Daily Archives

December 9, 2018

ସୁନ୍ଦରୀ ଦେଖାଯିବା ପାଇଁ କରାଇଥିଲେ ଚିକିତ୍ସା ! ଦୁଇଗୁଣା ଫୁଲିଗଲା ଓଠ ।

ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଅଧିକ ସୁନ୍ଦର ଦେଖାଯିବା ପାଇଁ କେହି କେହି ଆର୍ଟିଫେସିଆଲ୍ ବ୍ୟୁଟି ଟ୍ରିଟମେଣ୍ଟ୍ ର ସାହାରା ନେଇଥାନ୍ତି । କିନ୍ତୁ ଏଭଳି ଟ୍ରିଟମେଣ୍ଟ୍ ଆପଣଙ୍କ ଚେହେରାକୁ ଯେତେ ସୁନ୍ଦର କରିଥାଏ ପରମୂହୁର୍ତ୍ତରେ ତାକୁ ଅସୁନ୍ଦର ମଧ୍ୟ…

କାଟଜୁଙ୍କ କଟୁ କଥାକୁ ନେଇ ଓଡ଼ିଶାରେ ପ୍ରବଳ ଅସନ୍ତୋଷ ! ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଲେ ସୁପ୍ରିମକୋର୍ଟର…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ ପୁଣିଥିରେ ଓଡିଶା ଓ ଓଡିଆଙ୍କୁ ନେଇ କଟାକ୍ଷ କରିବା ପରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାଟଜୁଙ୍କ ଏଭଳି କଟାକ୍ଷକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ସମାଲୋଚନା କରାଯାଉଛି । ହେଲେ…

କନ୍ଧମାଳରେ ଲୋକଙ୍କୁ ଥରାଉଛି ଶୀତ ! ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାର ଲୋକଙ୍କୁ ଶୀତ ଥରାଉଛି । ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି । ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି ।…

ମହଙ୍ଗା ପଡିପାରେ ହ୍ୱାଟସଆପ୍ ରେ ଏଭଳି ଭିଡିଓ ସେୟାର କରିବା ! ସବୁ ଦିନ ପାଇଁ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ୍ ।

ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟସଆପ୍ ସଦା ବ୍ୟବହାରକାରୀଙ୍କ ବିଶ୍ୱସନୀୟତା ଏବଂ ନୈତିକତା ଉପରେ ଧ୍ୟାନ ଦେଇଥାଏ। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ମେସଜିଂ ଆପରେ ଶିଶୁ ପନୋଗ୍ରାଫିର କୌଣସି ସ୍ଥାନ ନାହିଁ। ଏହାକୁ ରୋକିବା ପାଇଁ କମ୍ପାନି ପକ୍ଷରୁ ଏକ ଅଭିନବ ଉପାୟ ଚିନ୍ତା କରାଯାଇଛି।…

ଧୋନୀଙ୍କୁ ନେଇ ଗମ୍ଭୀରଙ୍କ ବଡ ବୟାନ୍ ! କହିଲେ ଅଷ୍ଟ୍ରେଲିଆରେ ଧୋନୀଙ୍କ ନିଷ୍ପତ୍ତି ଭୁଲ୍ ଥିଲା ।

କିଛି ଦିନ ତଳେ କ୍ରିକେଟ ଜଗତରୁ ଅବସର ନେଇଥିବା ଭାରତୀୟ ଦଳର ପୂର୍ବତନ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ ବୟାନ୍ ଦେଇଛନ୍ତି । କ୍ରିକେଟରୁ ଅବସର ନେବା ପରେ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି ଗମ୍ଭୀର ।…

ନବୀନଙ୍କ ରାସ୍ତାରେ ରାହୁଲ ! କଂଗ୍ରେସ ଶାସିତ ଓ ମେଣ୍ଟଥିବା ରାଜ୍ୟରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଲେଖିଲେ ଚିଠି ।

କନକ ବ୍ୟୁରୋ: ନବୀନଙ୍କୁ ରହୁଲଙ୍କ ସମର୍ଥନ । ଲୋକସଭା ଏବଂ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଂଗ୍ରେସ ଏବଂ ଗଠବନ୍ଧନ ସରକାର ଥିବା ରାଜ୍ୟ ଗୁଡିଙ୍କୁ ଏକ ପତ୍ର ଲେଖିଛନ୍ତି । ଆଗାମୀ ସଦନରେ ମହିଳାଙ୍କ ପାଇଁ ଲୋକସଭା ଏବଂ…