Daily Archives

December 7, 2018

ଲୁଣ ଚିକିତ୍ସା ବିବାଦ ପ୍ରସଙ୍ଗ ! ଭିମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ।

ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଶୁକ୍ରବାର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏହି କାରଣ ନୋଟିସ୍ ଜାରି କରିଛନ୍ତି। ୩ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।…

ଅପରାଜିତାଙ୍କ ଟାର୍ଗେଟରେ ବିଜେଡି ଶାସନ ! ଜନ ପରାମର୍ଶ ପଦଯାତ୍ରାରେ ଲୋକଙ୍କୁ କଲେ ସାକ୍ଷାତ, ବେରୋଜଗାରୀ ବଢୁଥିବା ନେଇ…

କନକ ବ୍ୟୁରୋ: ବିଜେପି ଆସିବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଅପରାଜିତା ଷଡଙ୍ଗୀ । ଜନ ପରାମର୍ଶ ପଦଯାତ୍ରା କରି ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କରିଛନ୍ତି ତାଙ୍କର ରାଜନୈତିକ ଅଭିଯାନ । ୧୮ ବର୍ଷର ଶାସନ କାଳରେ ରାଜ୍ୟରେ ବେରୋଜଗାର ବଢିଥିବା ଅପରାଜିତା ଅଭିଯୋଗ କରିବା ସହ କହିଛନ୍ତି, ରାଜ୍ୟରେ…

ଓଡ଼ିଶା ପୁରୁଷ ହକି ବିଶ୍ୱକପ : ରୋମାଞ୍ଚକର ମ୍ୟାଚରେ ଆୟରଲାଣ୍ଡକୁ ୪-୨ ଗୋଲରେ ହରାଇଲା ଇଂଲଣ୍ଡ ।

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଶୁକ୍ରବାର ଏକ ରୋମାଞ୍ଚକ ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଛି । କଳିଙ୍ଗ ଷ୍ଟାଡିୟମରେ ପୁଲ-ବି ମୁକାବିଲା ଉଭୟ ଦଳ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା। ଆୟରଲାଣ୍ଡ ଗୋଟିଏ ଗୋଲ ଦେବାର କିଛି ସମୟ ମଧ୍ୟରେ ଇଂଲଣ୍ଡ ଆଉ ଗୋଟିଏ ଗୋଲ ଦେଉଥିଲା। ଫଳରେ…

ହକି ବିଶ୍ୱକପରେ ଅଷ୍ଟ୍ରେଲିଆର ଜଲୱା ! ଚୀନକୁ ୧୧-୦ରେ ହରାଇ କଲା ବଡ ରେକର୍ଡ ।

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ନୂଆ ରେକର୍ଡ ସୃଷ୍ଟି କରିଛି । ବିଶ୍ୱକପର ୧୪ତମ ସଂସ୍କରଣର ୧୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ।…

ଅମିତ ଶାହଙ୍କ ରଥଯାତ୍ରାକୁ ନେଇ ବିଜେପି-ଟିଏମସି ମୁହାଁମୁହିଁ ! ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ମିଳିଲାନି ଅନୁମତି ।

କନକ ବ୍ୟୁରୋ : ଶାହଙ୍କ ରଥଯାତ୍ରାକୁ ନେଇ ମୁହାଁମୁହିଁ ବିଜେପି ଓ ତୃଣମୁଳ କଂଗ୍ରେସ । ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରଥଯାତ୍ରାକୁ ଅନୁମତି ନମିଳିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଉପରେ ବର୍ଷିଛନ୍ତି ଶାହ । ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ ନା ।…