Daily Archives

December 1, 2018

ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ ! ୯୪ ବର୍ଷରେ ପରଲୋକ । 

କନକ ବ୍ୟୁରୋ : ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଆମେରିକା ସମୟ ରାତି ୧୦ଟା ୧୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ରକ୍ତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହୋଷ୍ଟନରେ…

ଆଜିଠୁ ଗଡିଲା ଆରଏସଏସର ସଂକଳ୍ପ ରଥଯାତ୍ରା ! ରାମମନ୍ଦିର ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ପରିକ୍ରମା କରିବ ବିଭିନ୍ନ…

କନକ ବ୍ୟୁରୋ : ଆଜିଠୁ ଦିଲ୍ଲୀରୁ ଗଡିଛି ଆରଏସଏସର ସଂକଳ୍ପ ରଥଯାତ୍ରା । ରାମମନ୍ଦିର ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନ ପରିକ୍ରମା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଙ୍କଳ୍ପ ରଥଯାତ୍ରା । ଏହି ରଥଯାତ୍ରା ଡିସେମ୍ବର ୯ଯାଏଁ ଚାଲିବ । ଦିଲ୍ଲୀରୁ ଆରମ୍ଭ ହେବାକୁଥିବା ଏହି…

କମିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ !  ସିଲିଣ୍ଡର ପିଛା ୬ଟଙ୍କା ୫୨ ପଇସା ହ୍ରାସ । 

କନକ ବ୍ୟୁରୋ : କମିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ । ସିଲିଣ୍ଡର ପିଛା ମୂଲ୍ୟ ୬ଟଙ୍କା ୫୨ପଇସା ହ୍ରାସ ପାଇଛି । ଏହି ଦର ଆଜିଠାରୁ ଲାଗୁ ହୋଇଛି । ଛଅ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ସିଲିଣ୍ଡର ଦର ବଢ଼ିବା ପରେ ପ୍ରଥମ ଥର ପାଇଁ ଏଲପିଜି ଦର କମିଛି । ଦିଲ୍ଲୀରେ ୧୪ ଦଶମିକ୍ ୨ କେଜି…

ରାଜସ୍ଥାନରେ ବେକାରୀ ଓ କୃଷକ କାର୍ଡ ଖେଳିଲେ ରାହୁଲ ! କହିଲେ ଜନତାଙ୍କ ମୁହଁରେ ଦୁଇଟି ପ୍ରଶ୍ନ, କେବେ ଦେବ ଚାକିରି,…

କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ନିର୍ବାଚନ  । ଭୋଟ ଗ୍ରହଣ ପାଖେଇ ଆସୁଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ । ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାରାଥନ ରାଲି ଓ ସଭା କରିଛନ୍ତି । ଆଜି…

ଆର୍ଜେଂଟିନାରେ ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ ! ଡୋନାଲ୍ଡ ଟ୍ରମ୍ପ, ସିଂଜୋ ଆବେଙ୍କ ସହ ତ୍ରିପାକ୍ଷିକ ଆଲୋଚନା କଲେ…

କନକ ବ୍ୟୁରୋ : ଆର୍ଜେଂଟିନାର ବୁଇନସରେ ଚାଲିଛି ବିଶ୍ୱର ଶ୍ରେଷ୍ଠ ବିତଶାଳୀ ୨୦ଟି ରାଷ୍ଟ୍ରକୁ ନେଇ ଗଠିତ ଜି-୨୦  ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା, ଚୀନ, ଋଷ୍, ଜାପାନ ଭଳି ୨୦ଟି ଶକ୍ତିଶାଳୀ ରାଷ୍ଟ୍ରର ପ୍ରତିନିଧି ।…