Daily Archives

November 29, 2018

ଏଠାରେ ଏକେ-୪୭ର ଦାମ୍ ସ୍ମାର୍ଟଫୋନର ମୂଲ୍ୟ ସହ ସମାନ୍ ! ଜାଣନ୍ତୁ କେଉଁଠି ରହିଛି ଏହି ବନ୍ଧୁକ ବଜାର । 

ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଏକେ-୪୭ର ମୂଲ୍ୟ ମୋବାଇଲ ଫୋନର ମୂଲ୍ୟ ଠାରୁ ବି କମ୍ ରହିଛି । ସାଧାରଣତଃ ଅନ୍ୟାନ୍ୟ ଦେଶରେ ନିଜର ସୁରକ୍ଷା ପାଇଁ ଏକ ବନ୍ଧୁକ କିଣିବାକୁ ହେଲେ ତା ପାଇଁ ଲାଇସେନ୍ସ ଏବଂ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ବିଶ୍ୱରେ ଏପରି ଏକ…

ହାଇକୋର୍ଟ ବେଂଚ ଦାବିରେ ପଶ୍ଚିମ ଓଡ଼ିଶା ପୂରା ଠପ୍ । ଅଖ-ଚକ ସବୁ ବନ୍ଦ

କନକ ବ୍ୟୁରୋ : ପୁଣି ତେଜିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଆଜିଠାରୁ ୪୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଏବେ ନୁହେଁ ତ କେବେ ନୁହେଁ ନାରା ଦେଇ ଆଇନଜୀବୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶତାଧିକ…

ଦେଶ ପାଇଁ ୨୦ ବର୍ଷ ଖେଳିବା ବେକାର ଗଲା, ମୋ ଦେଶଭକ୍ତି ଉପରେ ଉଠୁଛି ପ୍ରଶ୍ନ : ମିତାଲି ରାଜ୍

ମହିଳା କ୍ରିକେଟ ର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ମିତାଲି ରାଜ ବହୁତ ଦୁଃଖିତ ଅଛନ୍ତି । ସେ ନିଜ ଉପରେ ଲାଗିଥିବା ଅଭିଯୋଗ ଦ୍ୱାରା ବହୁତ ମର୍ମାହତ ଅଛନ୍ତି । ଏହାର ଖୁଲାସା ସେ ନିଜର ଟ୍ୱିଟରରେ କରିଛନ୍ତି । ମିତାଲି ରାଜ ମହିଳା କ୍ରିକେଟ୍ ଟିମର କୋଚ୍ ରମେଶ ପୋୱାରଙ୍କ ଅଭିଯୋଗ…

ଖସିପାରେ ପଦ୍ମ ପାଖୁଡା, ଏକାସାଙ୍ଗରେ ବିଜେପି ଛାଡିପାରନ୍ତି ବିଜୟ ଓ ଦିଲ୍ଲୀପ! 

କନକ ବ୍ୟୁରୋ : ଆସନ୍ତାକାଲି ବିଜେପିର ଦୁଇ ହେଭିୱେଟ ନେତା ଦଳ ଛାଡିବା ନେଇ ଚର୍ଚା ଜୋର ଧରିଛି । ଏହି ଦୁଇ ହେଭିୱେଟ୍ ନେତା ହେଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର । ମିଳିଥିବା ଖବର ଅନୁସାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଚିଠି ଲେଖି ଏ…

ପୁରୁଷ ହକି ବିଶ୍ୱକପ : କଳିଙ୍ଗରେ କମାଲ କଲା ଆର୍ଜେଣ୍ଟିନା, ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସ୍ପେନକୁ ୪-୩ରେ ଦେଲା ମାତ୍

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୩ୟ ମ୍ୟାଚରେ ଆର୍ଜେଣ୍ଟିନା ବାଜି ମାରି ନେଇଛି। ‘ପୁଲ-ଏ’ରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଛି।…

ମୁଖ୍ୟ ଶାସନ ସଚିବଙ୍କୁ ‘ଏଏସଆଇ’ର ଚିଠି । ଓଡିଶାର କୀର୍ତ୍ତିରାଜି ସଂରକ୍ଷଣ ସମସ୍ୟାର ସମାଧାନ କରିବାକୁ ବୈଠକ ଡାକିବାକୁ…

କନକ ବ୍ୟୁରୋ : ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିରାଜି ସଂରକ୍ଷଣ ସଂପର୍କରେ ଏଏସଆଇ ମହାନିର୍ଦ୍ଦେଶକ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୀର୍ତ୍ତିରାଜି ସଂରକ୍ଷଣରେ ବାଧା ଉପୁଜିବା ନେଇ ଉଲ୍ଲେଖ ରହିଛି। ରକ୍ଷଣାବେକ୍ଷଣରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ନେଇ…