Monthly Archives

December 2018

ନୂଆବର୍ଷରେ ନୂଆ ନିୟମ ! ମହିଳା ମାନଙ୍କୁ ଜିନ୍ସ ମନା, ଏହି ମନ୍ଦିରକୁ ଯିବାକୁ ହେଲେ ପିନ୍ଧିବାକୁ ପଡିବ ଶାଢୀ

ନୂଆବର୍ଷରେ ନୂଆ ନିୟମ । ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାଠାରେ ଥିବା ଶ୍ରୀ ଦୂର୍ଗା ମାଲେଶ୍ୱର ସ୍ୱାମୀ ମନ୍ଦିରରେ ଜାନୁଆରି ୧ ତାରିଖ ପରଠାରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଣିକି ମନ୍ଦିର ଭିତରକୁ ମହିଳାମାନେ ଆଉ ଜିନ୍ସ ପିନ୍ଧି ଯାଇ ପାରିବେ ନାହିଁ। ମନ୍ଦିରକୁ ପ୍ରବେଶ କରିବା ପାଇଁ…

ଲୁହ ନୁହେଁ ଆଖିରୁ ବାହାରୁଛି ରକ୍ତ । କାରଣ ଜାଣି ପାରୁନାହାନ୍ତି ଡାକ୍ତର

ସାଉଥ୍ ଆଣ୍ଡାମାନ୍ ଦ୍ୱୀପରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ଯୁବକଙ୍କ ଆଖିରୁ ପାଣି ବଦଳରେ ରକ୍ତ ବାହାରୁଥିବା ଖବର ସ୍ଥାନୀୟ ଲୋକଙ୍କ ସମେତ ଡ଼ାକ୍ତରଙ୍କୁ ମଧ୍ୟରେ ଚିନ୍ତାରେ ପକାଇଛି । ଦିନରେ ଦୁଇଥର ଏପରି ହେବା ପରେ ଯୁବକ ତୁରନ୍ତ ଯାଇ ଡ଼ାକ୍ତରଖାନାରେ…

ଆସନ୍ତାକାଲି ଶ୍ରୀମନ୍ଦିରରେ ବଡ ଧରଣର ବିଶୃଙ୍ଖଳା ଆଶଙ୍କା । ! ପୁରୀ ଏସପିଙ୍କୁ ଚିଠି ଲେଖି ଜଣାଇଲା ସ୍ପେଶାଲ ବ୍ରାଞ୍ଚ

କନକ ବ୍ୟୁରୋ : ନୂଆବର୍ଷ ଦିନ ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଶଙ୍କା ନେଇ ପୁରୀ ଏସପିଙ୍କୁ ସ୍ପେଶାଲ ବ୍ରାଞ୍ଚ ଚିଠି ଲେଖିଛି। ଏ ନେଇ ରାଜ୍ୟ ଗୃହ ସଚିବ, ଆଇଜି (ଆଇନ ଶୃଙ୍ଖଳା)ଙ୍କୁ ଅବଗତ କରାଯାଇଛି। ଏହି ଚିଠିରେ ଉଲ୍ଲେଖ ରହିଛି କି, ନୂଆ ବର୍ଷରେ ପୁରୀରେ ପ୍ରବଳ ଜନସମାଗମ ହେବ। ଏହାକୁ…

ରକ୍ତଦାନ କ୍ଷେତ୍ରରେ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଲା ସମ୍ବାଦ-ଆମ ଓଡିଶା । ଏକ ବର୍ଷରେ ସଂଗ୍ରହ ହୋଇଛି ୬୮ ହଜାର…

କନକ ବ୍ୟୁରୋ: ବିଦାୟୀ ବର୍ଷ ୨୦୧୮ ସମ୍ବାଦ-ଆମ ଓଡ଼ିଶାକୁ ଏକ ଚମତ୍କାର ଭେଟି ଦେଇଛି । ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶା ଗତ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଏକ ରେକର୍ଡ ପ୍ରତିଷ୍ଠା କରିଛି। ଏ ବର୍ଷ ସମ୍ବାଦ-ଆମ ଓଡ଼ିଶା ମୋଟ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍ ରକ୍ତ…

ବଲିଉଡର ବଡ ପରଦାରେ ଓଡ଼ିଆ ଝିଅ ସୁପ୍ରିୟା । ଅଭିନୟ କରି ଦର୍ଶକଙ୍କ ମନ ଜିଣିଲେ ଓଡିଆ ଅଭିନେତ୍ରୀ ।

କନକ ବ୍ୟୁରୋ: ବଲିଉଡର ବର୍ତମାନର ବହୁ ଚର୍ଚିତ ଫିଲ୍ମ ‘ସିମ୍ବା’ ଦେଖିବାକୁ ମିଳିଛି ଓଡିଆ ଝିଅ ସୁପ୍ରିୟାଙ୍କ ଝଲକ । ସାରା ଅଲ୍ଲୀ ଖାନ୍ ଏବଂ ରଣବୀର୍ ସିଂହ ଅଭିନିତ ସିନେମା ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ସିନେମାରେ ଜଣେ ଓଡିଆ ଝିଅ ସୁପ୍ରିୟାଙ୍କ ନିଚ୍ଛକ ଅଭିନୟ…