Daily Archives

November 30, 2018

ସଲମାନଙ୍କ ଚେକକୁ ନେଇ ଜୋର ଧରିଲା ରାଜନୀତି । ହକି ଇଣ୍ଡିଆର ସ୍ପଷ୍ଟୀକରଣ ପରେ ମଧ୍ୟ ବଦଳିଲାନି ବିଜେପି ନେତ୍ରୀଙ୍କ…

କନକ ବ୍ୟୁରୋ : ବାରବାଟୀରେ ସଲମାନ ଖାନଙ୍କ ସୋ’କୁ ନେଇ କଟକରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ଏବେ ସେହି ସୋ’କୁ ନେଇ ତାଠୁ ଅଧିକ ରାଜନୀତି ହେବାରେ ଲାଗିଛି । ବିଶେଷ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସୋସିଆଲ ମିଡିଆରେ କରିଥିବା ଏକ ଟିପ୍ପଣୀ, ନୂଆ ବିବାଦ ସୃଷ୍ଟି…

ପଦ୍ମ ପ୍ରେମରେ ପୂର୍ଣ୍ଣଚ୍ଛେଦ: ବିଜେପିରୁ ଇସ୍ତଫା ଦେଲେ ଦିଲ୍ଲୀପ ଓ ବିଜୟ, ଅମିତ ଶାହଙ୍କୁ ପଠାଇଲେ ମିଳିତ ଇସ୍ତଫାପତ୍ର

କନକ ବ୍ୟୁରୋ: ବିଜେପି ଛାଡିଛନ୍ତି ବିଜୟ-ଦିଲ୍ଲୀପ । ବରିଷ୍ଠ ନେତା ବିଜୟ ମହାପାତ୍ର ଦଳର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡିଥିବା କହିଛନ୍ତି । ଏନେଇ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେହିପରି ବରିଷ୍ଠ ନେତା ତଥା…

କେଉଁ ଦଳକୁ ଯିବେ ଦିଲ୍ଲୀପ ଓ ବିଜୟ । ବିଦେଶରୁ ଦିଲ୍ଲୀପ ଫେରିଲେ ଫିଟିବ ଗୁମର

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ଆଗକୁ ଥିବା ବେଳେ ଦୁଇ ବରିଷ୍ଠ ନେତା ବିଜେପି ଛାଡିବା ପରେ ସେମାନଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର । କେଉଁ ଦଳରେ ସାମିଲ ହେବେ ବିଜୟ ଓ ଦିଲ୍ଲୀପ । ପ୍ରତିଷ୍ଠାତା ସଦସ୍ୟ ଥିବା ଏହି ଦୁଇ ନେତା ପୁଣି ଫେରିବେ କି ବିଜେଡି ? ଏପଟେ ଇସ୍ତଫା ପରେ ୧୫ ଦିନ…

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଇସ୍ତଫା ନେଇ ବିଜେଡିର ପ୍ରତିକ୍ରିୟା: ‘ପାର୍ଟି ନୁହେଁ ମାଟିକୁ ଦେଇଛନ୍ତି…

କନକ ବ୍ୟୁରୋ: ବିଜେପିର ଦୁଇ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଇସ୍ତଫା ଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି । ଏହି ଦୁଇ ବରିଷ୍ଠ ନେତା ଆଜି ବିଜେପିରୁ ଇସ୍ତଫା ଦେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ସେ ଆଗକୁ କେଉଁ ଦଳରେ ମିଶିବେ ଏବଂ ଆଗକୁ କଣ…

ସେବାଶ୍ରମରେ ଶୋଷଣ ! ଖୋଲିଲା ସେଲଟର ହୋମ୍ ଅଧ୍ୟକ୍ଷ ଫୟାଜ ରହେମାନଙ୍କ ପାପର ପେଡି

କନକ ବ୍ୟୁରୋ: ସେଲଟର ହୋମ ନାଁରେ ଶାରୀରିକ ଶୋଷଣ ଘଟଣାର ୫ ଜଣିଆ ଟିମ ତଦନ୍ତ କରୁଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗ ଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିକିିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ ନିର୍ଯାତନା…

ନୂଆ ଉନ୍ନୟନ କମିଶନର ଭାବେ ଅସିତ୍ ତ୍ରିପାଠୀଙ୍କୁ ମିଳିଲା ଦାୟିତ୍ୱ । 

କନକ ବ୍ୟୁରୋ : ଅସିତ୍ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ । ନୂଆ ଉନ୍ନୟନ କମିସନର ହେଲେ ଅସିତ୍ ତ୍ରିପାଠୀ । ଏହାଛଡା ଗୃହ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅସିତ । ୧୯୮୬ ମସିହାର ଏହି ଆଇଏଏସ ଅଫିସରଙ୍କୁ ଆର. ବାଲକ୍ରିଷ୍ଣନଙ୍କ ଅବସର ପରେ ଏହି ନୂଆ ଦାୟିତ୍ୱ ମିଳିଛି । ଏହାଛଡା ପ୍ରଶାସନିକ…