Daily Archives

December 4, 2018

ଭାରତର ପ୍ରଥମ ଘରୋଇ ଉପଗ୍ରହକୁ ମହାକାଶ ପଠାଇଲା ସ୍ପେସ୍ ଏକ୍ସ ! ରେଡିଓ ଯୋଗାଯୋଗ କ୍ଷେତ୍ରରେ ହେବ ସହାୟକ ।

କନକ ବ୍ୟୁରୋ : ଭାରତର ପ୍ରଥମ ଘରୋଇ ଉପଗ୍ରହକୁ ମହାକାଶ ପଠାଇଲା ଆମେରିକୀୟ ଘରୋଇ ମହାକାଶ ଗବେଷଣା କେନ୍ଦ୍ର ସ୍ପେସ୍ ଏକ୍ସ  । ୨ କୋଟି ଟଙ୍କା ବିନିମୟରେ ଏହି ଏକ୍ସିଡସାଟ୍ ୧ ସାଟେଲାଇଟର ନିର୍ମାଣ ହୋଇଥିବା ବେଳେ ରେଡିଓ ଯୋଗାଯୋଗ କ୍ଷେତ୍ରରେ ଏହା ସହାୟକ ହେବ  ।  କାଲିଫର୍ଣ୍ଣିଆ…

ଆଜି ନୌସେନା ପାଳିଲା ପ୍ରତିଷ୍ଠା ଦିବସ ! ଆକାଶରେ ଯବାନ୍ ଦେଖାଇଲେ ଦୁଃସାହସିକ କୌଶଳ ।

କନକ ବ୍ୟୁରୋ : ଦେଶକୁ ଲାଗି ରହିଥିବା ବିଶାଳ ସମୁଦ୍ର ଉପକୁଳ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଉପସ୍ଥିତି ଯୋଗୁଁ ନୌବାହିନୀ ସବୁବେଳେ ସତର୍କ ହୋଇ ରହିଛି  । ବିଭିନ୍ନ କାରଣରୁ ସରକାର ମଧ୍ୟ ନୌବାହିନୀର ଶକ୍ତି ବୃଦ୍ଧି ଦିଗରେ ସବୁବେଳେ ଗୁରୁତ୍ୱ ଆରୋପ କରି ଆସିଛନ୍ତି  । ଆଜି ନୌସେନା ପାଳନ…

ନିର୍ବାଚନ ପୂର୍ବରୁ ପ୍ରଚାରଯୁଦ୍ଧ ! ରାଜସ୍ଥାନରେ ମୋଦି କହିଲେ କଂଚା ଓ ଶୁଖିଲା ଲଙ୍କା ମଧ୍ୟରେ ଫରକ୍ ଜାଣନ୍ତିନି…

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରଦାର ହେବାରେ ଲାଗିଛି ପ୍ରଚାର ଯୁଦ୍ଧ  । ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଜବାବ୍  । ପ୍ରଧାନମନ୍ତ୍ରୀ…

କଳିଙ୍ଗ ଷ୍ଟାଡିୟମରେ ଜମୁଛି ହକି ଟକ୍କର ! ଚୀନ-ଆୟରଲାଣ୍ଡ ମୁକାବିଲା ୧-୧ରେ ଡ୍ର ।

ଆୟରଲାଣ୍ଡ ଓ ଚୀନ ମଧ୍ୟରେ ମଙ୍ଗଳବାର ରାତିର ମ୍ୟାଚ ୧-୧ ଗୋଲରେ ଡ୍ର ହୋଇଛି । ‘ପୁଲ-ବି’ର ୪ର୍ଥ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଥିବାରୁ ଷ୍ଟାଡିୟମରେ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି । ଆୟରଲାଣ୍ଡ ପକ୍ଷରୁ ଆଲାନ ସଟହେରିନ ଗୋଲ ଦେଇଥିବା ବେଳେ ଚୀନର ଗୁଓ ଜିନ୍ ଏକ ଗୋଲ ଦେଇ ମ୍ୟାଚ୍ ସମାନ…

୧୫ ବର୍ଷ ପରେ କ୍ରିକେଟ୍ ଜଗତକୁ ଅଲବିଦା ଜଣାଇଲେ ଗୌତମ ଗମ୍ଭୀର ! ସବୁ ଫର୍ମାଟରୁ ନେଲେ ଅବସର ।

କନକ ବ୍ୟୁରୋ : କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀର । ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ନେଇଛନ୍ତି ଏହି ୩୭ ବର୍ଷିୟ ଦିଲ୍ଲୀ କ୍ରିକେଟର । ନିଜ ଟ୍ୱିଟରରେ ସେ ସନ୍ୟାସ ନେଇ ଘୋଷଣା କରିଛନ୍ତି ।  ୨୦୧୬ ମସିହାରେ ଶେଷ ଥର ପାଇଁ ଇଂଲଣ୍ଡ ବିରୋଧରେ ରାଜକୋଟରେ…