Daily Archives

November 29, 2018

ଦିଲ୍ ଜିତି ନେଲେ ଟ୍ରାଫିକ କନେଷ୍ଟବଳ ଜ୍ଞାନେନ୍ଦ୍ର । ହ୍ୱିଲ ଚେୟାରରେ ବସିଥିବା ଭିନ୍ନକ୍ଷମଙ୍କୁ ବାଲିଯାତ୍ରା ପଡିଆରେ…

କନକ ବ୍ୟୁରୋ : କମିସନରେଟ ପୋଲିସର We Care We Dareର ନାରା ଆଉ ଏକ ଝଲକ କଟକ ବାଲିଯାତ୍ରା ପଡିଆରେ ଦେଖିବାକୁ ମିଳିଛି । ଯେତେବେଳେ ହ୍ୱିଲଚେୟାରରେ ବସିଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବାଲିଯାତ୍ରାର ଭିଡ ମଧ୍ୟରେ ବାଟ କଢେଇ ନେଇଥିଲେ ଟ୍ରାଫିକ କନେଷ୍ଟବଳ ଜ୍ଞାନେନ୍ଦ୍ର କୁମାର ମଲ୍ଲିକ ।…

ହକିର ସଫଳତା ଦେଖି ବିଚଳିତ ହୋଇଛି ବିଜେପି । ଲେଖାଶ୍ରୀଙ୍କ ‘ସଲମାନ’ ଟ୍ୱିଟ୍ ଉପରେ କଡା ଆଭିମୁଖ୍ୟ ରଖିଲା…

କନକ ବ୍ୟୁରୋ : ଭୁଲ ମାଗନ୍ତୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସଲମାନଙ୍କୁ ଓଡିଶା ସରକାର ୧ କୋଟି ୮୯ ଲକ୍ଷ ଟଙ୍କା ଦେଇ ବାରବାଟୀ ଷ୍ଟାଡିୟମକୁ ଆଣିଥିଲେ ବୋଲି ଲେଖାଶ୍ରୀ ଯେଉଁ ବିଭ୍ରାନ୍ତିକର ଟ୍ୱିଟ୍ କରିଛନ୍ତି ସେଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେଡି ସୁଲୋଚନା ଦାଶ କହିଛନ୍ତି…

ଅରୁଣ ଜେଟଲୀଙ୍କୁ ଚିଠି ଲେଖିଲେ ନବୀନ । କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବାକୁ କଲେ ନିବେଦନ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରୁ ଜଏସଟି ହ୍ରାସ କରିବାକୁ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ କେନ୍ଦୁପତ୍ର ଉପରେ ୫ ପ୍ରତିଶତ ଭାଟ୍ ଥିଲା।…

ବିଧବା ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଆଗେଇ ଆସିଲେ ବାବା ବଳିଆ । କହିଲେ, ବିଧବାଙ୍କ ମୁଣ୍ଡରୁ ବାଧ୍ୟ…

କନକ ବ୍ୟୁରୋ : ସମାଜରୁ ବିଧବା ପ୍ରଥା ଉଚ୍ଛେଦ ହେବା ଦରକାର । ଏହା ଏକ ଘୃଣ୍ୟ ପ୍ରଥା ଏବଂ ଅନ୍ଧବିଶ୍ୱାସ ବୋଲି ମତ ରଖିଛନ୍ତି ବାବା ବଳିଆ । ବାବା କହିଛନ୍ତି, ବିଧବା ମହିଳା ସିନ୍ଦୁର ପିନ୍ଧିବା ଉଚିତ । ସେମାନଙ୍କୁ ମାଙ୍ଗଳିକ କାମରୁ ବାଦ୍ ଦେବା ଉଚିତ୍ ନୁହେଁ । ସମାଜରେ ବିଧବା ମହିଳାଙ୍କୁ…

ଅପରାଜିତା ଆସିଲେ, କାହାର ଲାଭ, କାହାର କ୍ଷତି । ଅଙ୍କ କଷୁଛି ବିଜେପି 

କନକ ବ୍ୟୁରୋ : ସୁଶାସନ ପାଇଁ ରାଜନୀତିକୁ ଆସିଛି, କାହା ସହ ମୋର ପ୍ରତିଦ୍ୱନ୍ଦିତା ନାହିଁ । ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଥିବା ଅପରାଜିତା ଷଡଙ୍ଗୀ କହିଛନ୍ତି, ସେ ସ୍ୱଚ୍ଛ ଓ ସକରାତ୍ମକ ରାଜନୀତି ଉପରେ ଗୁରୁତ୍ୱ ଦେବେ । ଆଜି ଭୁବନେଶ୍ୱରରେ ପହଁଚିବା ପରେ ଶୋଭାଯାତ୍ରାରେ…