Daily Archives

December 2, 2018

ଓଡ଼ିଆ ଝିଅ ସୁସ୍ମିତା ସାହୁ ଓଡିଶାକୁ ଆଣିଦେଲା ଗୌରବ ! ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ହାସଲ କଲେ ସ୍ୱର୍ଣ୍ଣ…

ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତିର୍ଚି ଇଞ୍ଜିନୟରିଂ କଲେଜ ପରିସରେ ଅନୁଷ୍ଠିତ ଜୋନାଲ ୱେଟ୍ ଲିଫ୍ଟିଙ୍ଗ ପ୍ରତିଯୋଗିତାର ମହିଳା ବର୍ଗରେ ଅଂଶଗ୍ରହଣ କରି ସୁସ୍ମିତା ସ୍ୱର୍ଣ୍ଣପଦକ ହାସଲ କରିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୂଚନା ଅନୁଯାୟୀ,…

ସରିଲା ବାଲିଯାତ୍ରା ! ଶେଷ ଦିନରେ ଜମିଲା ବିଦେଶୀ ପର୍ଯ୍ୟଟକଙ୍କ ଭିଡ ।

ଆଜି ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳାର ଶେଷ ଦିନରେ ଛୁଟିଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ । ଆଜି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ୪ଜଣ ବିଦେଶୀ ପର୍ଯ୍ୟଟକ ବାଲିଯାତ୍ରାର ଉଭୟ…

ହାଇଭୋଲଟେଜ୍ ମ୍ୟାଚରେ ଟିମ ଇଣ୍ଡିଆର ଜବରଦସ୍ତ ପଦର୍ଶନ ! ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ରେ ଡ୍ର ।

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଭାରତ ବେଲଜିୟମ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ ରୋମାଞ୍ଚକ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ୧୦ମ ମ୍ୟାଚର ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ଭାରତ ୩ୟ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ଏହାକୁ ବେଲଜିୟମ ୩ୟ ଏବଂ…

ନୀଳଗିରି ଜେଲରେ ଚାଞ୍ଚଲ୍ୟକର ଘଟଣା ! ସ୍ତ୍ରୀଙ୍କ ସରକାରୀ ଚୌକିରେ ସ୍ୱାମୀ, ଜେଲର ସାଜି କରୁଛନ୍ତି ଯାଞ୍ଚ ।

କନକ ବ୍ୟୁରୋ : ନୀଳଗିରିର ଜେଲ୍ ସ୍ୱାମୀ ସ୍ତ୍ରୀଙ୍କ ଜେଲ୍ ପାଲଟିଯାଇଛି । ନୀଳଗିରି ଉପଖଣ୍ଡ କାରାଗାର ଜେଲରେ ଜେଲରଙ୍କ ଦାୟିତ୍ୱ ବୁଝୁଛନ୍ତି ଜେଲରଙ୍କ ସ୍ୱାମୀ । ଜେଲର ଅଛନ୍ତି ମମତା ମହାପାତ୍ର, ହେଲେ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ସବୁ ଦାୟିତ୍ୱ ବୁଝୁଥିବା ଅଭିଯୋଗ ହୋଇଛି । ଆଉ…

ଏକମାସ ହେବ ଟଙ୍କା ଗଣିବାରେ ନାକେଦମ ହେଉଛନ୍ତି ଆୟକର ବିଭାଗ ! ଛୋଟିଆ ସାବୁନ୍ ଦୋକାନରେ ଥିଲା ୩ଶହରୁ ଅଧିକ ପ୍ରାଇଭେଟ…

ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀମାନେ ସାବୁନ ଦୋକାନକୁ ନିଜର ଘର ବନାଇ ଦେଇଛନ୍ତି । ସେହି ଛୋଟିଆ ଘରେ ଖାଇବା, ଶୋଇବା ଠାରୁ ଆରମ୍ଭ କରି ରାତିଦିନ ପାଳି କରି ରହୁଛନ୍ତି । ଆପଣମାନେ ଭାବୁ ଥାଇ ପାରନ୍ତି ଆୟକର ବିଭାଗ ଅଧିକାରୀ କାହିଁକି ବା ଏହି ଛୋଟିଆ ସାବୁନ୍ ଦୋକାନକୁ ନିଜ ଘର…