Daily Archives

November 29, 2018

ପାକିସ୍ତାନରେ ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ମିଳିଲା ଡ୍ରାଇଭିଙ୍ଗ ଲାଇସେନ୍ସ :୧୫ ବର୍ଷ ଧରି ବିନା କୌଣସି…

ପାକିସ୍ତାନର ଯାତାୟାତ ଅଧିକାରୀ ଦେଶର ଇତିହାସରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଉପଲବ୍ଧ କରାଇଛନ୍ତି । ରିପୋର୍ଟ ମୁତାବକ, ଇସଲାମାବାଦ ଟ୍ରାଫିକ୍ ପୁଲିସ୍(ଆଇଟିପି) ଲୈଲା ଅଲିଙ୍କୁ ଇସଲାମାବାଦ ପୁଲିସ ପ୍ରମୁଖଙ୍କ ବିଶେଷ ନିର୍ଦ୍ଦେଶ ଅଧିନରେ ଲାଇସେନ୍ସ ଉପଲବ୍ଧ…

ଡ୍ରୋନରୁ ହେବ ଆକ୍ରମଣ, ତ୍ରାହି ତ୍ରାହି ଡାକିବେ ଆତଙ୍କବାଦୀ । କିନ୍ତୁ କେହି ବିରୋଧ ନ କରିବା ଦରକାର । ଜାଣନ୍ତୁ କଣ…

ତ୍ରାହି ତ୍ରାହି ଡାକିବେ ଭାରତର ଶତ୍ରୁ । କେହି ଜଣେ ବି ରକ୍ଷା ପାଇବେନି । କିଛି ଭାବିବା ପୂର୍ବରୁ ଆକାଶରୁ ହେବ ଗୁଳିବର୍ଷା । ଆତଙ୍କବାଦୀଙ୍କୁ ପାନେ ଦେବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ସେନା । ଜମ୍ମୁ କାଶ୍ମୀର ଓ ଏଲଓସି ପାର ଅଞ୍ଚଳରେ ଡେରା ପକାଇଥିବା ଆତଙ୍କବାଦୀ ଓ…

ସମଲ ଜଳଭଣ୍ଡାର ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ୬ଟି ଗାଁ : ବିସ୍ଥାପନକୁ ୧୬ ବର୍ଷ ବିତିଲାଣି, ଆଜି ଯାଏଁ କରାଯାଇନାହିଁ…

କନକ ବ୍ୟୁରୋ : ସମଲ ଜଳଭଣ୍ଡାର ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ତାଳଚେର ଓ କଣିଆ ବ୍ଲକର ୬ଟି ଗାଁ । ଜଳଭଣ୍ଡାର ନିକଟରେ ନଦୀବନ୍ଧ ଗୁଡିକ ଧସିବାରୁ ନିକଟବର୍ତ୍ତୀ ଗାଁ ଗୁଡିକ ଲୀନ ହେବାକୁ ବସିଛି । ଅନ୍ୟପଟେ ଏହି ଗ୍ରାମଗୁଡିକୁ ସମଲ ଜଳଭଣ୍ଡାର ପାଇଁ ବିସ୍ଥାପିତ କରାଯାଇଛି । ଏହାରି ଭିତରେ…

କଲେଜ ଖୋଲା, ପିକନିକରେ ହାଇଦ୍ରାବାଦ ଯାଇଛନ୍ତି ୨୭ ସାର୍ : ସାମ୍ନାକୁ ଆସିଲା ବାଙ୍ଗିରିପୋଷୀ ଲକ୍ଷ୍ମୀକାନ୍ତ କଲେଜ…

କନକ ବ୍ୟୁରୋ : ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତିି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପାଇଁ ତ କହିଲେ ନସରେ । ଏଠାରେ କିନ୍ତୁ କିଛି ଦାୟିତ୍ୱହୀନ ସରକାରୀ କର୍ମଚାରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ଯେଉଁଥିପାଇଁ ସରକାର ଆଜି ବଦନାମ ହେଉଛନ୍ତି…

ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଖରୁ ଦେଖିବାକୁ ଚାହାଁନ୍ତି କି ? ମାତ୍ର ୫ ଟଙ୍କା ବ୍ୟୟରେ ସିଧାସଳଖ…

କ’ଣ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫେସ୍ ଟୁ ଫେସ୍ ମିଶିବାକୁ ଚାହାନ୍ତି ? ଯଦି ଆପଣଙ୍କ ଯବାବ୍ ହଁ ତେବେ ଆପଣଙ୍କ ଜିଜ୍ଞାସା ସମ୍ଭବ ହୋଇପାରିବ ଏବଂ ଏଥିରେ ଖର୍ଚ୍ଚ ମାତ୍ର ୫ ଟଙ୍କା ହେବ । ଏହାପରେ ଆପଣଙ୍କୁ ନମୋ ଟି ସାର୍ଟ ଏବଂ ଏକ କଫି ମଗ୍ ମଧ୍ୟ ଦିଆଯିବ । ୧…

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି। ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପ ତ୍ୱରାନିତ କରିବା ପାଇଁ ହସ୍ତକ୍ଷେପ କରନ୍ତୁ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପାରାଦୀପ ତୈଳ ବିଶୋଧନାଗାର ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି…