Daily Archives

November 28, 2018

ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ସ୍କୁଲ କାନ୍ଥରେ ସାପ, ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : ବାଃ ବାଃରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ବିପଦସଙ୍କୁଳ ଅବସ୍ଥାରେ ଖୋଲା ଆକାଶ  ତଳେ ଚାଲିଛି ପାଠପଢା ସାଙ୍ଗକୁ  ମଧ୍ୟାହ୍ନ ଭୋଜନ ରୋଷେଇ । ସରକାରଙ୍କ ସର୍ବଶିକ୍ଷା ଅଭିଯାନ ବୌଦ୍ଧ ଜିଲ୍ଲାର ଡିମିରିଖୋଲ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରହସନ ପାଲଟିଛି  । କାନ୍ଥ ଅଛି ଛାତ…

ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ସଲମାନ । ସିଲଭର ସିଟି ଦେଖିବ ସୁଲତାନଙ୍କ ଜଲୱା

କନକ ବ୍ୟୁରୋ : ହକି ବିଶ୍ୱକପ ସେଲିବ୍ରେସନ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ସଲମାନ୍ ଖାନ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ୬.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ବାରବାଟୀ ଷ୍ଟାଡିୟମ ଯାଇଥିଲେ ସଲମାନ୍ । ସଡକପଥରେ ଯାଉଥିବାରୁ ସଲମାନଙ୍କୁ…

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ ! ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ସ୍ଥାନ ବଜାୟ ରଖିଲେ କୋହଲି ।

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଲେ କ୍ରିକେଟ୍ ଜଗତର ରନ୍ ମେସିନ୍ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚର ଗୁରୁତ୍ୱପୂଣ୍ଣ ଶୃଙ୍ଖଳା ପୂର୍ବରୁ ଆଇସିସି ଟେଷ୍ଟ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ…

କଳିଙ୍ଗ ଷ୍ଟାଡିୟମରେ କମାଲ କଲେ କିଙ୍ଗଖାନ୍, ବାରବାଟୀରେ ଦୁଲକାଇବେ ସୁଲତାନ ।

କନକ ବ୍ୟୁରୋ : ବାରବାଟୀରେ ଜଲୱା ଦେଖାଇବେ ସଲମାନ୍ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡର ଦବଙ୍ଗ ଖାନ୍ । ଭାଇଜାନଙ୍କ ଏଣ୍ଟ୍ରିକୁ ଚାତକ ଭଳି ଚାହିଁ ରହିଛନ୍ତି ପ୍ରଂଶସକ । ସଲମାନଙ୍କୁ ନେଇ ଏତେ କ୍ରେଜ ରହିଛି ଯେ, ଦର୍ଶକ ଷ୍ଟାଡିୟମ ଖୋଲିବା ପୂର୍ବରୁ…

ଭୁବନେଶ୍ୱରରେ ପହଞ୍ଚିଲେ ସଲମାନ ଖାନ୍ । ବାରବାଟୀରେ ଭାଇଜାନ୍ ଦେଖାଇବେ ଜଲୱା, ଚାହିଁ ବସିଛନ୍ତି ଦର୍ଶକ

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡର ଭାଇଜାନ । କଳିଙ୍ଗ ଷ୍ଟାଡିୟମ ପରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ ହକି ଉଦଘାଟନୀ ଉତ୍ସବର ସେଲିବ୍ରେସନରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଲମାନ ଖାନ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୬ ଟା ୩୦…

ଖୁବଶୀଘ୍ର ଆସିବ ବ୍ୟାଟେରୀ ଚାଳିତ କ୍ରେଡିଟ କାର୍ଡ, ବଟନ ଟଚ୍ କଲେ ମିଳିବ ମନପସନ୍ଦର ସୁବିଧା

ମ୍ୟାଜିଷ୍ଟ୍ରିପ ଡେବିଟ କାର୍ଡକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଡିସେମ୍ବର ୩୧ ସୁଦ୍ଧା ଯଦି ମ୍ୟାଜିଷ୍ଟ୍ରିପ କାର୍ଡକୁ ଇଏମଭି କାର୍ଡରେ ପରିବର୍ତ୍ତନ କଲେ ତାହା ବନ୍ଦ ହୋଇଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ଆଉ ଏସବୁ ଭିତରେ ଇଣ୍ଡସଇଣ୍ଡ ବ୍ୟାଙ୍କ ଏଭଳି ଏକ କ୍ରେଡିଟ କାର୍ଡ ସାମ୍ନାକୁ…