Daily Archives

December 8, 2018

ଗେରୁଆ ଗଡ଼ରେ ମୋଦିଙ୍କ ଲୋକପ୍ରିୟତା ଉପରେ ଉଠିଲା ପ୍ରଶ୍ନ ! ବୁଥ ବାହୁଡ଼ା ମତ ଆସିବା ପରେ ରାଜନୀତିରେ ହଲଚଲ ।

କନକ ବ୍ୟୁରୋ : ୨୦୧୯ ଫାଇନାଲ ଫାଇଟ ପୂର୍ବରୁ ୫ଟି ରାଜ୍ୟରେ ହେଉଥିବା ସେମିଫାଇନାଲ ଫଳାଫଳକୁ ନେଇ ଏଗଜିଟ୍ ପୋଲ ପୁର୍ବାନୁମାନ ବିଜେପି ଶିବିରରେ ଛନକା ଭରି ଦେଇଛି । ବିଜେପି ଶାସିତ ରାଜ୍ୟରେ ସରକାର ବିରୋଧୀ ହାୱା କଂଗ୍ରେସକୁ ଫାଇଦା ଦେବ ବୋଲି ଆକଳନ କରାଯାଉଛି । ଯାହା କେନ୍ଦ୍ରରେ ମୋଦି…

ଲଢେଇ ହେବ, ଅଲବତ୍ ହେବ, ବରାବର ହେବ ! ମହାକାଳପଡା ମଞ୍ଚରେ କମ୍ପିଲା ମହାରଥୀଙ୍କ ଡାଏଲଗ୍ ।

କନକ ବ୍ୟୁରୋ : ମହାକାଳପଡାରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ମଂଚରେ ଚଢିବା ପରେ ଜମିଥିଲା ମହାରଥୀଙ୍କ ଡାଏଲଗ୍ । ନିଜ ଅନ୍ଦାଜରେ ମହାକାଳପଡାରୁ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ ଆଉ ନବୀନ ସରକାରଙ୍କୁ ପ୍ରଶଂସା…

ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରରେ ସାମିଲ ହେଲେ ହିଲାରୀ କ୍ଲିଂଟନ୍ ! ସେପଟେ ଖେଳାଳୀଙ୍କ ଠାରୁ ଆରମ୍ଭ କରି ସାମିଲ ହେଲେ…

ଆରମ୍ଭ ହୋଇଯାଇଛି ଶିଳ୍ପପତିଙ୍କ ଘରେ ବିବାହ ଫଙ୍କସନ । ଏହି ପ୍ରି ୱେଡ଼ିଂଗ ଫଙ୍କସନ ସମସ୍ତ କାର୍ଯ୍ୟ ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମୁକେଶ ଅମ୍ବାନୀ ଗରିବ ଲୋକଙ୍କ ପାଇଁ ଅନ୍ନସେବା କାର୍ଯ୍ୟକ୍ରମ କରିଛନ୍ତି । ଏହି ଅନ୍ନସେବା କାର୍ଯ୍ୟକ୍ରମ ୫୧ ଶହ ଗରିବ ଲୋକ ଖାଇଥିବା…

କଂଗ୍ରେସରେ ଅଲୋଡା ଶ୍ରୀକାନ୍ତ ଜେନା ! ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ହୋଇପାରନ୍ତି ବିଦା ।

କନକ ବ୍ୟୁରୋ : କଂଗ୍ରେସ ଇସ୍ତହାର କମିଟିରୁ ବାଦ୍ ପଡିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବେ ଦଳ ପାଇଁ ଅଲୋଡା ହୋଇପଡିଛନ୍ତି । ହାଇକମାଣ୍ଡଙ୍କ କଡା ନିଷ୍ପତି ପରେ ଦଳର ନେତୃତ୍ୱକୁ ଚ୍ୟାଲେଂଜ ଦେବା ଭଳି ବୟାନବାଜି ଆରମ୍ଭ କରି ଦେଇଛନ୍ତି  । ଚର୍ଚ୍ଚା ହେଉଛି, ଏଭଳି ବିଶୃଙ୍ଖଳ ଆଚରଣ ପାଇଁ…

କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ! କାନାଡା ବିପକ୍ଷରେ ଭାରତର ଗୋଲ୍ ବର୍ଷା, ୫-୧ ଗୋଲରେ ଜିତି କ୍ୱାର୍ଟର ଫାଇନାଲରେ ଟିମ୍…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଜଲୱା । ପୁଲ ‘ସି’ର ଅନ୍ତିମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । କାନାଡା ବିପକ୍ଷରେ ଦଳ ୫-୧ ଗୋଲ୍ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ୨୦୧୮ ହକି ବିଶ୍ୱକପରେ ଭାରତ କ୍ୱାର୍ଟର ଫାଇନାଲ ପାଇଁ ଟିକେଟ୍ ହାସଲ କରିଛି…

କେନ୍ଦୁଝରରେ କମୁଛି ବିଜେଡିର ଦବଦବା ! ହାରିଲେ ବିଜେଡି ସମର୍ଥିତ ପ୍ରାର୍ଥୀ, ଜିତିଲା ସନା ସେନା ।

କନକ ବ୍ୟୁରୋ : କେନ୍ଦୁଝରରେ କମୁଛି ବିଜେଡିର ଦବଦବା । ସମିତି ସଭ୍ୟ ଉପନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି । ସନା ସେନା ପ୍ରାର୍ଥୀଙ୍କ ଆଗରେ ବଦ୍ରିଙ୍କ ବିଜେଡି ସମର୍ଥିତ ପ୍ରାର୍ଥୀ ହାରିଯାଇଛନ୍ତି । ଯାହାକୁ ବଦ୍ରିଙ୍କ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱକୁ ନେଇ ପ୍ରଶ୍ନ ଠିଆ କରିଛି । ୨୦୧୯…