Daily Archives

November 30, 2018

ମଧ୍ୟରାତ୍ରଠାରୁ ଲାଗୁ ହେବ ଗ୍ୟାସର ନୂଆ ଦର ! ଉଭୟ ସବସିଡି ଏବଂ ବିନା ସବସିଡି ଘରୋଇ ଗ୍ୟାସ୍ ର ବଦଳିବ ଦାମ୍ ।

ଲଗାତାର ବଢୁଥିବା ତଥା ଖାଉଟିଙ୍କ ପାଇଁ ସମସ୍ୟା ପାଲଟିଥିବା ଲିକ୍ୟୁଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଖଚଏ) ର ଦାମ୍ କମ୍ ହୋଇଛି । ଅଏଲ୍ ମାର୍କେଟିଙ୍ଗ୍ କମ୍ପାନୀ ୩୦ ନଭେମ୍ବର ଅର୍ଥାତ୍ ଆଜିଠାରୁ ବିନା ସବସିଡି ଥିବା ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ଦାମ୍ ୧୩୩ ଟଙ୍କା କମିଛି ।…

ସଂର୍ଘଷପୂର୍ଣ୍ଣ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କଲା ଚାମ୍ପିୟନ ଅଷ୍ଟ୍ରେଲିଆ । ୨-୧ ଗୋଲରେ ଆୟରଲାଣ୍ଡକୁ ଦେଲା ମାତ୍

କନକ ବ୍ୟୁରୋ : ବିଜୟ ସହ ହକି ବିଶ୍ୱକପ ଅଭିଯାନ ଆରମ୍ଭ କଲା ଚାମ୍ପିୟନ ଅଷ୍ଟ୍ରେଲିଆ । ପୁଲ-ବି ର ଲିଗ୍ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡ ମାତ୍ ଦେଇଛି । ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ଆୟରଲାଣ୍ଡ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟ ହାସଲ କରି ପାରିନଥିଲା ।…

ବନ୍ଧା ହେଲେ ହାସ୍ୟ ଅଭିନେତା ରାଜପାଲ ଯାଦବ । ୩ ମାସ କାଳ ଜେଲରେ ସଜା କାଟିବାକୁ କୋର୍ଟର ନିର୍ଦ୍ଦେଶ

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ଅଭିଯୋଗରେ ତିନି ମାସ କାଳ ଜେଲଦଣ୍ଡା ଦେଶ ଶୁଣାଇଛନ୍ତି । ରାଜପାଲ ଯାଦବ ଟ୍ରାଏଲ କୋର୍ଟରେ ଏଗ୍ରିମେଂଟ କରିଥିବା ଧାର୍ଯ୍ୟ ଅର୍ଥରାଶି ଦେବାକୁ ବିଫଳ ହୋଇଛନ୍ତି ।  ଯାହା ଉପରେ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ…

ସାଟେଲାଇଟ୍ ସାଜିବ ଯବାନଙ୍କ ରକ୍ଷକ ! ୬୦୦ କି.ମି ଦୂରରେ ରହି ମାଟି ଭିତରର ବିସ୍ଫୋଟକକୁ ଚିହ୍ନିବାରେ ହେବ ସକ୍ଷମ ।

ଭାରତର ଆର୍ଥ ଅବଜରଭେସନ୍ ସାଟେଲାଇଟ୍ HysIS (Hyperspectral Imaging Satellite) କୁ PSLV ତରଫରୁ ଗୁରୁବାର ଲଞ୍ଚ୍ କରି ଦିଆଯାଇଛି । ଏହି ସାଟେଲାଇଟ୍ ର ଖାସ୍ କଥା ହେଉଛି ଏହା ୬୦୦ କି.ମି ଦୂରରେ ରହି ମାଟି ତଳେ କେଉଁ ସ୍ଥାନରେ ଲ୍ୟାଣ୍ଡମାଇନ୍ ପୋତା ଯାଇଛି ତାହା ଜାଣିପାରିବ । ଏହାର…

ସରକାରଙ୍କ ହାତକୁ ଆସିଲା ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ୩୨୪ ପୃଷ୍ଠା ରିପୋର୍ଟରେ କଣ ରହିଛି ?

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଜଷ୍ଟିସ ରଘୁବୀର ଦାସ କମିଶନ । ଗୃହ ବିଭାଗର ଉପ-ସଚିବଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ୩୨୪ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କିତ ସମସ୍ତ ତଥ୍ୟ…

ସେଲଟର ହୋମର ଡାର୍ଟି ଡାଡି । ଢେଙ୍କାନାଳ ପରେ ଫୁଲନଖରାକୁ ବ୍ୟାପିଲା ସେଲଟର ହୋମର ନିଆଁ

କନକ ବ୍ୟୁରୋ:ଫୁଲନଖରାକୁ ବ୍ୟାପିଲା ଢେଙ୍କାନାଳ ସେଲଟର ହୋମର ନିଆଁ । ଫୁଲନଖରା ସ୍ଥିତ ଗୁଡ ଇଣ୍ଡିଆ ସେଲଟର ହୋମ ଆଗରେ ସ୍ଥାନୀୟ ଲୋକଙ୍କର ପ୍ରତିବାଦ ସହ ପୋଡାଜଳା । ସୂଚନା ମୁତାବକ, ଢେଙ୍କାନାଳ ବେଲଟିଗିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ…