Daily Archives

November 27, 2018

କରଣ ଜୋହର କହିଲେ ତାଙ୍କ ଜୀବନର ଏକ ମୂଲ୍ୟବାନ କଥା ! ପୁରୁଷ ଭଳି ବ୍ୟବହାର ପାଇଁ ନେଇଥିଲେ ୩ବର୍ଷର ଟ୍ରେନିଂ ।

ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଆରଜେ, ଆଙ୍କର ଏବଂ ଅଭିନୟ ଭଳି ଭିନ୍ନ ପ୍ରକାରର କାମ କରି ବେଶ ସଫଳତା ଲାଭ କରିଛନ୍ତି କରଣ ଜୋହର । ପୂର୍ବରୁ ସେ ଅନେକ ସଂଘର୍ଷ କରିଥିବା ବେଳେ ଏବେ ତାଙ୍କ ନାମ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ରହିଛି । ସଫଳତାର ଅନେକ ସ୍ୱାଦ କରଣ ଚାଖିଥିବା ବେଳେ ଦିନ ଥିଲା,…

ଉଡାଣ ଭରିବା ବେଳେ ଶୋଇଗଲେ ପାଇଲଟ୍ ! ୫୦ କିଲୋମିଟର ଭୁଲ୍ ଦିଗରେ ଗଲା ବିମାନ, ଆଉ ତା ପରେ…

ବେଳେ ବେଳେ ଆପଣମାନେ ଟ୍ରେନ୍ ବା ବସରେ ଯାତ୍ରା କରୁଥିବା ସମୟରେ ଶୋଇ ପଡ଼ିଲେ ଆପଣଙ୍କ ଷ୍ଟେସନ ପଛରେ ରହି ଯାଇଥାଏ । ଯାହା ପାଇଁ ଆପଣଙ୍କୁ ଆଗ ଷ୍ଟେସନରେ ଓହ୍ଲାଇ ପୁଣି ପଛକୁ ଫେରିବାକୁ ପଡ଼ିଥାଏ । କିନ୍ତୁ ଯଦି ବିମାନ ଚଳାଇବା ସମୟରେ ପାଇଲଟ ଶୋଇଯାଏ, ତା’ ହେଲେଟ୍ଟ ଆଶ୍ଚର‌୍ୟ୍ୟ ହୁଅନ୍ତୁ…

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ! ଆତସବାଜିରେ ଝଲସିଲା ରାଜଧାନୀର ଆକାଶ ।

କନକ ବ୍ୟୁରୋ : ସେଇ ଐତିହାସିକ ମୁହୂର୍ତ, ଯାହା ଆଜି ସାରା ବିଶ୍ୱରେ ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ପୁୁରୁଷ ହକି ବିଶ୍ୱକପ ୨୦୧୮ । ଏହି ଉଦଘାଟନୀ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଲେଖା ହୋଇଛି ଏକ ନୂଆ ଅଧ୍ୟାୟ । ହକିର ସବୁଠୁ ବଡ଼…

ଭାଇଚାରାର ସହରରେ ଭାଇଜାନ୍ ! କାଲି ବାରବାଟୀରେ ଦେଖିବାକୁ ମିଲିବ ସଲମାନଙ୍କ ଜଲୱା ।

କନକ ବ୍ୟୁରୋ : ବାରବାଟୀ ଆସିବେ ବଲିଉଡର ଜାନ୍ ସଲମାନ ଖାନ୍ । ଆସନ୍ତାକାଲି ଓଡିଶା ଆସିବେ ସଲମାନ । ଏନେଇ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ସୁପରଷ୍ଟାର ସଲମାନ୍ ଖାନ୍ । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ଟ୍ୱିଟ୍…

ହକି ମହାକୁମ୍ଭ ଉଦଘାଟନୀ ଉତ୍ସବ : ୧୯୭୫ ବିଶ୍ୱକପ୍ ବିଜୟୀ ଟିମକୁ ସମ୍ବର୍ଦ୍ଧନା

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିଅମରେ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଶୁଭାରମ୍ଭ କରିଥିଲେ ଓଲିଉଡର ସୁପରଷ୍ଟାର ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ହଜାର ହଜାର ଦର୍ଶକଙ୍କ ଗହଣରେ ହକି ବିଶ୍ୱକପକୁ ସାରା ବିଶ୍ୱକୁ ସ୍ୱାଗତ କରିଥିଲେ । ତେବେ ଆଜିର ଏହି ଉଦଘାଟନୀ ଉତ୍ସବରେ ଦେଶ ପାଇଁ ପ୍ରଥମ ଥର…

କଳିଙ୍ଗ ଷ୍ଟାଡ଼ିୟମରେ ଏ.ଆର ରେହମାନଙ୍କ ଜଲୱା !  ମନଛୁଆଁ ଗୀତରେ ଝୁମି ଉଠିଲେ ଦର୍ଶକ 

କନକ ବ୍ୟୁରୋ : ଉଦ୍ଘାଟନୀ ଉତ୍ସବର ଶେଷ ଆକର୍ଷଣ ଥିଲେ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରହମାନ୍ । ରେହମାନ୍ ଓ ତାଙ୍କ ସହ-କଳାକାରମାନଙ୍କ ମନଛୁଆଁ ଗୀତରେ ଝୁମି ଉଠିଥିଲେ ଦର୍ଶକ । ତାଙ୍କର ପ୍ରତିଟି ଉପସ୍ଥାପନା ପରେ କରତାଳିରେ ଫାଟି ପଡ଼ୁଥିଲା ଉଦ୍ଘାଟନୀ ସମାରୋହ ।…