Daily Archives

December 8, 2018

ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ! କହିଲେ, ତଥ୍ୟ ପ୍ରମାଣ ସହ ଲୁଣ ଚିକିତ୍ସାର ଦେବେ ଉତ୍ତର ।

କନକ ବ୍ୟୁରୋ : ଲୁଣ ଚିକିତ୍ସା ନେଇ ବିବାଦୀୟ ହୋଇପଡିଥିବା ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ପୂଜାହାରୀଙ୍କ ସ୍ଥାନରେ ସ୍ପାଇନାଲ ଇଞ୍ଜୁରୀ ସେଂଟର, କଟକର…

ଟିକେଟ୍ କାଟି ଟ୍ରେନରେ ବସିପାରୁ ନାହାନ୍ତି ଯାତ୍ରୀ । ରେଳବାଇ ମାଲାମାଲ୍, ଲୋକ ଗଣୁଛନ୍ତି ତଣ୍ଡ ।

କନକ ବ୍ୟୁରୋ: ଆପଣ ଟ୍ରେନ୍ ମିସ୍ କଲେ ମାଲାମାଲ୍ ହେଉଛନ୍ତି ଭାରତୀୟ ରେଳ ବିଭାଗ । ଏଭଳି ଅଜଣା ତଥ୍ୟର ଗୁମର ଖୋଲିଛନ୍ତି ଦେଶର ପ୍ରମୁଖ ପତ୍ରିକା ଆଉଟଲୁକ୍ ଇଣ୍ଡିଆ । ସର୍ଭେ ମୁତାବକ ଭାରତରେ ପ୍ରତିଦିନ ୪୫ ହଜାରରୁ ୫୦ ହଜାର ରେଳଯାତ୍ରୀ ନିଜର କନଫର୍ମ ରିଜର୍ଭେସନ୍ ଟିକେଟ୍ ଥାଇ ମଧ୍ୟ ଟ୍ରେନ୍…

ହକି ବିଶ୍ୱକପରେ ବେଲଜିୟମର ଜଲୱା ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫-୧ରେ ବିଜୟୀ ।

କଳିଙ୍ଗ ଷ୍ଟାଡିୟମରେ ଜାରି ଥିବା ପୁରୁଷ ହକି ବିଶ୍ୱକପର ୧୯ତମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚର ପ୍ରଥମ ଗୋଲ ଦେବା ପରେ ବେଲଜିୟମର ଖେଳାଳିମାନେ ସତର୍କ ହୋଇ ଯାଇଥିଲେ। ଏହା ପରେ ସେମାନେ ଆଉ ପଛକୁ…

କ’ଣ ସତରେ ସାହିଦ କପୁର ଉଦର କର୍କଟରେ ପୀଡିତ ? ଇରଫାନ ଖାନ ଓ ସୋନାଲୀ ବେନ୍ଦ୍ରେଙ୍କ ପରେ କ’ଣ  ଏବେ ସାହିଦ କପୁରଙ୍କ…

ଗତ ଦୁଇ ଦିନ ହେବ କିଛି ୱେବ ସାଇଟରେ ଅଭିନେତା ସାହିଦ୍ କପୁରଙ୍କୁ ଉଦର କର୍କଟ ହୋଇଛି ବୋଲି ଖବର ପ୍ରକାଶ ପାଇଥିଲା। ଆହୁରି ବି ଖବର ରହିଥିଲା ଯେ ଏପରି ଏକ ସାଂଘାତିକ ଖବରକୁ ସାହିଦ ଏବଂ ତାଙ୍କ ପରିବାର ଲୋକ କାହା ସମ୍ମୁଖରେ ପ୍ରକାଶ ନକରି ଗୋପନ ରଖିବାକୁ ଚାହୁଁଥିଲେ। ତେବେ ବାସ୍ତବରେ କ’ଣ…

ରାଜନୀତିକୁ ଆସିବେନି ଗୌତମ ଗମ୍ଭୀର ! ଚର୍ଚ୍ଚା ହେଉଥିବା ଖବରକୁ କହିଲେ ଗୁଜବ ।

ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର ରାଜନୀତିରେ ଯୋଗ ଦେବା ନେଇ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି ଏହି ଭାରତୀୟ ଖେଳାଳୀ । ସେ କହିଛନ୍ତି, ଏହା କେବଳ ଗୁଜବ ଅଟେ । ନିକଟରେ କ୍ରିକେଟ୍ ଜଗତରୁ ସନ୍ୟାସ ନେଇଥିବା ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍…

‘ସ୍ୱପ୍ନର ଓଡ଼ିଶା’ କାର୍ଯ୍ୟକ୍ରମରେ ନିରଞ୍ଜନଙ୍କ ଆହ୍ୱାନ ! ରାଜନୈତିକ ଦଳ ଓ ପ୍ରଶାସକ ଚାହିଁଲେ କମିଯିବ ଭ୍ରଷ୍ଟାଚାର ।

କନକ ବ୍ୟୁରୋ: ରାଜନୈତିକ ଦଳ ଓ ପ୍ରଶାସକ ଦୁର୍ନୀତିର ମୂଳ । ସେମାନେ ଚାହିଁଲେ ସମାଜରୁ ୬୦ ପ୍ରତିଶତ ଦୁର୍ନୀତି କମିଯିବ ବୋଲି ଆଜି “ସ୍ୱପ୍ନର ଓଡ଼ିଶା’ ଅ।ଲୋଚନାଚକ୍ରରେ ଯୋଗ ଦେଇ କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଭୁବନେଶ୍ୱରରେ “ଦୁର୍ନୀତି ସଂଘର୍ଷ ମଂଚ’ ପକ୍ଷରୁ ଆୟୋଜିତ ଏହି…