିକ ସାଧୁସନ୍ଥ । ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦ ଆଜି ଦିଲ୍ଲୀର ରାମଲୀଲା ମଇଦାନରେ ଧର୍ମସଭାର ଆୟୋଜନ କରିଛି । ତେବେ ଏହି ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲାଖୋଲି…

ବିବାହରେ କ୍ୟାମେରା ଫୋନ୍ କୁ ବ୍ୟାନ୍ କଲେ ଅମ୍ବାନୀ କନ୍ୟା ! ବନ୍ଧୁ ପ୍ରିୟଙ୍କାଙ୍କୁ କଲେ ଅନୁକରଣ । 

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଡିସେମ୍ବର ୧୨ ତାରିଖରେ ବିବାହ ସ୍ଥିର ହୋଇଛି। ଇଶା ଅମ୍ବାନୀ ଆନନ୍ଦ ପୀରାମଲଙ୍କୁ ବିବାହ କରିବେ। ଆନନ୍ଦ ଓ ଇଶା ବିବାହ ପାଇଁ ଉଦୟପୁରରେ ପହଞ୍ଚି ଯାଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି ଆରମ୍ଭ…

ଏମ୍ସ ପରୀକ୍ଷାରେ ଫେଲ୍ ହେଲେ ଏହି ବ୍ୟକ୍ତି ! ଇନଷ୍ଟିଚ୍ୟୁଟ୍ ବିରୋଧରେ କଲେ ଅଭିଯୋଗ, ପାଇଲେ ୭୭ ହଜାର ଟଙ୍କା ।

ପ୍ରତିବର୍ଷ ଏମ୍ସରେ ଆଡମିସନ୍ ନେବା ପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି । ଏବଂ ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ଅତ୍ୟନ୍ତ କଠିନ ହୋଇଥାଏ । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ବହୁ ପୂର୍ବରୁ ଏହାର ପ୍ରସ୍ତୁତି…

ପ୍ଲେଷ୍ଟୋରରୁ ହଟିଲା ୨୨ ଆପ୍ ! ଆପଣ ମଧ୍ୟ ତୁରନ୍ତ ଡିଲିଟ୍ କରନ୍ତୁ

ଗୁଗଲ ପ୍ଲେଷ୍ଟୋରୁ ୨୨ ଟି ଆପକୁ ହଟାଇ ଦେଇଛି । ଭାଇରସ୍ ସଂକ୍ରମଣ କରୁଥିବା ୨୨ଟି ଆପକୁ ହଟାଇଛନ୍ତି ଗୁଗଲ । ବ୍ରିଟେନର ସାଇବର ସିକ୍ୟୁରିଟି କମ୍ପାନୀ ସେଫେସ୍ ଏହି ଆପରେ ଭାଇରସ୍ ଅଛି ବୋଲି ଏକ ବ୍ଲଗ୍ ଲେଖିଥିଲା । ୨୨ଟିରୁ ୧୯ ଟି ଆପ୍ ଚଳିତ ବର୍ଷ ଜୁନରେ ହିଁ ପ୍ଲେଷ୍ଟୋରକୁ ଆସିଥିଲେ ।…