Daily Archives

December 9, 2018

ବାମ କଡ଼ ଲେଉଟାଇ ଶୋଇଲେ କ’ଣ କ’ଣ ଲାଭ ମିଳେ ? ଆସନ୍ତୁ ଜାଣିବା . . . .

ଶୋଇବା ଆମ ଶରୀର ପାଇଁ ବହୁତ ଜରୁରୀ । ଶୋଇବା ଦ୍ୱାରା ଆମ ଶରୀରର ଥକାପଣ ଦୂର ହୁଏ ଓ ମୁଣ୍ଡ ଭଲରେ କାମ କରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଶୋଇବା ସମୟରେ ଆପଣ ଯେଉଁ ମୁଦ୍ରାରେ ଶୋଇବେ ଶରୀରରେ ତାହାର ବହୁତ ପ୍ରଭାବ ପଡ଼େ । ଆପଣ ଶୋଇବା ସମୟରେ ଯେଉଁ ପଟେ କଡ଼ ଲେଉଟାଇ ଶୁଅନ୍ତି ସେହିପରି ଭାବେ…

ବିକାଶ ଦିଗରେ ଭାରତର ଆଉ ଏକ ପଦକ୍ଷେପ ! ମଣିପୁରରେ ନିର୍ମାଣ ହେବ ବିଶ୍ୱର ଉଚ୍ଚତମ ରେଳ ପୋଲ

କନକ ବ୍ୟୁରୋ : ମଣିପୁରରେ ବିଶ୍ୱର ଉଚ୍ଚତମ ରେଳ ପୋଲ ନିର୍ମାଣ ହେବାକୁ ଯାଉଛି । ଯାହା ଭାରତ ପ୍ରଗତିରେ ଆଉ ଏକ ପାଦ ଆଗେଇବ। ଏହି ବ୍ରିଜ ନିର୍ମାଣ ହେଲେ ୧୪୧ ମିଟର ଉଚ୍ଚତାରେ ଟ୍ରେନ ଗଡ଼ିିବ । ବ୍ରିଜର ଖମ୍ଭ ତିଆରି ସରିଥିବାବେଳେ ଏହା ପୂର୍ବତଟ ଦେଶ ସହ ଅନ୍ୟାନ୍ୟ ଦେଶକୁ ସଂଯୋଗ କରିବ । ଇଜି…

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ! କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମିଳିନଥିବାରୁ ଟେଣ୍ଟ ଭାଙ୍ଗିଲେ,…

କନକ ବ୍ୟୁରୋ : ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି । ତାଙ୍କୁ ନଡାକି ବେଗୁନିଆରେ କୌଣସି ବି କାର୍ଯ୍ୟକ୍ରମ କଲେ ଯେପରି ସହି ପାରୁ ନାହାନ୍ତି ବିଧାୟକ । ଆଜି ସେବା ଅନୁଷ୍ଠାନ ପକ୍ଷରୁ ହେଉଥିବା ରକ୍ତଦାନ ଶିବିରକୁ ଅଧାରୁ ବନ୍ଦ କରିବାକୁ ପଡିଛି । କାରଣ ସ୍ଥାନୀୟ ବିଧାୟକ…

ସଂସଦରେ ନିର୍ବାଚନୀ ପ୍ରସଙ୍ଗ ଉଠାଇବ ବିଜେଡି ! ସ୍ୱତନ୍ତ୍ର ରାଜ୍ୟପାହ୍ୟା, ମହିଳା ସଂରକ୍ଷଣ ଓ ଏମଏସପି ବୃଦ୍ଧି ଦାବିକୁ…

କନକ ବ୍ୟୁରୋ : ଶୀତ ଅଧିବେଶନରେ ଜୋର ଧରିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି । ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବ ବିଜେଡି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ବି…

ଦିନକ ପରେ ଆସିବ ନେତାଙ୍କ ପରୀକ୍ଷା ଫଳ ! ରମଣ ସିଂ କହିଲେ ଆରାମରେ ଜିତିବୁ, ଶାହା କହିଲେ ଭୁଲ୍ ହେବ ଏଗଜିଟ୍ ପୋଲ୍ ଆକଳନ…

କନକ ବ୍ୟୁରୋ : ଦିନକ ପରେ ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । କେଉଁ ରାଜ୍ୟରେ କିଏ କରିବ ସରକାର । କେଉଁ ଦଳକୁ ମିଳିବ କେତେ ଆସନ? ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଯେମିତି ଟେନ୍ସନ୍, ସାଧାରଣ ଜନତାଙ୍କ ଭିତରେ ସେତିକି ଉକ୍ରଣ୍ଠା । କାରଣ ଏହି ନିର୍ବାଚନ ଫଳାଫଳ ୨୦୧୯…

ସାରା ଦେଶରେ ଧର୍ମସଭା କଲା ବିଶ୍ୱହିନ୍ଦୁ ପରିଷଦ : ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଅଧ୍ୟାଦେଶ ଆଣିବାକୁ ଦୋହରାଇଲା…

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ଦିଲ୍ଲୀରେ ସାଧୁସନ୍ଥଙ୍କ ଧର୍ମସଭା । ହଜାର ହଜାର ସାଧୁସନ୍ଥ ଓ ରାମ ଭକ୍ତ, ମନ୍ଦିର ନିର୍ମାଣ ଦାବିରେ ଆଜି ସାରା ଦେଶରେ ରଣହୁଙ୍କାର ଦେଇଛନ୍ତି । ଓଡିଶାରେ ମଧ୍ୟ ବିଶ୍ୱହିନ୍ଦୁ ପରିଷଦ କରିଛି ହିନ୍ଦୁ ସମ୍ମିଳନୀ । ମଙ୍ଗଳବାରଠାରୁ…